ପ୍ରକୃତିଙ୍କ ମଥାରେ ଲାଗିଲା ସିନ୍ଦୂର, 8 ଥର ହେଲେ ବାହା, କହିଲେ, ‘ମତେ ବାହା ହେଇ ବଢିଆ ଲାଗୁଛି, ମୋର ଜୀବନର ସବୁ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର କିଛି ଦିନ ତଳେ ବେସ ଚର୍ଚ୍ଚାରେ ଥିଲେ । ବାବୁସାନ-ତୃପ୍ତି ଏବଂ ପ୍ରକୃତି ଙ୍କୁ ନେଇ ଉଠିଥିଲା ବିବାଦ । ଏହି ବିବାଦ ଏଭଳି ଭାବରେ ଲାଗି ରହିଥିଲା ଯେ ବାବୁସାନ ଏବଂ ତୃପ୍ତି ଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ତେବେ ବର୍ତ୍ତମାନ ସବୁକିଛି ସଠିକ ଚାଲିଥିବାର ନଜର ଆସିଛି । ବାବୁସାନ ନିଜ କ୍ୟାରିୟର କୁ ନେଇ ବ୍ୟସ୍ତ ଥିବା ବେଳେ ପ୍ରକୃତି ମଧ୍ୟ ବିବାଦରୁ ବାହାରି ନିଜ କ୍ୟାରିୟର ଉପରେ ଫୋକସ କରିଥିବାର ନଜର ଆସିଛନ୍ତି ।

ପ୍ରକୃତି ମିଶ୍ରଙ୍କର କଫି ଶୋପ ନାମକ ଏକ ଚଳଚିତ୍ରର ସୁ-ଟି-ଙ୍ଗ ଚାଲିଥିବାର ଦୃଶ୍ୟ ସୋ-ସି-ଆ-ଲ ମି-ଡି-ଆରେ ବେସ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଚଳଚିତ୍ର ରେ ବିବାହ ବେଦୀର ଏକ ସିନ ରହିଛି । ଏହାକୁ ନେଇ ପ୍ରକୃତି କହିଛନ୍ତି ଯେ ଭଲ ଲାଗୁଛି ତାଙ୍କୁ ମିଛି ମିଛିକା ବିବାହ କରି, ସତ ବାହାଘରକୁ ବର୍ତ୍ତମାନ ବହୁତ ସମୟ ଅଛି ସେଥିଲାଗି ସେ ମିଛରେ ବିବାହ କରି ଖୁସି ହୋଇଯାଉଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ଭବିଷ୍ୟତରେ ସେ ବିବାହ କରିବେ କି କରିବେନି ତାହା ବର୍ତମାନ ନିର୍ଦ୍ଧାରିତ ନୁହେଁ । ୮ ଥର ସେ ଅନସ୍କ୍ରିନ ବିବାହ କରିଛନ୍ତି ବୋଲି କହିଛନ୍ତି । ଏହା ସହିତ ପ୍ରକୃତି କହିଛନ୍ତି ଯେ ଯେତେବେଳେ ବାହାଘର ସିନ ଆସେ ସେତେବେଳେ ସେ ଚିନ୍ତିତ ହୋଇଯାଇଥାନ୍ତି । କାରଣ ବହୁତ ଭାରି ଲେହେଙ୍ଗା ସାଙ୍ଗକୁ ହେବି ମେକଅପ, ତଥା ଗହଣା ସାଙ୍ଗକୁ ଅନେକ ସମୟ ଧରି ସୁ-ଟି-ଙ୍ଗ ଚାଲିଥାଏ ।

ପ୍ରକୃତ ବିବାହ ଦୁଇ ରୁ ତିନି ଘଣ୍ଟା ମଧ୍ୟରେ ଶେଷ ହୋଇଯାଇଥାଏ କିନ୍ତୁ ସୁ-ଟି-ଙ୍ଗରେ ଦିନ ଦିନ ସାରା ତଥା ରାତି ରାତି ସାରା ବସିବାକୁ ପଡିଥାଏ । ମାତ୍ର ସତ ବାହାଘରକୁ ବହୁତ ସମୟ ଲାଗିବ ତେଣୁ ଚଳଚିତ୍ରରେ ଯଦି ମିଛ ବାହାଘର ହେଉଛି ସେଥିରେ ଅଭିନୟ କରି ସେ ଟିକିଏ ଖୁସି ହେଇଯାଉଛନ୍ତି ବୋଲି କହିଛନ୍ତି ।

ଅନସ୍କ୍ରିନ ରେ ଅଲଗା ଅଲଗା ଲେହେଙ୍ଗା ସାଙ୍ଗକୁ ଅଲଗା ଅଲଗା ଲୁକ ନିଆରା ଅଟେ ବୋଲି ପ୍ରକୃତି କହିଥିଲେ । ଇଣ୍ଡିଆନ ଲୁକ ତାଙ୍କୁ ବହୁତ ପସନ୍ଦ ବୋଲି କହିଥିଲେ ତାହା ଶାଢୀ ହେଉ କି ଲେହେଙ୍ଗା ହେଉ, ଏହି ସିନେମାରେ ସମସ୍ତେ ବହୁତ ମସ୍ତି କରି କାମ କରୁଛନ୍ତି । ଯେତେବେଳେ ଫିଲ୍ମ ର ପୋଷ୍ଟର ଆସିବ ତଥା ଟ୍ରେଲର ଆସିବ ତାହାର ରେଶପନ୍ସ ପରେ ହିଁ ଆହୁରି ଉତ୍କଣ୍ଠା ବଢିଯିବ ବୋଲି କହିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *