Deepika କହିଲେ Ranbir ଙ୍କ ନିନ୍ଦନୀୟ ସତ, କହିଲେ- ମୁଁ ତାକୁ ରଙ୍ଗେ ହାତ ଧରି ନେଇଥିଲି, କିନ୍ତୁ ମୋ ପାଇଁଶାରୀରିକ ସମ୍ପର୍କ…

ବନ୍ଧୁଗଣ ଆପଣ ମାନେ ସାମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଦୀପିକା ପାଦୁକୋନ । ବନ୍ଧୁଗଣ ଦୀପିକା ଉଭୟ ବଲିଉଡ ଓ ହଲିଉଡ ଫିଲ୍ମରେ କାମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ବନ୍ଧୁଗଣ ଦୀପିକା ଅଧିକାଂଶ ସମୟ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଦୀପିକାଙ୍କ ଜନ୍ମ ୫ ଜାନୁୟାରୀ ୧୯୮୬ ମସିହାରେ ଡେନମାର୍କରେ ହୋଇଥିଲା । ବନ୍ଧୁଗଣ ଆଜି ହେଉଛି ଦୀପିକାଙ୍କ ଜନ୍ମ ଦିନ ।

ବନ୍ଧୁଗଣ ଦୀପିକା ନିଜ ଫିଲ୍ମ କାରିୟରର ଆରମ୍ଭ ‘ଓମ ଶାନ୍ତି ଓମ’ ଫିଲ୍ମରୁ କରିଥିଲେ । ଏହି ଫିଲ୍ମରେ ସେ ଶାହରୁଖ ଖାନଙ୍କ ସହ ମୁଖ୍ୟ ଅଭିନେତ୍ରୀ ରୂପେ ନଜର ଆସିଥିଲେ । ବନ୍ଧୁଗଣ ଏହି ଫିଲ୍ମଟି ସୁପର ହିଟ ହୋଇଥିଲା ଓ ଏହି ଫିଲ୍ମ ପରେ ସେ ଗୋଟେ ପରେ ଗୋଟେ ସୁପର ଫିଲ୍ମରେ ଅଭିନୟ କରିଥିଲେ । ବନ୍ଧୁଗଣ ଦୀପିକା ପାଦୁକୋନ ୨୦୧୮ରେ ବଲିଉଡର ଫେମସ ଅଭିନେତା ରଣବିର ସିଂହଙ୍କ ସହ ପ୍ରେମ ବିବାହ କରିଛନ୍ତି । ଏହି ଦୁଇଜଣ ପ୍ରଥମେ ପରସ୍ପରକୁ ବହୁତ ସମୟ ପର୍ଯ୍ୟନ୍ତ ଡେଟ କରି ବିବାହ କରିଥିଲେ ।


ବନ୍ଧୁଗଣ ରଣବିରଙ୍କ ପୂର୍ବରୁ ଦୀପିକା ବହୁତ ଅଭିନେତା ଓ ସେଲିବ୍ରେଟି ମାନଙ୍କ ସହ ରିଲେସନରେ ରହିଥିଲେ । ହେଲେ ତାଙ୍କର ସବୁଠାରୁ ଚର୍ଚିତ ଅଫେୟାର ବଲିଉଡ ଅଭିନେତା ରଣବିର କପୁରଙ୍କ ସହ ରହିଛି । ବନ୍ଧୁଗଣ ରଣବିର ଓ ଦୀପିକାଙ୍କ ବ୍ରେକଅପ୍ ହେବା ପରେ ଦୀପିକା ଡିପ୍ରେସନର ଶିକାର ହୋଇଯାଇଥିଲେ । ସେହି ସମୟରେ ଦୀପିକା ଏକ ଇଣ୍ଟର୍ବ୍ୟୁ ମାଧ୍ୟମରେ ରଣବିରଙ୍କ ନାମ ନ ନେଇ ତାଙ୍କ ସହ ଜଡିତ ବହୁତ କିଛି ରହସ୍ୟ ଖୋଲି ଦେଇଥିଲେ ।

ଦୀପିକାଙ୍କ ମତରେ ସେ, ଥରେ ରଣବିରଙ୍କୁ ଅନ୍ୟ କାହା ସହ ଦେଖିଦେଇଥିଲେ, ସେହି ସମୟରେ ଏହି ଦୁଇଜଣ ରିଲେସନରେ ଥିଲେ ହେଲେ ରଣବିର ଅନ୍ୟ କାହା ସହ ମଧ୍ୟ ଅଫେୟାର ରଖିଥିଲେ । ହେଲେ ଦୀପିକା ରଣବିରଙ୍କୁ କ୍ଷମା କରି ତାଙ୍କ ସହ ରହିଥିଲେ କିନ୍ତୁ ରଣବିର ପୁଣି ସେହି ଭୁଲ କରିଥିଲେ ଯାହା ଫଳରେ ଦୀପିକା ରଣବିରଙ୍କ ଠାରୁ ଅଲଗା ହୋଇଯାଇଥିଲେ ଓ ଏହି ଦୁଇଜଣଙ୍କର ବ୍ରେକଅପ୍ ହୋଇଯାଇଥିଲା । ବନ୍ଧୁଗଣ ସେହି ସମୟରେ ଦୀପିକା ରଣବିରଙ୍କ ନାମରେ ନିଜ ବେକରେ ଟାଟୁ ମଧ୍ୟ କରିଦେଇଥିଲେ ।

ଦୀପିକାଙ୍କ ମତରେ, ‘ତାଙ୍କ ପାଇଁସେକ୍ସ କେବଳ ଫିଜିକାଲ ରିଲେସନ ନୁହେଁ ଏହା ସହିତ କିଛି ଇମୋଶନ ମଧ୍ୟ ଯୋଡି ରହିଛି, ସେ ଆଜି ପର୍ଯ୍ୟନ୍ତ ଯେଉଁ ମାନଙ୍କ ସହ ରିଲେସନରେ ରହିଛନ୍ତି କେବେହେଲ କାହାକୁ ଧୋକା ଦେଇନାହାନ୍ତି । ରଣବିର ଭୁଲ କରିବା ପରେ ମଧ୍ୟ ସେ ତାଙ୍କୁ ଦ୍ଵିତୀୟ ଥର ଚାନ୍ସ ଦେଇଥିଲେ ହେଲେ ସେ ଭୁଲ ଥିଲେ’ । ସେତେବେଳେ ସେ ନିଜ ଜୀବନରେ ଏକା ରହିବା ପାଇଁ ସ୍ଥିର କରିଥିଲେ । ବ୍ରେକଅପ୍ ପରେ ରଣବିର ସିଂହ ଓ ଦୀପିକା ପାଦୁକୋନ ପରସ୍ପର ସହ ବହୁତ କ୍ଳୋଜ ଆସି ଯାଇଥିଲେ ଓ ବର୍ତ୍ତମାନ ସେ ବିବାହ କରି ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *