କେହି ବି ଜାଣି ନାହାଁନ୍ତି Bollywood ଷ୍ଟାର ମାନଙ୍କ ପତ୍ନୀଙ୍କର ଏହି କଳା କାରନାମା, ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ଏହି କଳାକାର ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚାରେ ରୁହନ୍ତି । ହେଲେ ଆଜିକାଲି ଏହି ବଲିଉଡ କଳାକାର ମାନଙ୍କ ସ୍ତ୍ରୀ ମାନେ ବହୁତ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ଏମାନେ କିଛି ଭୁଲ କାରଣ ହେତୁ ମଧ୍ୟ ଲାଇମ ଲାଇଟକୁ ଆସିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଟ୍ଵିଙ୍କଲ ଖନ୍ନା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ଵିଙ୍କଲ ଖନ୍ନା । ବନ୍ଧୁଗଣ ଟ୍ଵିଙ୍କଲ ମଧ୍ୟ ବଲିଉଡର ଏକ ଅଭିନେତ୍ରୀ ରହିଛନ୍ତି ହେଲେ ସେ ଅକ୍ଷୟଙ୍କ ସହ ବିବାହ କରିବା ପରେ ବଲିଉଡକୁ ଛାଡି ଦେଇଥିଲେ । ବନ୍ଧୁଗଣ ୨୦୦୯ ମସିହାରେ ଅକ୍ଷୟ ଓ ଟ୍ଵିଙ୍କଲ ଲାକ୍ଷ୍ମୀ ଫ୍ୟାସନ ୱିକରେ ପହଞ୍ଚି ଥିଲେ ।

ସେହି ସ୍ଥାନରେ ଅକ୍ଷୟଙ୍କୁ ଏକ ରାମ୍ ୱାକ କରିବାର ଥିଲା, ସେ ଏକ ଜିନ୍ସ ବ୍ରାଣ୍ଡକୁ ପ୍ରମୋଟ କରିଥିଲେ । ସେହି ସ୍ଥାନରେ ଅକ୍ଷୟ ଟ୍ଵିଙ୍କଲଙ୍କୁ କହିଥିଲେ, ସେ ରାମ୍ ୱାକ କରି ଆସିବେ ଓ ଟ୍ଵିଙ୍କଲ ତାଙ୍କ ପ୍ୟାଣ୍ଟ ବଟନକୁ ଖୋଲିଦେବେ । ଏକ ପତ୍ନୀ ହେବା କାରଣରୁ ଟ୍ଵିଙ୍କଲ ଏହା କରିଥିଲେ ହେଲେ ଏଥିପାଇଁ ବହୁତ ବଡ ବିବାଦ ସୃଷ୍ଟି ହୋଇଯାଇଥିଲା । ଯାହାଫଳରେ ଟ୍ଵିଙ୍କଲଙ୍କୁ ଗିରଫ ମଧ୍ୟ କରଯାଇଥିଲା । ହେଲେ ପରେ ଏକ ବଡ ଆମାଉଣ୍ଟର ଟଙ୍କା ଫାଇନ ଦେବାରୁ ସେ ମୁକୁଳି ଥିଲେ ।

ମଲାଇକା ଅରୋରା ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଆଇଟମ ଗାର୍ଲ ମଲାଇକା ଅରୋରା ଖାନ । ମଲାଇକା ବଲିଉଡ ଅଭିନେତା ଅରବାଜ ଖାନଙ୍କୁ ବିବାହ କରିଥିଲେ ହେଲେ ଯେତେବେଳେ ଏମାନଙ୍କର ଡିଭୋର୍ସ ହୋଇଥିଲା ସେତେବେଳେ ମଲାଇକା ବହୁତ ଚର୍ଚାରେ ଥିଲେ ।

ଖବର ମିଳିଥିଲା ଯେ, ଅରବାଜ ଖାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ମଲାଇକା ତାଙ୍କୁ ଡିଭୋର୍ସ ଦେଇଛନ୍ତି । ହେଲେ ପରେ ମଲାଇକା ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ ଯେ, ଆମେ ଦୁଇଜଣ ପରସ୍ପରର ସହମତିରେ ଡିଭୋର୍ସ ନେଇଛୁ । ହେଲେ ପରେ ଜଣା ପଡିଥିଲା ମଲାଇକା ଓ ଅରବାଜଙ୍କ ଡିଭୋର୍ସ ପଛରେ ବଲିଉଡ ଅଭିନେତା ଅର୍ଜୁନ କପୁର ଥିଲେ । ବର୍ତ୍ତମାନ ଅର୍ଜୁନ ଓ ମଲାଇକା ଲିଭ ଇନ ରିଲେସନରେ ରହୁଛନ୍ତି ।


ଗୌରି ଖାନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଶାହରୁଖ ଖାନଙ୍କ ସ୍ତ୍ରୀ ଗୌରି ଖାନ । ଗୌରି ଏକ ଫିଲ୍ମ ପ୍ରଡ୍ୟୁସର ହେବା ସହ ଏକ ଗୃହିଣୀ ମଧ୍ୟ ଅଟନ୍ତି । ଗୋଟେ ସମୟରେ ସାହାରୁଖ ଓ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ବହୁତ କ୍ଳୋଜ ଆସିଯାଇଥିଲେ । ସେହି ସମୟରେ ଗୌରି ନେପୋଟିଜିମର ସାହାରା ନେଇ ପ୍ରିୟଙ୍କାଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିରୁ ବ୍ୟାନ କରାଇ ଦେଇଥିଲେ । ଏଥିପାଇଁ ଗୌରିଙ୍କୁ ବହୁତ ମାତ୍ରାରେ ଟ୍ରୋଲିଙ୍ଗର ଶିକାର ମଧ୍ୟ ହେବାକୁ ପଡିଛି । ହେଲେ କିଛି ସମୟ ପରେ ଶାହରୁଖ ପ୍ରିୟଙ୍କାଙ୍କ ଠାରୁ ଦୂରେଇ ଗଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *