ଦେଖନ୍ତୁ ହିରୋଇନ Prakruti Mishra ଙ୍କ ନୂଆ ଘର ପ୍ରତିଷ୍ଠା ! ଯୋଗଦାନ ଦେଲେ ଏହି ସବୁ ସିଙ୍ଗର ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଯେଉଁ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପ୍ରକୃତି ମିଶ୍ର ।

ଆପଣ ମାନେ ସମସ୍ତେ ପ୍ରକୃତିଙ୍କୁ ଅନେକ ଓଡିଆ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ପ୍ରକୃତିଙ୍କ ଜବରଦସ୍ତ ଅଭିନୟ ଓ ତାଙ୍କ ସୁନ୍ଦରତାକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ତେବେ ବନ୍ଧୁଗଣ ପ୍ରକୃତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ସହ ହିନ୍ଦୀ ରିଆଲିଟି ସୋରେ ମଧ୍ୟ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ପ୍ରକୃତି ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ଆସିବା ଦିନରୁ ପ୍ରକୃତି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଫଟୋ ଓ ଭିଡିଓ ସେୟାର କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଏ । ବନ୍ଧୁଗଣ ପ୍ରକୃତି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ପ୍ରକୃତିଙ୍କୁ କେବଳ ଓଡିଶାରେ ନୁହେଁ ସଂପୂର୍ଣ୍ଣ ଭାରତରେ ଲୋକମାନେ ଜାଣିଛନ୍ତି କାରଣ ସେ ଅନେକ ହିନ୍ଦୀ ରିଆଲିଟି ସୋରେ ଭାଗ ନେଇ ଦର୍ଶକଙ୍କ ମନ ଜିତି ଛନ୍ତି ।

ବନ୍ଧୁଗଣ ଗତ କିଛି ସମୟ ହେବ ପ୍ରକୃତିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ପ୍ରକୃତିଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଖୁସିର ଭିଡିଓ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ ।

ବନ୍ଧୁଗଣ ପ୍ରକୃତିଙ୍କର ନୂଆ ଘର ପ୍ରତିଷ୍ଠା ହୋଇଛି ଓ ଏହି ନୂଆ ଘର ପ୍ରତିଷ୍ଠାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘର ପ୍ରତିଷ୍ଠାରେ ପୂଜା, ସଙ୍ଗୀତ କାର୍ଯ୍ୟକ୍ରମ ଆଦି ହୋଇଛି ଯାହା ଭିଡିଓରେ ନଜର ଆସୁଛି । ପ୍ରକୃତିଙ୍କ ଘର ପ୍ରତିଷ୍ଠାରେ କେତେକ କଳାକାର ଓ ତାଙ୍କ ପାରିବାର ଲୋକଙ୍କ ସହ ତାଙ୍କ ବନ୍ଧୁ ମାନେ ବି ଉପସ୍ଥିତ ଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *