ଦେଖନ୍ତୁ କମେଡିଆନ Pragyan ଙ୍କ ବାହାଘରର ବନ୍ଦାଣ ସମୟ ! ଦେଖନ୍ତୁ Pragyan ଙ୍କୁ କଣ କଣ Gift ମିଳିଲା ? ଦେଖନ୍ତୁ ବନ୍ଦାଣର ଫୁଲ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ପ୍ରଜ୍ଞାନ ଖଟୁଆଙ୍କୁ ବେସ ଭଲ ଭାବରେ ଜାଣିଥିବେ । ପ୍ରଜ୍ଞାନ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ପ୍ରଜ୍ଞାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ପ୍ରଜ୍ଞାନ ଅନେକ ଦିଗଜ ଅଭିନେତା ମାନଙ୍କ ସହ କାମ କରିଛନ୍ତି ।


ହେଲେ ବନ୍ଧୁଗଣ ଗତ କିଛି ଦିନ ହେବ ପ୍ରଜ୍ଞାନ କିଛି ଅଲଗା କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଲେ ଖୁସି ହେବେ ଯେ, ପ୍ରଜ୍ଞାନ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ତାଙ୍କର ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ବିବାହ ପୂର୍ବରୁ ହଳଦୀ ରସମ ଓ ବିବାହ ସମୟର କଉଡି ଖେଳ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ହେଲେ ଆଜି ଆମେ ଆପଣ ମାନଙ୍କୁ ପ୍ରଜ୍ଞାନଙ୍କ ବନ୍ଦଣା ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆମ ଓଡିଆ ଧର୍ମରେ ବିବାହ ସମୟରେ ସ୍ତ୍ରୀ ଲୋକ ମାନେ ବର ବୋହୁଙ୍କ ପାଖକୁ ଆସି ଗିଫ୍ଟ ଦେଇଥାନ୍ତି । ତେବେ ପ୍ରଜ୍ଞାନଙ୍କ ବନ୍ଦଣାରେ କଣ ସବୁ ଗିଫ୍ଟ ମିଳିଛି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ପ୍ରଜ୍ଞାନଙ୍କ ବନ୍ଦଣା ଭିଡିଓ ବିଷୟରେ ।

ଏହି ଭିଡିଓରେ ପ୍ରଥମେ ଜଣେ ସ୍ତ୍ରୀ ଲୋକ ଆସି ପ୍ରଜ୍ଞାନ ଓ ତାଙ୍କ ପତ୍ନୀଙ୍କ ଆଗରେ ଦୀପ ଥାଳି ଆଣି ଦୁଇ ହଜାର ଟଙ୍କା ଭେଟି ଦେଇଛନ୍ତି  । ବନ୍ଧୁଗଣ ଏହା ପରେ ଅନ୍ୟ ମହିଳା ମାନେ ଆସି ମଧ୍ୟ ବର କନ୍ୟାଙ୍କୁ ଭେଟି ଦେଉଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ପ୍ରଜ୍ଞାନଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏହି ଭିଡିଓଟିକୁ ବେସ ଅଧିକ ପସନ୍ଦ କରିଛନ୍ତି ।

ବନ୍ଧୁଗଣ ପ୍ରଜ୍ଞାନଙ୍କ ସ୍ତ୍ରୀଙ୍କ ନାମ ହେଉଛି ସୁନନ୍ଦା । ପ୍ରଜ୍ଞାନ ଓ ସୁନନ୍ଦା ପ୍ରଥମେ ପରସ୍ପରକୁ ପ୍ରେମ କରିଥିଲେ ଏବଂ ଅନେକ ଦିନ ଲଭ ରିଲେସନରେ ରହିବା ପରେ ସେମାନେ ବିବାହ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ପ୍ରଜ୍ଞାନଙ୍କ ବନ୍ଦଣା ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *