ପିପିଲି ବିଧାୟକ ସ୍ଵର୍ଗତଃ Pradeep Maharathi ଙ୍କ ଜ୍ଵାଇଁ Arddhendu କଲେ କିଛି ଏମିତି କାମ ଶୁଣିଲେ ଆପଣ ବି କରିବେ ପ୍ରଶଂସା

ନମସ୍କାର ବନ୍ଧୁଗଣ । ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବନ୍ଧୁଗଣ ବର୍ତ୍ତମାନ ଏହି କରୋନା ମାହାମାରୀ ସମୟରେ ଏହି ବର୍ଷ ବହୁତ କିଛି ଦୁଃଖଦ ଘଟଣା ଘଟି ସାରିଛି । ଖାସ କରି ଏହି ବର୍ଷ ବହୁତ ଲୋକପ୍ରିୟ କଳାକାର ଓ କିଛି ବଡ ବଡ ନେତାଙ୍କର ମୃତ୍ୟୁ ଘଟିଛି । ଏହିପରି ଏହି ଦୁଇ ମାସ ପୂର୍ବରୁ ପିପିଲି ବିଧାୟକ ପ୍ରଦୀପ ମହାରଥୀ ମୃତ୍ୟୁବରଣ କରିଥିଲେ । ତାଙ୍କ ମୃତ୍ୟୁର ଖବର ଶୁଣି ତାଙ୍କ ପରିବାର ଲୋକ ସମେତ ସମଗ୍ର ଓଡିଶା ବାସୀ ବହୁତ ଦୁଃଖ ଅନୁଭବ କରିଛନ୍ତି ।

ବନ୍ଧୁଗଣ ତାଙ୍କ ଦେହ ଅସୁସ୍ଥ ହୋଇଯିବାରୁ ସେପ୍ଟେମ୍ବର ୧୪ ତାରିଖ ଦିନ ତାଙ୍କୁ ହସ୍ପିଟାଲରେ ଭର୍ତି କରା ଯାଇଥିଲା । ଏହା ପରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା । କରୋନା ଟେଷ୍ଟରେ ପ୍ରଦୀପଙ୍କର ପଜିଟିଭ ଆସିଥିଲା । ଚିକିତ୍ସାଧୀନ ଅବସ୍ଥାରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ ଙ୍କର ମୃତ୍ୟୁ ଘଟିଥିଲା ।

ଆମେ ଆପଣଙ୍କୁ କହି ଦେଉଛୁ କି ପ୍ରଦୀପ ମହାରଥୀ ଙ୍କର ଗୋଟିଏ ମାତ୍ର ଝିଅ ପଲ୍ଲବୀ ଅଛନ୍ତି ଯିଏ ଅଲିଉଡ ର ହୀରୋ ଅର୍ଦ୍ଧେନ୍ଦୁଙ୍କୁ ବିବାହ କରିଛନ୍ତି । ତେବେ ଅଲିଉଡ ର ହୀରୋ ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ ତଥା ପିପୀଲିର ବିଜେଡ଼ି ବିଧାୟକ ପ୍ରଦୀପ ମହାରଥୀଙ୍କର ଏକ ମାତ୍ର ଜ୍ଵାଇଁ ଅର୍ଦ୍ଧେନ୍ଦୁ ବର୍ତ୍ତମାନ ତାଙ୍କର ଏକ ନୂଆ ବିଜିନେସ ଷ୍ଟାର୍ଟ କରିଛନ୍ତି ।

ଏହି ବିଜିନେସ ର ଉଦ୍ଘାଟନୀ ଦିବସ ଅବସରରେ ଅର୍ଦ୍ଧେନ୍ଦୁ ପ୍ରଦୀପ ମହାରଥୀ ଙ୍କର ଏକ ପ୍ରତିମୂର୍ତ୍ତି ବା କଟଆଉଟ କୁ ବାହାର କରିଥିଲେ । ସେ ନିଜର ନୂଆ ବିଜିନେସ ର ଉଦ୍ଘାଟନୀ ଦିବସ ଅବସରରେ ଫିତା କାଟିବା ସମୟରେ ସେ ପ୍ରଦୀପ ମହାରଥୀଙ୍କୁ ସେଠାରେ ଉପସ୍ଥିତ ରଖିଥିଲେ ।

ସତେ ଯେମିତି ନିଜେ ପ୍ରଦୀପ ମହାରଥୀ ସେଠାରେ ଉପସ୍ଥିତ ଅଛନ୍ତି ଓ ସେ ସେହି ଉଦ୍ଘାଟନୀ ଉତ୍ସବରେ ସାମିଲ ହୋଇଛନ୍ତି । ଠିକ ସେହିପରି ନଜର ଆସୁଥିଲା । ଆପଣ ମାନେ ମଧ୍ୟ ଏହି ସବୁ ଫଟୋରେ ଦେଖି ପାରିବେ । ପ୍ରଦୀପ ମହାରଥୀ ଙ୍କ ପ୍ରତିମୂର୍ତ୍ତି ପୁରା ଜୀବନ୍ତ ପ୍ରଦୀପ ମହାରଥୀ ଙ୍କ ପରି ଲାଗୁଛନ୍ତି । ଆପଣ ମଧ୍ୟ ଫଟୋରେ ଦେଖି ଜାଣି ପାରୁଥିବେ ।

ପ୍ରଦୀପ ମହାରଥିଙ୍କ ବିୟୋଗରେ ଭାଙ୍ଗି ପଡିଛନ୍ତି ତାଙ୍କର ପୁରା ପରିବାର । ଏଥି ମଧ୍ୟରେ ଅର୍ଦ୍ଧେନ୍ଦୁ ତାଙ୍କର ନୂଆ ବିଜିନେସ ଷ୍ଟାର୍ଟ କରିବା ପରେ ଅର୍ଦ୍ଧେନ୍ଦୁ ଏମିତି ଭାବରେ ପ୍ରଦୀପ ମହାରଥିଙ୍କ ପ୍ରତିମୂର୍ତ୍ତି କୁ ସେଠାରେ ଆଣି ରଖିଛନ୍ତି । ତେବେ ଅର୍ଦ୍ଧେନ୍ଦୁ ଙ୍କର ଏହିପରି ଏକ କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ତେବେ ଆପଣ ମାନଙ୍କୁ ଅର୍ଦ୍ଧେନ୍ଦୁ ଙ୍କର ଏମିତି କାମ କିପରି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଜଣେ ରାଜନେତା ହିସାବରେ ପ୍ରଦୀପ ମହାରଥୀ ଆପଣଙ୍କୁ କେତେ ପସନ୍ଦ ଆମକୁ କମେନ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ । ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *