‘ଅନେକ କାରଣ ପାଇଁ ମହିଳା ମାନେ ଏମିତି କରନ୍ତି, ୫ ଶହ କି ହଜାର ମିଳିଲେ ସେମାନେ ଭାବନ୍ତି ଆଉ ୧୦ ଜଣଙ୍କ ସହ ଶୋଇଲେ…’

ବନ୍ଧୁଗଣ, ଆଜିଭଳି ଦିନରେ ସମାଜସେବୀ ହେଲେ ମଧ୍ୟ ସେମାନେ ବେ-ଶୟାବୃତି କରୁଛନ୍ତି । ଏହାକୁ ନେଇ ଆଇନଜୀବୀ କହିଛନ୍ତି ଯେ ବେ-ଶୟା କାମ କରିବା ପଛରେ ବହୁତ ମହିଳା ମାନଙ୍କର ନିଜସ୍ଵ କିଛି ଅସୁବିଧା ରହିଥାଏ । ଯେଉଁଥିପାଇଁ ତାଙ୍କୁ ସମାଜରେ ବାଧ୍ୟ ହୋଇ ତଥା ନିରୂପାୟ ହୋଇ ବେ-ଶୟାବୃତି ପଥ କୁ ଆପଣାଇ ନେଉଛନ୍ତି । କାରଣ ବଞ୍ଚିବା ପାଇଁ ତଥା ଦୁଇମୁଠା ଖାଇବା ପାଇଁ କିଛି ଦରକାର । ଆଉ ସେମାନେ ଚାକିରୀ କରିପାରିବେ ନାହିଁ ।

ସେମାନେ ପାଠ ସେତିକି ମାତ୍ରାରେ ପଢୀ ନାହାଁନ୍ତି ଯେ ସେମାନେ ଗୋଟିଏ ଜାଗାରେ ବସିପାରିବେ ତଥା ୧୦ ଲୋକ ସହିତ ଚଳିପାରିବେ ତଥା ସେଲ୍ଫ ଇଣ୍ଡିପେଣ୍ଡେଟ ହେଇ ପାରିବେ । ଆଜିକାଲିକା ସମାଜରେ ଏହିଭଳି ନାରୀ ଯେତେବେଳେ ଆସନ୍ତି ତଥା ଅସହାୟ, ଅନାଚାର ଭିତରେ ବୁଡି ରହିଥାଏ ଗୋଟିଏ ନାରୀ, ତାହାର ଫାଇଦା ଆମ ଶୋଷାଇଟିର କିଛି ଧନୀ ଲୋକମାନେ ଉଠାନ୍ତି ।

ଆଉ ସେହି ଧନୀଲୋକ ମାନଙ୍କର ଶିକାର ଯେତେବେଳେ ସେହି ଲେଡିସ ମାନେ ହୁଅନ୍ତି, ସେମାନେ ସେତେବେଳେ ନିଜକୁ ସେହି ଭିତରେ ଆପଣାଇ ନିଅନ୍ତି ଯେ ଭଲହେଲା ମୋ ସହିତ ଶୋଇ ସେ ଯଦି ୫୦୦ ରୁ ୧୦୦୦ ଟଙ୍କା ଦେଲା ତେବେ ମୁଁ ଆଉ ୧୦ ଟି ଲୋକ ସହିତ ଶୋଇବି । ତାଙ୍କର ପଇସା ଦରକାର ଏଣୁ ସେମାନେ ଆଉ ନିଜ ଶରୀରକୁ ଦେଖନ୍ତି ନାହିଁ ।

ଯେଉଁଥିପାଇଁ ସେମାନେ ବେ-ଶୟାଗିରି ପ୍ରଥା କୁ ଆପଣାଇ ନିଅନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଯେଉଁ ଝିଅମାନେ ନିଜକୁ ଅସହାୟ ମନେ କରୁଛନ୍ତି କି ଆମେ ଅସହାୟ ହେଇ ଯାଉଛୁ ବୋଲି ଆମେ ବେ-ଶୟାଗିରି କରୁଛେ ମାତ୍ର ବର୍ତ୍ତମାନ ସରକାର ତରଫରୁ ବହୁତ ସ୍କୋପ ମିଳିଲାଣି ତଥା ବହୁତ ସ୍କିମ ମିଳିଲାଣି ।

ଗୋଟିଏ ଛୋଟ ପାନ ଦୋକାନ ଦେଇପାରିବେ ତଥା ଛୋଟ ଚା’ ଦୋକାନଟିଏ ଦେଇ ନିଜର ଗୁଜୁରାଣ ମେଣ୍ଟାଇ ପାରିବେ । ମାତ୍ର ସେହି ପାନ ଚା’ ଦୋକାନ ଦେବା ପାଇଁ ମଧ୍ୟ ପଇସା ଦରକାର ! ତାହା ମଧ୍ୟ ସରକାର ତରଫରୁ ତଥା ବ୍ୟାଙ୍କ ତରଫରୁ ତଥା ବହୁତ ସୋସିଆଲ ଅର୍ଗାନାଇଜସନ ଅଛି, ଯାହା ସେହି ଜାଗାକୁ ଗଲେ କିଏ ନା କିଏ ୫୦୦ ରୁ ୧୦୦୦ ଦେଇପାରିବେ ।

ଆପଣ ସେହି ଜାଗାରେ ନିଜର ସ୍ଵାଭିମାନ ସହିତ ବଞ୍ଚିପାରିବେ । ତେବେ ଏହିଭଳି କିଛି ମନ୍ତବ୍ୟ ଦେଇଛନ୍ତି ଆଇନଜୀବୀ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *