ଏମିତି ଝିଅଙ୍କ ଠାରୁ ବଞ୍ଚିକି ରୁହନ୍ତୁ, ନହେଲେ…ଦେଖନ୍ତୁ ଏହି Video 

ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହି କଥା ନିଶ୍ଚୟ ଶୁଣିଥିବେ ଯେ, ଏହି ଦୁନିଆରେ ମୂର୍ଖ ଲୋକଙ୍କ ଅଭାବ ନାହିଁ । ମୂର୍ଖ ଲୋକ ମାନେ ସମସ୍ତ ସ୍ଥାନରେ ରହିଥାନ୍ତି ଓ ଏହି ଲୋକ ମାନଙ୍କ ଠାରୁ ସବୁବେଳେ ଦୂରେଇ ରହିବା ଉଚିତ । ତେବେ ବନ୍ଧୁଗଣ ଏହି ମୂର୍ଖ ଲୋକଙ୍କର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଲୋକ ମାନଙ୍କର ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

୧. ଆମ ଲିଷ୍ଟର ପ୍ରଥମ ଭିଡିଓରେ ଜଣେ ଯୁବକ ବାଇକ ଚଲାଇ ରାସ୍ତାରେ ଯାଉଥିବା ବେଳେ ଗୋଟେ ଝିଅ ରାସ୍ତା ମଝିକୁ ଗାଡି ନେଇ ଚାଲି ଆସୁଛି । ଯୁବକ ଜଣକ ଗାଡି କେମିତି ଚଲାଉଛ ବୋଲି ପଚାରିବାରୁ ଝିଅଟି ମଝି ଆଙ୍ଗୁଠି ଦେଖାଉଛି । ଝିଅଟି ହେଲମେଟ ନପିନ୍ଧି ମୋବାଇଲରେ କଥା ହେଇ ଗାଡି ଚଲାଉଛି । ତେବେ ଆପଣ କୁହନ୍ତୁ ଏହା ଠିକ ନା ଭୁଲ ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଭିଡିଓଟି ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଏହି ଭିଡିଓରେ ଏକ ମୂର୍ଖ ଟ୍ରକ ଡ୍ରାଇଭରର ଚିନ୍ତାଧାରା ପାଇଁ ଟ୍ରକର ନକ୍ସା ମାତ୍ର କିଛି ସମୟ ମଧ୍ୟରେ ବଦଳି ଗଲା । ଡ୍ରାଇଭର ଏତିକି ଜାଣିପାରିଲା ନାହିଁ ଯେ ଟ୍ରକଟି ଓଭର ପାସ ତଳେ ଯାଇ ପାରିବ ନା ନାହିଁ । ସେ କିଛି ନ ଦେଖି ସିଧା ଟ୍ରକ ଓଭର ପାସ ଭିତରେ ପୁରାଇ ଦେଲା ଯାହାଫଳରେ ଟ୍ରକର ଅବସ୍ଥା କଣ ଆପଣ ମାନେ ଦେଖି ପାରୁଥିବେ ।

୩. ବନ୍ଧୁଗଣ ଯଦି ଆଇନର ରକ୍ଷାକାରୀ ମାନେ ଆଇନ ଭଙ୍ଗ କରିବେ ତା ହେଲେ ସମାଜର କଣ ହେବ । ଆପଣ ମାନେ ଦେଖି ପାରୁଥିବେ ଏହି ଭିଡିଓରେ ତିନି ଜଣ ଦୁଇ ଚକିଆ ଗାଡିରେ ଯାଉଛନ୍ତି ହେଲେ କାହାରି ମୁଣ୍ଡରେ ହେଲମେଟ ନାହିଁ । ଯଦି ପୋଲିସ ବିନା ହେଲମେଟରେ ଗାଡି ଚଳାଇବା ତା ହେଲେ ସାଧାରଣ ଲୋକ କଣ ଶିଖିବେ ।

୪. ବନ୍ଧୁଗଣ ସଡକରେ ସବୁବେଳେ ସଚେତନ ହୋଇ ଗାଡି ଚଳାଇବା ଉଚିତ । ଏହି ଭିଡିଓରେ ଜଣେ ସ୍କୁଟି ଚାଳକ ଏକ ଚାରି ଚକିଆ ଗାଡି ପଛରେ ନିଜ ଗାଡି ରଖିଦେଉଛି ହେଲେ ସେହି ସମୟରେ ଚାରି ଚକିଆ ଗାଡି ଡ୍ରାଇଭର ପଛକୁ ନଦେଖି ଗାଡିକୁ ବ୍ୟାକ କରିଦେଲା ଯାହାଫଳରେ ସ୍କୁଟି ଅଳ୍ପ କେତେରେ ମାଡ ହେବାରୁ ବଞ୍ଚିଗଲା ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ ଜଣେ ୟୁଟ୍ୟୁବର ଗାଡି ଚଲାଇ ଯାଉଥିବା ସମୟରେ ତାର ଆଗରେ ଦୁଇଜଣ ଯୁବତୀ ସ୍କୁଟିରେ ଯାଉଛନ୍ତି । ମହିଳା ସ୍କୁଟି ଚଲା ଦେଖିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ । ସେ କାହାକୁ ରାସ୍ତା ଦେଉ ନାହାନ୍ତି ଏହା ପରେ ୟୁଟ୍ୟୁବର ମହିଳାଙ୍କୁ ଅଟକଉଛି ହେଲେ ମହିଳା ୟୁଟ୍ୟୁବର ଉପରେ ସବୁ ଦୋଷ ପକାଇ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *