ଦେଖନ୍ତୁ ଲୋକପ୍ରିୟ କମେଡିଆନ Pragyan ଓ ସ୍ତ୍ରୀ Sunanda ଙ୍କ କଉଡି ଖେଳ ! ଭିଡିଓ ଦେଖିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ପ୍ରଜ୍ଞାନ ଖଟୁଆଙ୍କୁ ବେସ ଭଲ ଭାବରେ ଜାଣିଥିବେ । ପ୍ରଜ୍ଞାନ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଗତ କିଛି ସମୟ ହେବ ପ୍ରଜ୍ଞାନ କିଛି ଅଲଗା କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଲେ ଖୁସି ହେବେ ଯେ, ପ୍ରଜ୍ଞାନ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ତାଙ୍କର ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ବିବାହ ସମୟରେ ପ୍ରଜ୍ଞାନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କଉଡି ଖେଳ ହୋଇଥିଲା । ଆଜି ଆମେ ଆପଣ ମାନଙ୍କୁ ପ୍ରଜ୍ଞାନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା କଉଡି ଖେଳ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖି ବହୁତ ଏଞ୍ଜୋଏ କରିବେ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ପ୍ରଜ୍ଞାନଙ୍କ ସ୍ତ୍ରୀଙ୍କ ନାମ ହେଉଛି ସୁନନ୍ଦା । ପ୍ରଜ୍ଞାନ ଓ ସୁନନ୍ଦା ପ୍ରଥମେ ପରସ୍ପରକୁ ପ୍ରେମ କରିଥିଲେ ଏବଂ ଅନେକ ଦିନ ଲଭ ରିଲେସନରେ ରହିବା ପରେ ସେମାନେ ବିବାହ କରିଛନ୍ତି । ତେବେ ଭାଇରାଲ ହେଉଥିବା ଭିଡିଓରେ ପ୍ରଜ୍ଞାନ ଓ ତାଙ୍କ ପତ୍ନୀ ସୁନନ୍ଦା କଉଡି ଖେଳ ଖେଳୁଥିବାର ନଜର ଆସୁଛନ୍ତି ।

ବନ୍ଧୁଗଣ କଉଡି ଖେଳ ହେଉଛି ଆମ ଓଡିଆ ଧର୍ମର ଏକ ପ୍ରମୁଖ ଖେଳ ଯାହା ବିବାହ ସମୟରେ ପତି ପତ୍ନୀ ମଧ୍ୟ ମଧ୍ୟରେ ଖେଳା ଯାଇଥାଏ । ଏହି ଭିଡିଓରେ ସୁନନ୍ଦା କଉଡି ପକାଉଛନ୍ତି ଓ ପ୍ରଜ୍ଞାନ ତାଙ୍କ ହାତକୁ ବାରମ୍ବାର କଉଡି ଦେଉଛନ୍ତି । ଏହା ପରେ ପ୍ରଜ୍ଞାନ ନିଜ ହାତ ପାପୁଲିରେ କଉଡି ଚାପୁଡି ଧରୁଛନ୍ତି ଓ ସୁନନ୍ଦା ପ୍ରଜ୍ଞାନଙ୍କ ହାତ ଫିଟାଇ ଦେଉଛନ୍ତି ।

ସୁନନ୍ଦା ନିଜ ଦୁଇ ହାତ ପାପୁଲିରେ କଉଡି ଧରୁ ଛନ୍ତି ଓ ସେତେବେଳେ ସମସ୍ତେ କହୁଛନ୍ତି ପ୍ରଜ୍ଞାନଙ୍କୁ ଗୋଟିଏ ହାତରେ କଉଡି କାଢିବାକୁ ପଡିବ । ବନ୍ଧୁଗଣ ପ୍ରଜ୍ଞାନ ମଧ୍ୟ ଗୋଟିଏ ହାତରେ ନିଜ ସ୍ତ୍ରୀଙ୍କୁ ହାତରୁ କଉଡି ଫିଟାଇ ଦେଉଛନ୍ତି । ଏହି ଭିଡିଓଟିକୁ ପ୍ରଜ୍ଞାନଙ୍କ ଫ୍ୟାନ୍ସ ମାନେ ବହୁତ ପସନ୍ଦ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *