ଲୋକପ୍ରିୟ କମେଡିଆନ Pragyan Khatua ଙ୍କ Reception ପାର୍ଟି ! ଦେଖନ୍ତୁ କିପରି ହୋଇଥିଲା ସାଜସଜ୍ଜା, ଆସିଥିଲେ କେଉଁ କେଉଁ ଅତିଥି ? ଦେଖନ୍ତୁ ଫୁଲ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବିଭିନ୍ନ ପ୍ରକାର ଘଟଣା ଶୁଣୁଥିବେ ଏବଂ ଜାଣିଥିବେ । ତେବେ ଯେତେବେଳେ କିଛି ଭଲ ଖବର ଆସି ପହଞ୍ଚେ ସେତେବେଳେ ସମସ୍ତେ ବହୁତ୍ ପସନ୍ଦ କରିଥାନ୍ତି । ଯେତେବେଳେ କିଛି ଭଲ ବଲିଉଡ କିମ୍ବା ଅଲିଉଡ ଅଭିନେତା ଅଭିନେତ୍ରୀ ଙ୍କ ବିବାହ ର ଖବର ଆସେ ସେତେବେଳେ ସମସ୍ତେ ବହୁତ୍ ପସନ୍ଦ କରିଥାନ୍ତି । ଆପଣ ମାନେ ଜାଣିଥିବେ ଅନ୍ୟ କୁ ହସେଇବା ସବୁଠୁ ବେଶି କଷ୍ଟ ର କାମ ହୋଇଥାଏ ।


ତେବେ ଯେଉଁ ମାନେ ଅନ୍ୟ ମୁହଁ ରେ ହସ ଖେଳେଇ ପାରନ୍ତି ସେମାନଙ୍କୁ ସମସ୍ତେ ବହୁତ୍ ପସନ୍ଦ କରିଥାନ୍ତି । ତେବେ ଆପଣ ମାନେ ନିଶ୍ଚୟ କମେଡିଆନ ପ୍ରଜ୍ଞା ଙ୍କୁ ଜାଣିଥିବେ । ନିଜର ଭଲ ହାସ୍ୟରସ ମାଧ୍ୟମ ରେ ବହୁତ୍ ଲୋକ ଙ୍କ ମୁହଁ ରେ ହସ ଖେଳେଇ ପାରନ୍ତି । ବହୁତ୍ କମ୍ ସମୟ ଭିତରେ ବହୁତ୍ ଲୋକ ଙ୍କ ମଧ୍ୟରେ ସେ ପ୍ରତିଷ୍ଠିତ ହୋଇ ପାରିଛନ୍ତି । ସେ ବହୁତ୍ ଫିଲ୍ମ ତଥା ବିଭିନ୍ନ ସୋ ରେ ଅଭିନୟ କରି ଦର୍ଶକ ଙ୍କ ମନ କିଣି ନେଇଛନ୍ତି । ବିଭିନ୍ନ ପୁରସ୍କାର ମଧ୍ୟ ପାଇଛନ୍ତି ।

ଏବେ ସୋସିଆଲ ମିଡ଼ିଆ ରେ ପ୍ରଜ୍ଞା ଙ୍କ ବିବାହ କୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ପ୍ରଜ୍ଞା ନିଜ ଜୀବନସାଥି ଙ୍କୁ ବାଛି ନେଇଛନ୍ତି । ସେ ସୁନନ୍ଦା ଙ୍କୁ ବିବାହ କରିଛନ୍ତି । ସୋସିଆଲ ମିଡ଼ିଆ ରେ ମଧ୍ୟ ତାଙ୍କ ବିବାହ ର ବହୁତ୍ ଫୋଟ ଭିଡିଓ ଭାଇରାଲ୍ ହେଉଛି । ବହୁତ୍ ସୁନ୍ଦର୍ ଭାବରେ ବର ବେଶ୍ ରେ ସଜ୍ ହୋଇ ବିବାହ ପାଇଁ ଯାଇଥିଲେ ପ୍ରଜ୍ଞା ଏବଂ ବହୁତ୍ ଭଲ ରେ ମଧ୍ୟ ଉଭୟ ଙ୍କ ବିବାହ ହୋଇସାରିଛି ।

ତେବେ ସେ ମଙ୍ଗଳବାର ଦିନ ବିବାହ କରିଥିଲେ ଏବଂ ଶୁକ୍ରବାର ଦିନ ତାଙ୍କର ରିସେପସନ ହୋଇଥିଲା । ତେବେ କୋରୋନା କଟକଣା ଭିତରେ ଖାଣ୍ଟି ଓଡିଆ ରିତିନୀତିରେ ବିବାହ ସମ୍ପନ୍ନ ହୋଇଛି । କେବଳ ପ୍ରଜ୍ଞାନ ଓ ସୁନନ୍ଦାଙ୍କ ପରିବାର ଏବଂ ଅଳ୍ପ ଅତିଥୀରେ ବିବାହ ଉତ୍ସବ ସମ୍ପନ୍ନ ହୋଇଛି ।  ପ୍ରଜ୍ଞାନଙ୍କ କଟକର ସାହାନିଆଜପୁରସ୍ଥିତ ବାସଭବନରେ ବିବାହ ଆୟୋଜନ ହୋଇଥିଲା ।


ପ୍ରଜ୍ଞାନ ଓ ସୁନନ୍ଦାଙ୍କ ମଧ୍ୟରେ ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ଥିଲା । ଯାହାକୁ ଏକ ନୂଆ ନାମ ମିଳିଛି । ଏକ ସୁଟିଂ ସେଟରୁ ଉଭୟେ ମନ ଦିଆନିଆ ହୋଇଥିଲେ । ତେବେ ତାଙ୍କ ରିସେପସନ ରେ ଅନେକ ଲୋକ ଯୋଗଦାନ ଦେଇଥିଲେ ସେ ଓଲିଉଡ ର ସଫଳ ଖଳନାୟକ ରାଇମୋହନ,ଶ୍ରୀତମ,ହାସ୍ୟ ଅଭିନେତା ଶଙ୍କର ତଥା ବିଜେଡି ଦଳ ର କିଛି ନେତା ମଧ୍ୟ ଥିଲେ ।

ତେବେ ଅଳ୍ପ ଲୋକଙ୍କ ଭିତରେ ଏହି ରିସେପସନ ଶେଷ ହୋଇଥିଲା ତେବେ ଉଭୟ ଙ୍କ ବୈବାହିକ ଜୀବନ ସୁଖମୟ ହେଉ ଏହା ହିଁ ସମସ୍ତଙ୍କ ଇଚ୍ଛା ଓ କାମନା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ଏବଂ ଆପଣଂକୁ ଏହି ଯୋଡି କିପରି ଲାଗୁଛି ନିଶ୍ଚିତ କୁହନ୍ତୁ ।

Leave a Reply

Your email address will not be published. Required fields are marked *