ଦେଖନ୍ତୁ ଓଡିଆ କମେଡିଆନ Pragyan Khatua ଙ୍କ ହଳଦୀ ଓ ବାଡୁଅ ପାଣି ଗାଧୁଆ, ଦେଖନ୍ତୁ ଫୁଲ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ପ୍ରଜ୍ଞାନ ଖଟୁଆଙ୍କୁ ବେସ ଭଲ ଭାବରେ ଜାଣିଥିବେ । ପ୍ରଜ୍ଞାନ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଗତ କିଛି ସମୟ ହେବ ପ୍ରଜ୍ଞାନ କିଛି ଅଲଗା କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଲେ ଖୁସି ହେବେ ଯେ, ପ୍ରଜ୍ଞାନ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ତାଙ୍କର ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବିବାହ ପୂର୍ବରୁ ତାଙ୍କର ହଳଦୀ ରସମ ହୋଇଥିଲା ଯାହାର ଭିଡିଓ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ପ୍ରଜ୍ଞାନଙ୍କ ହଳଦୀ ରସମ ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ପ୍ରଜ୍ଞାନଙ୍କର ଜବରଦସ୍ତ କମେଡି ନିଶ୍ଚୟ ଦେଖିଥିବେ । ଲୋକମାନେ ତାଙ୍କ ଅଭିନୟକୁ ଦେଖିବା ପାଇଁ ବେସ ଅଧିକ ପସନ୍ଦ କରନ୍ତି ।

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ଦିଗଜ ଅଭିନେତା ମାନଙ୍କ ସହ ସେ କାମ କରିଛନ୍ତି । ପ୍ରଜ୍ଞାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ପ୍ରଜ୍ଞାନ ହେଉଛନ୍ତି ଜଣେ ଆଗ ଧାଡିର ଅଭିନେତା ସେ ନିଜ ଅଭିନୟ ପାଇଁ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।

https://www.youtube.com/watch?v=Fsd-xUl6SKU

ତେବେ ଗତ କିଛି ଦିନ ତଳେ ଏକ ଖବର ଆସିଥିଲା ଯେ ପ୍ରଜ୍ଞାନଙ୍କର ନିର୍ବନ୍ଧ ହୋଇଛି । ପ୍ରଜ୍ଞାନ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ନିର୍ବନ୍ଧ କରିଥିବାର ଭିଡିଓ ସାମ୍ନାକୁ ଆସିଥିଲା ହେଲେ ଏବେ ପ୍ରଜ୍ଞାନଙ୍କ ହଳଦୀ ରସମ ଭିଡିଓଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ବନ୍ଧୁଗଣ ଏହି ଭିଡିଓରେ ପ୍ରଜ୍ଞାନଙ୍କ ପରିବାର ଲୋକ ତାଙ୍କ ଦେହରେ ହଳଦୀ ଲଗାଉ ଥିବାର ନଜର ଆସୁଛି ।

ତାଙ୍କ ଘରେ ହଳଦୀ ରସମ ହୋଇଥିଲା ଓ ପରିବାର ଲୋକଙ୍କ ସହ ତାଙ୍କ ସାଙ୍ଗ ମାନେ ମଧ୍ୟ ସେହି ସ୍ଥାନରେ ଉପସ୍ଥିତ ଥିଲେ । ତେବେ ବନ୍ଧୁଗଣ ପ୍ରଜ୍ଞାନଙ୍କର ବିବାହ ମଧ୍ୟ ଶେଷ ହୋଇସାରିଛି ଓ ବିବାହ ଭିଡିଓଟି ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତା ହେଲେ ଆପଣ ମାନଙ୍କୁ ପ୍ରଜ୍ଞାନଙ୍କ ହଳଦୀ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *