ମଦ ପିଇ ରାସ୍ତା ଉପରେ ଯୁବତୀଙ୍କ ତମୂଳ କାଣ୍ଡ, ଭିଡିଓ ଦେଖିଲେ ଆପଣ ବି ହେଇଯିବେ ଆବାକ ! ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଓ ଖବର ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ ଏହି ସବୁ ଘଟଣା ଓ ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଯେକୌଣସି ସ୍ଥାନରେ ରହି ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ତେବେ ଏହି ଭିଡିଓଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଝିଅ ଅଜବ ହରକତ କରୁଥିବାର ନଜର ଆସୁଛନ୍ତି । କେତେବେଳେ ସେ ବନ୍ଦ ଥିବା ଦୋକାନ ସଟରକୁ ହାତରେ ମାରୁଛନ୍ତି ତ କେତେବେଳେ ସେ ଗାଳି ଦେଉଛନ୍ତି । ଝିଅର ଏହି ସବୁ ହରକତକୁ ଦେଖିବା ପାଇଁ ରାସ୍ତାରେ ଭିଡ ଜମିଛି । ତେବେ ବନ୍ଧୁଗଣ ଝିଅଟି ଅତ୍ୟଧିକ ମାତ୍ରାରେ ମଦ୍ୟପାନ କରି ପୁରା ଚୁର ଥିବା ବେଳେ ଏଭଳି କିଛି ଘଟିଥିଲା ।

ଝିଅର ଅଜବ ହରକତକୁ ଦେଖି ସ୍ଥାନୀୟ ଲୋକ ମାନେ କହୁଛନ୍ତି ଝିଅଟି ବୋଧେ ମଦ୍ୟପାନ କରିଛି ସେହି ସମୟରେ ଝିଅଟି କହୁଛି କାହା ବୋପା ପଇସାରେ ମଦ ପିଉନି । ଝିଅଟି ମଦ୍ୟପାନ କରି କିଛି ବୁଝିପାରୁ ନାହିଁ ଝିଅର କେହି ଜଣେ ବନ୍ଧୁ ତାକୁ ସେହି ସ୍ଥାନରୁ ନେବା ପାଇଁ ଚେଷ୍ଟା କରୁଛି ହେଲେ ଝିଅଟି ତାକୁ ମଧ୍ୟ ପେଲା ଠେଲା କରୁଛନ୍ତି ଓ ଲୋକମାନଙ୍କୁ କହୁଛନ୍ତି ଆହୁରି ଗଦା ହୁଅ ।

ତେବେ କିଛି ସମୟ ମଧ୍ୟରେ ସେହି ସ୍ଥାନକୁ ପୋଲିସ ଆସିଯାଉଛନ୍ତି ଓ ଝିଅକୁ ବୁଝେଇବା ପାଇଁ ଚେଷ୍ଟା କରୁଛନ୍ତି । ପ୍ରଥମେ ଝିଅଟି ପୋଲିସ କର୍ମୀ ମାନଙ୍କୁ ବଡ ପାଟିରେ କଥା କହୁଥିବାର ନଜର ଆସୁଛି ଓ ତା ପରେ କାନ୍ଦି କାନ୍ଦି ହାତ ଯୋଡୁଛି । ଏହା ପରେ ପୋଲିସ ଝିଅକୁ ଗାଡିରେ ବସେଇ ନେବା ବେଳେ ଝିଅଟି ଲୋକ ମାନଙ୍କ କଥା ଶୁଣି ପୁଣି ବାହାରକୁ ଆସି ରୋଲ କାଢୁଛି । ତେବେ ବନ୍ଧୁଗଣ ଏହି ଘଟଣାଟି ପୁରୀ ସମୁଦ୍ର ବେଳାଭୂମିରେ ଘଟିଥିବାର ଜଣା ପଡିଛି ।

Leave a Reply

Your email address will not be published. Required fields are marked *