ନିଜ ଝିଅଙ୍କୁ ନେଇ ପ୍ରଥମ ଥର ସେଟକୁ ଗଲେ ଚନ୍ଦନ ଓ ମାହି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଫେମସ କଳାକାର ଚନ୍ଦନ ଓ ମାହି ।

ବନ୍ଧୁଗଣ ଏହି ଦୁଇଜଣଙ୍କୁ ଆପଣ ମାନେ ଟିଭିରେ ନିଶ୍ଚୟ ଦେଖିଥିବେ । ଏହି କିଛି ଦିନ ହେବ ଏମାନେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି, କଣ ରହିଛି ଏହାର କାରଣ ଆସନ୍ତୁ ଜାଣିବା । ବନ୍ଧୁଗଣ ଚନ୍ଦନ ଓ ମାହି ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଏହି ଦୁଇଜଣ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ଏହାର କାରଣ ହେଉଛି ଚନ୍ଦନ ଓ ମାହି ପ୍ରଥମ ପାଇଁ ନିଜ ଝିଅକୁ ନେଇଶୁ -ଟିଙ୍ଗ ସେଟକୁ ଯାଇଛନ୍ତି ଓ କେତେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ବନ୍ଧୁଗଣ ଚନ୍ଦନଙ୍କୁ ଆପଣ ତୁଲସୀ ସିରିଏଲରେ ଦେଖିଥିବେ । ଏହି ସିରିଏଲରେ ବହୁତ ଭଲ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ମାହି ଓଡିଆ ଟିଭି ଧାରାବାହିକ ‘ଅର୍ଦ୍ଧାଙ୍ଗିନି’ ସିରିଏଲରେ ଅଭିନୟ କରି ବହୁତ ଚର୍ଚାରେ ରହୁଛନ୍ତି ।

ବନ୍ଧୁଗଣ ଏହି ଦୁଇଜଣଙ୍କର ଜବରଦସ୍ତ ଅଭିନୟକୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଦୁଇଜଣ ପରସ୍ପର ସହଶୁଟି-ଙ୍ଗ ସେଟରେ ସାକ୍ଷାତ କରିଥିଲେ । ପ୍ରଥମେ ଏମାନେ ପରସ୍ପର ସହ ବନ୍ଧୁତା କରି ଥିଲେ ଓ ଏହି ବନ୍ଧୁତା କିଛି ଦିନ ପରେ ପ୍ରେମରେ ପରିଣତ ହୋଇଯାଇଥିଲା ।

ବନ୍ଧୁଗଣ ଏମାନେ କିଛି ସମୟ ପରସ୍ପରକୁ ଡେଟ କରିବା ପରେ ପରସ୍ପର ସହ ପ୍ରେମ ବିବାହ କରିଥିଲେ । ବିବାହ ପରେ ଏହି ଦୁଇଜଣଙ୍କର ଏକ ଝିଅ ଜନ୍ମ ହୋଇଥିଲା । ବନ୍ଧୁଗଣ ଚନ୍ଦନ ଓ ମାହି ନିଜ ଝିଅକୁ ନେଇ ଏହି କିଛି ଦିନ ତଳେଶୁଟି-ଙ୍ଗ ସେଟକୁ ଯାଇଥିଲେ । ସେହି ସ୍ଥାନରେ ସେ କିଛି ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ବନ୍ଧୁଗଣ ସୋସିଆଲ ମିଡିଆରେ ଚନ୍ଦନ ଓ ମାହିଙ୍କ ଝିଅକୁ ଦେଖି ଫ୍ୟାନ୍ସ ମାନେ ବହୁତ ଅଧିକ ଖୁସି ହୋଇଛନ୍ତି । ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *