ଦୁନିଆର ଏମିତି 6 ଟି ଦେଶ ଯେଉଁଠି ରାତି ହୁଏ ନାହିଁ !

ନମସ୍କାର ବନ୍ଧୁଗଣ ତେବେ ଆମଦେଶରେ ସାମାନ୍ୟ ଭାବରେ ବାର ଘଣ୍ଟା ରାତି ଓ ବାର ଘଣ୍ଟା ଦିନ ହୋଇଥାଏ । ଆମେ ଆପଣଙ୍କୁ କହିବାକୁ ଚାହୁଞ୍ଚୁଯେ ଦୁନିଆରେ ଏମିତି ବହୁତ ଦେଶ ଅଛି ଯେଉଁଠି ରାତି ହୁଏନି । କୌଣସି ଦିନରେ ସୂର୍ଯ୍ୟ ଉଦୟ ହୁଅନ୍ତି ନାହିଁ । ଏହି ଜାଗାରେ ସୂର୍ଯ୍ୟ ଲୁଚକାଳି ଖେଳି ଥାଏ କି କେତେ ମାସ ବୀତି ଯାଏ । ଏହି ଦେଶ ମାନଙ୍କରେ  ଲୋକ ତାଙ୍କ ପ୍ରତିଦିନର ଜୀବନ କେମିତି ଜୀଉଁଥିବେ ଆପଣ ଏହାର ଅନୁମାନ ଲଗେଇ ପାରିବେ ।

କେବେ କେବେ ଆମେ ଭାବୁ କି ସୂର୍ଯ୍ୟ ଅସ୍ତ ନ ହୁଅନ୍ତା କି କିନ୍ତୁ ପ୍ରକୃତି ଉପରେ କାହାର କଣ୍ଟ୍ରୋଲ ନାହିଁ । ସେଥିପାଇଁ ଦୁନିଆରେ ପାଖା ପାଖି ୯୫ ପ୍ରତିଶତ ଦେଶରେ ସାଧାରଣତଃ ଦିନ ରାତି ହୁଏ । ସେହି ଭଳି ଅନ୍ୟ କିଛି ଦେଶରେ ଏହାର ବିପରିତରେ ଦିନ ରାତି ହୁଏ । ଯଦି ଆପଣ ବୁଲିବା ପ୍ରିୟା ଅଟନ୍ତି ଗୋଟେ ଥର ଆପଣଙ୍କୁ ଏମିତି ଜାଗାକୁ ଯିବା ଉଚିତ । ବିଶ୍ଵାସ କରନ୍ତୁ ଏମିତି ସଫର ଜୀବନସାରା ସ୍ମୃତି ହୋଇ ରହିବା । ଏମିତି ଦୁନିଆରେ ବହୁତ ଆଶ୍ଚର୍ଯ୍ୟ କର ଜିନିଷ ଅଛି କିନ୍ତୁ  ଏମିତି ଦେଶ ଅଛି ଯେଉଁଠି ରାତି ହୁଏନି ଏହା କୌଣସି ଆଶ୍ଚର୍ଜ୍ୟାକର ଜିନିଷଠୁ କମ ନୁହେଁ ।

ତେବେ ଏମିତି ବହୁତ ଦେଶ ଅଛି ଯେଉଁଠି ବହୁତ ଦିନ ପର୍ଯ୍ୟନ୍ତ ଦିନ ରୁହେ ପୁଣି ବହୁତ ଦିନ ପର୍ଯ୍ୟନ୍ତ ରାତି ହୋଇଯାଏ । ମାନେ ଏହି ଜାଗା ସାଧାରଣତଃ ଦିନରାତିରୁ ଅଲଗା ଥାଏ । ଯଦି ଆପଣ ଭାବୁଥିବେ ଏମିତି ଜାଗାରେ ଲୋକ ରହୁନଥିବେ ତାହେଲେ ଆପଣଙ୍କ ଭାବିବା ଭୁଲ ଅଟେ । କାରଣ ଏହି ଜାଗା ଉପରେ ବହୁତ ସହର ରହିଛି, ଏଠି ଦିନରାତି ଅଲଗା ହେବା କାରଣରୁ ଏମାନଙ୍କର ପ୍ରତିଦିନର ଜୀବନ ଟିକେ ଅଲଗା ଥାଏ । ଆସନ୍ତୁ ଜାଣିବା କେଉଁ ଦେଶରେ ରାତି ହୁଏନାହିଁ ।

୧- ପ୍ରଥମ ରେ ହେଉଛନ୍ତି ଆଲାସ୍କା । ଏହି ଆଇସ ଲ୍ୟାଣ୍ଡ କେବେ ରୁଷର ଭାଗ ଥିଲା । କିନ୍ତୁ ଆମେରିକା ରୁଷ ଠାରୁ ୟାକୁ କିଣିନେଇଥିଲେ । ସେବେଠୁ ଏହା ଆମେରିକାର ଭାଗ ଅଟେ । ଏଠାରେ କେତେ ଜାଗାରେ ମେ ରୁ ଜୁଲାଇ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଏଠାରେ କିଛି ସମୟ ପାଇଁ ରାତି ହୁଏ ନାହିଁ । ଏହା ରାତିର ୧୨:୩୦ ରେ ସୂର୍ଯ୍ୟ ଅସ୍ତ ହୁଏ । ୫୧ ମିନିଟ ପରେ ସୂର୍ଯ୍ୟ ଉଦୟବି ହୋଇଯାଏ ।

୨- ଦ୍ୱିତୀୟ ରେ ହେଉଛି କାନାଡା । ସବୁଦେଶରୁ କାନାଡା ବଡ ଦେଶ ଅଟେ । କାନାଡାର କେତୋଟି ଜାଗାରେ ଦିନ ରାତିର ବିଚିତ୍ର ଚକ୍ର ଦେଖିବାକୁ ମିଳେ । ଏହିଦେଶ କିଛି ସମୟ ପର୍ଯ୍ୟନ୍ତ ବରଫରେ ଢାଙ୍କି ହୋଇ ରହେ । କିନ୍ତୁ ଏହାର ଉତ୍ତର ପଶ୍ଚିମ ଏରିଆରେ ବର୍ଷରେ ଗରମ ଦିନରେ ଏଠାରେ ୫୦ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଏନି । ଏଠାରେ ଲଗାତାର ଦିନର ଉଜ୍ଜ୍ଳାଲା ରହିଥାଏ ।

୩- ତୃତୀୟ ରେ ଫିନଲ୍ୟାଣ୍ଡ । ହଜାର ଝିଲୋ ଓ ଆଇସ ଲ୍ୟାଣ୍ଡରେ ହୋଇଥିବା ସୁନ୍ଦର ଦେଶ ଅଟେ । ଗ୍ରୀଷ୍ମ ଋତୁରେ ପାଖା ପାଖି ୮୦ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଚୁପିକି ରୁହେନି ଓ ଏଠାରେ ଦିନ ସବୁବେଳେ ରହିଥାଏ । ଏହା ସହିତ ରାତିରେ ମଧ୍ୟ ସୂର୍ଯ୍ୟଙ୍କ କିରଣ ଦେଖାଦେଇଥାଏ । ବୁଲୁବା ସହୁତ ଗରମ ଛୁଟି ବିତେଇବା ପାଇଁ ବହୁତ ଭଲ ଜାଗା ଅଟେ ।

୪- ଚତୁର୍ଥ ରେ ହେଉଛି ଆଇସ ଲ୍ୟାଣ୍ଡ । ଏହା ଇଉରୋପର ଗ୍ରେଟ ବ୍ରିଟେନ ପରେ ଆଉ ଗୋଟେ ସବୁଠୁବାଦ ଆଇସ ଲ୍ୟାଣ୍ଡ ଅଟେ । କ୍ଷେତ୍ର ଫଳ ହିସାବରେ ଆଇସ ଲ୍ୟାଣ୍ଡ ଦୁନିଆର ସବୁଠୁ ୧୮ ତମ ବଡ ଦୀପ ଅଟେ । କୁହାଯାଏ କି ଏଠି ୧୦ ମେ ରୁ ନେଇ ଜୁଲାଇ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ପ୍ରକୃତିର ଏହି ଚିତ୍ରକୁ  ଦେଖିବା ପାଇଁ ବହୁତ ଲୋକ ଆସିଥାନ୍ତି ।


୫- ପଞ୍ଚମ ରେ ନରୱେ । ଏହାକୁ ମଧ୍ୟ ରାତ୍ରିର ଦେଶ ମଧ୍ୟ କୁହାଯାଏ । ଏହି ଦେଶ ଆଣ୍ଟ୍ରାକଟିକା ସର୍କଲ ମଧ୍ୟରେ ଆସିଥାଏ । ଏଠାରେ ଦିନ ରାତି ସାଧାରଣତଃ ଦିନ ରାତିଠୁ ଟିକେ ବିପରୀତ ହୋଇଥାଏ । ଏଠାରେ ମେ ରୁ ଜୁଲାଇ ୮୦ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଦେଖାଦିଅନ୍ତି ନାହିଁ । ଏହି କାରଣରୁ ନରୱେରେ  ମେ ଓ ଜୁଲାଇ ମାସରେ ରାତି ହୁଏନି ।

୬- ଷଷ୍ଠ ରେ ହେଉଛି ସ୍ଵୀଡେନ । ଏହି ଦେଶରେ ଭୌଗୋଳିକ କାରଣ ସ୍ଥିତି ଅଲଗା ହୋଇଥିବାରୁ ଏଠାରେ ବି ଦିନ ରାତିର ସମୟ ଅଲଗା ହୋଇଥାଏ । ଏଠାରେ କେତେକ ଜାଗାରେ ମେ ରୁ ଅଗଷ୍ଟ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ଯାନ୍ତି ନାହିଁ,  ଏଠାରେ ପ୍ରାୟ ସହେ ଦିନ ପର୍ଯ୍ୟନ୍ତ ରାତି ହୁଏ ନାହିଁ ।

Leave a Reply

Your email address will not be published. Required fields are marked *