ପାଗଳ ଭଳି ନିଜ ସାଥିଙ୍କୁ ଭଲ ପାଆନ୍ତି ଏହି ୫ ରାଶି ର ଲୋକ- Jyotish Shastra

ବନ୍ଧୁଗଣ ଏ ଦୁନିଆରେ ସମସ୍ତେ ଏକ ଭଳି ନ ଥାଆନ୍ତି। କାହା ଭିତରେ କିଛି ଖାସ ଥାଏ ତ ଆଉ ଜଣଙ୍କ ଭିତରେ ଆଉ କିଛି। କାହା ଭିତରେ କିଛି ଦୋଷ ଥାଏ ତ ଆଉ କାହା ଭିତରେ ନଥାଏ।କିନ୍ତୁ ଆମେ ରାଶି ଦ୍ବାରା ଏହି ଲୋକମାନଙ୍କ ର ମଧ୍ୟ ରେ ଥିବା ସାମଞ୍ଜସ୍ୟ ଦେଖି ପାରିବା । କହିବାର ଆର୍ଥ ହେଲା ରାଶି ର ଆଧାର ଦ୍ୱାରା ଆମେ ସ୍ଵଭାଵ, ଚରିତ୍ର, ପସନ୍ଦ, ନାପସନ୍ଦ ଆଦି ସମାନ ଥାଏ । ରାଶି ବ୍ୟକ୍ତି ର ଜୀବନକୁ ବହୁତ ପ୍ରଭାବିତ କରିଥାଏ ।

ଆଜି ଆମେ ସେହି ରାଶି ମାନଙ୍କ ବିଷୟରେ ଆଲୋଚନା କରିବା ଯେଉଁ ମାନେ ଥରେ ଯଦି ଭାଵନାତ୍ମକ ରୂପେ ଯୋଡି ହୋଇ ଥାଆନ୍ତି ତେବେ ସେମାନେ ସବୁ କ୍ଷେତ୍ରରେ ଆପଣଙ୍କୁ ହିଁ ଖୋଜିଥାନ୍ତି ଓ କେବେ ବି ଛାଡି ଯାଆନ୍ତି ନାହିଁ । ସେମାନେ ନିଜ ସାଥି ବିନା ଗୋଟେ ମୁହୂର୍ତ୍ତ ରହିପାରନ୍ତି ନାହିଁ। ଏମାନଙ୍କୁ କିଛି ଚିପିକୁ ମଧ୍ୟ କୁହନ୍ତି। ଏବଂ ଏମାନଙ୍କ ବିଶ୍ୱାସ ଭାଙ୍ଗିଲେ ଏମାନେ ବହୁତ ଭାଙ୍ଗି ମଧ୍ୟ ଯାଇ ଥାନ୍ତି।ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ।

୧- ପ୍ରଥମ ରାଶି ହେଉଛି ମିଥୁନ ରାଶି। ଏହି ରାଶି ର ବ୍ୟକ୍ତି ମାନଙ୍କୁ କେହି କେବେ ଯଦି ନିଜର ଯୋଜନା ବିଷୟରେ କୁହନ୍ତି ତେବେ ସେ ତାର ନିଷ୍କର୍ଷ ପର୍ଯ୍ୟନ୍ତ ପହଁଚି ଯାଇଥାନ୍ତି । ଏନନେ ନିଜର ସାଥି ଓ ନିଜ ପାଇଁ ବହୁତ ବଡ଼ବଡ଼ ସ୍ୱପ୍ନ ଦେଖିଦିଅନ୍ତି।ଏହି ରାଶି ର ବ୍ୟକ୍ତି ମାନେ ନିଜ ସାଥି ବିନା କୋୖଣସି ମୁହୂର୍ତ୍ତ ବି ରହିପାରିବେ ନାହିଁ।

୨- ଦ୍ୱିତୀୟ ରାଶି ହେଲା କର୍କଟ ରାଶି। ଏହି ରାଶି ର ବ୍ୟକ୍ତି ମାନଙ୍କ ସହ ଯଦି ପ୍ରେମ ସମ୍ପର୍କ ଥାଏ ତେବେ ଆପଣ ବହୁତ ଭାଗ୍ୟଶାଳୀ।ଏମାନେ ବହୁତ ବିଶ୍ୱାସୀ ଥାଆନ୍ତି।ଏମାନେ ନିଜର ପ୍ରେମ ଛଡା କ୍ରୋଧ ଆଦି କୁ ମଧ୍ୟ ଭଲ ରେ ପରିବେଷଣ କରିଥାନ୍ତି।ଏମାନେ ନିଜ ସାଥି ସହ ସବୁବେଳେ ରହିବା ବହୁତ ପସନ୍ଦ।

୩- ତୃତୀୟ ରାଶି ହେଉଛି କନ୍ୟା ରାଶି। ଏହି ରାଶି ର ବ୍ୟକ୍ତି ମାନେ ନିଜ ଜୀବନ ରେ ଆସୁଥିବା ସମସ୍ତ ଦୁଃଖ କଷ୍ଟ ଆଦି କୁ ଦେଖି କେବେ ଭାଙ୍ଗତି ନାହିଁ ବରଂ ସେ ତାର ସମ୍ମୁଖୀନ କରିଥାନ୍ତି। ଯଦି ଏମାନେ କୋଣସି ସମ୍ପର୍କରେ ଥାଆନ୍ତି ତେବେ ସେ ତାଙ୍କୁ ବହୁର ସମ୍ମାନ,ଭଲ ପାଇବା ଦେଇ ଥାଆନ୍ତି। ତାଙ୍କ ପ୍ରେମୀଙ୍କ ଠାରୁ ଅଧିକ ଗୁରୁତ୍ୱ କିଛି ନ ଥାଏ ।ଏମାନେ ନିଜ ସାଥି ର ହାତ କେବେ ଛାଡି ନ ଥାଆନ୍ତି। ସେଥିପାଇଁ ଏମାନଙ୍କୁ ଚିପକୁ ମଧ୍ୟ କୁହାଯାଏ।

୪- ଚତୁର୍ଥ ରାଶି ହେଉଛି କୁମ୍ଭ ରାଶି। ଏହି ରାଶି ର ବ୍ୟକ୍ତି ମାନେ ଯଦି ଥରେ କାହା ସହ ନିଜ ଯୋଡି ବନେଇ ଦେଇ ଥାନ୍ତି ତେବେ ସେ ସାରା ଜୀବନ ଏକାଠି ହୋଇ ରୁହନ୍ତି।ଏମାନେ ନିଜ ସାଥି ବିନା କେବେ ବି ରହି ପାରନ୍ତି ନାହିଁ।ଏମାନେ ଯାହା ସହ ଭାଵନାତ୍ମକ ରୂପରେ ଯୋଡି ହୋଇ ଥାନ୍ତି ସେମାନଙ୍କ ସହ ସବୁବେଳେ ସଚ୍ଚୋଟ ହୋଇ ରୁହନ୍ତି ।

୫- ପଞ୍ଚମ ରାଶି ହେଉଛି ମୀନ ରାଶି। ଏହି ରାଶି ର ବ୍ୟକ୍ତି ମାନେ ଯେତିକି ନିଜ ସାଥି କୁ ଭଲ ପାଇଁ ଥାଆନ୍ତି ସେତେ ଆଉ କେହି ବି ପାଇ ପାରିବେ ନାହିଁ।ଏମାନେ ନିଜ ସାଥି ବିନା ରହିବା ପାରିବେ ନାହିଁ।ଓ ନିଜ ସାଥୀ ଖୁବ ଭଲରେ ଯତ୍ନ ମଧ୍ୟ ନିଅନ୍ତି। ଏବଂ ସବୁ କ୍ଷେତ୍ରରେ ସେ ନିଜ ସାଥି କୁ ହିଁ ଖୋଜିଥାନ୍ତି। ଏବଂ ବହୁତ ଭଲ ମଧ୍ୟ ପାଇଁ ଥାନ୍ତି।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *