ଦେଖନ୍ତୁ କମେଡିଆନ Pragyan ଙ୍କ Reception ରେ ଆସିଲେ କେଉଁ ସବୁ ହିରୋ ହିରୋଇନ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ପ୍ରଜ୍ଞାନ ଖଟୁଆଙ୍କୁ ବେସ ଭଲ ଭାବରେ ଜାଣିଥିବେ । ପ୍ରଜ୍ଞାନ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ପ୍ରଜ୍ଞାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ପ୍ରଜ୍ଞାନ ଅନେକ ଦିଗଜ ଅଭିନେତା ମାନଙ୍କ ସହ କାମ କରିଛନ୍ତି । ହେଲେ ବନ୍ଧୁଗଣ ଗତ କିଛି ଦିନ ହେବ ପ୍ରଜ୍ଞାନ କିଛି ଅଲଗା କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଲେ ଖୁସି ହେବେ ଯେ, ପ୍ରଜ୍ଞାନ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ପ୍ରଜ୍ଞାନ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ବିବାହ କରିଛନ୍ତି ଯାହାଙ୍କର ନାମ ହେଉଛି ଶୋନୁ ସୁନନ୍ଦା ।

ତା ହେଲେ ଶୋନୁ ସୁନନ୍ଦା ହେଉଛନ୍ତି ଜଣେ ଓଡିଆ ଅଭିନେତ୍ରୀ । ଅଭିନେତ୍ରୀ ଶୋନୁ ସୁନନ୍ଦା ବିବାହ ପରେ ବର୍ତ୍ତମାନ ପ୍ରଜ୍ଞାନଙ୍କ ଘରେ ରହୁଛନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ, ଜାନୁୟାରୀ ୨୫ ତାରିଖ ଦିନ ଶୋନୁ ସୁନନ୍ଦା ଓ ପ୍ରଜ୍ଞାନଙ୍କ ବିବାହ ହୋଇଥିଲା । ଦୁହେଁ ପରସ୍ପରକୁ ଶୁଟିଙ୍ଗ ସେଟରେ ହିଁ ଭଲ ପାଇ ବସିଥିଲେ । ଏହି ଦୁଇଜଣ ପରସ୍ପରକୁ ଦୀର୍ଘ ଦୁଇ ବର୍ଷ ଧରି ଭଲ ପାଉଥିଲେ ଓ ଏବେ ବିବାହ କଲେ ।

ପ୍ରଜ୍ଞାଙ୍କର ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ବିବାହ ପୂର୍ବରୁ ହଳଦୀ ରସମ ଓ ବିବାହ ସମୟର କଉଡି ଖେଳ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଏବେ ପ୍ରଜ୍ଞାନଙ୍କ ରିସେପ୍ସନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଗତ କାଲି ପ୍ରଜ୍ଞାନ ଓ ଶୋନୁ ସୁନନ୍ଦାଙ୍କ ରିସେପ୍ସନ ପାର୍ଟି ଥିଲା । ଏହି ରିସେପ୍ସନରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଦିଗଜ କଳାକାର ମାନେ ଯୋଗ ଦେଇଥିଲେ ।

ଏହା ସହିତ ପ୍ରଜ୍ଞାନ ଓ ଶୋନୁ ସୁନନ୍ଦାଙ୍କ ପରିବାର ଲୋକ ଏବଂ ସାଙ୍ଗ ମାନେ ମଧ୍ୟ ରିସେପ୍ସନରେ ଉପସ୍ଥିତ ଥିଲେ । ପ୍ରଜ୍ଞାନ ଓ ସୁନନ୍ଦାଙ୍କ ରିସେପ୍ସନ ଭିଡିଓଟି ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛି । ପ୍ରଜ୍ଞାନଙ୍କ ଫ୍ୟାନ୍ସ ମାନେ ଏହି ଭିଡିଓ ଦେଖି ବହୁତ ଖୁସି ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ପ୍ରଜ୍ଞାନ ଓ ସୁନନ୍ଦାଙ୍କ ରିସେପ୍ସନ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *