ନିଜର ଏହି 4 ଟି ଫିଲ୍ମ ରେ ବୋ-ଲ୍ଡନେସର ସାବି ସୀମା ଟପିଗଲେ Akshay Kumar, ଯାହାକୁ କେବେ ବି ଦେଖିବାକୁ ଚାହାଁନ୍ତି ନାହିଁ ପତ୍ନୀ Twinkle

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏଉନ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଅଭିନେତା ଜଣକ ହେଉଛନ୍ତି ଅକ୍ଷୟ କୁମାର ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅକ୍ଷୟଙ୍କର ବହୁତ ଫିଲ୍ମ ଦେଖିଥିବେ । ଅକ୍ଷୟ ନିଜର କିଛି ଫିଲ୍ମରେ ବୋଲ୍ଟସିନ୍ସ କରିଛନ୍ତି, ଯାହାକୁ ତାଙ୍କ ସ୍ତ୍ରୀ କେବେହେଲେ ଦେଖିବା ପାଇଁ ଇଛା କରନ୍ତି ନାହିଁ, ବନ୍ଧୁଗଣ ଏହି କଥା ଟ୍ଵିଙ୍କଲ ଖନା ଏକ ଇଣ୍ଟର୍ବ୍ୟୁ ମାଧ୍ୟମରେ କହିଥିଲେ । ଆଜି ଆମେ ଆପଣ ମାନଙ୍କୁ ଅକ୍ଷୟଙ୍କର ଏହି ସମସ୍ତ ଫିଲ୍ମ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଏତରାଜ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ୨୦୦୪ ରେ ଆସିଥିବା ଫିଲ୍ମ ଏତରାଜ । ବନ୍ଧୁଗଣ ଏହି ଫିଲ୍ମରେ ଅକ୍ଷୟ ଓ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ବହୁତ ବୋଲ୍ଟ ସିନ୍ସ ଦେଇଥିଲେ । ଏହି ବୋଲ୍ଟ ସିନ୍ସ ପାଇଁ ଅକ୍ଷୟ ସେତେବେଳେ ବହୁତ ଚର୍ଚାରେ ଥିଲେ । ହେଲେ ବନ୍ଧୁଗଣ ଏହି ଫିଲ୍ମ ପାଇଁ ଅକ୍ଷୟ ଓ ଟ୍ଵିଙ୍କଲଙ୍କ ମଧ୍ୟରେ ତଲାକ ହେବାକୁ ଯାଉଥିଲା, ତେଣୁ ବନ୍ଧୁଗଣ ଟ୍ଵିଙ୍କଲ ଅକ୍ଷୟ ଙ୍କର ଏହି ଫିଲ୍ମକୁ ଦେଖିବା ପାଇଁ ପସନ୍ଦ କରନ୍ତି ନାହିଁ ।

କମ୍ବକ୍ତ ଇସ୍କ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛି ୨୦୦୯ ମସିହାରେ ଆସିଥିବା ଫିଲ୍ମ କମ୍ବକ୍ତ ଇସ୍କ । ବନ୍ଧୁଗଣ ଏହି ଫିଲ୍ମରେ ଅକ୍ଷୟ ଓ ଅଭିନେତ୍ରୀ କରିନା କପୁରଙ୍କର ବହୁତ ବୋଲ୍ଟ ସିନ୍ସ ଦେଖିବାକୁ ମିଳିଥିଲା । ଯାହାଫଳରେ ଏହି ଦୁଇଜଣ ବହୁତ ଚର୍ଚାରେ ରହୁଥିଲେ । ହେଲେ ବନ୍ଧୁଗଣ ଏମାନଙ୍କର ଏହି ବୋଲ୍ଟ ସିନ୍ସ ପାଇଁ ଏମାନଙ୍କୁ ଟ୍ରୋଲିଙ୍ଗର ଶିକାର ମଧ୍ୟ ହେବାକୁ ପଡିଥିଲା । କିନ୍ତୁ ବନ୍ଧୁଗଣ ଟ୍ଵିଙ୍କଲ ଏହି ଫିଲ୍ମ ଦେଖିବାର ଅସଲ କାରଣ ହେଉଛି କରିନା ଟ୍ଵିଙ୍କଲଙ୍କ ହାତରୁ ବହୁତ ଫିଲ୍ମ ନେଇଯାଇଛନ୍ତି । ସେତେବେଳେ ଏହି ଦୁଇଜଣ ଅଭିନେତ୍ରୀ ବହୁତ ଚର୍ଚାରେ ରହୁଥିଲେ ଓ ପରସ୍ପରକୁ ଘୃଣା ମଧ୍ୟ କରୁଥିଲେ ।


ବ୍ରଦର୍ଶ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି  ୨୦୧୫ରେ ଆସିଥିବା ଫିଲ୍ମ ବ୍ରଦର୍ଶ । ବନ୍ଧୁଗଣ ଏହି ଫିଲ୍ମଟି ସୁପର ହିଟ ହୋଇଥିଲା । ହେଲେ ଏହି ଫିଲ୍ମର ଏକ ଗୀତରେ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜ ଓ ଅକ୍ଷୟ କୁମାରଙ୍କର ବୋଲ୍ଟ ସିନ୍ସ ରହିଥିଲା । ଏକ ଇଣ୍ଟର୍ବ୍ୟୁ ମାଧ୍ୟମରେ ଟ୍ଵିଙ୍କଲ ଜ୍ୟାକଲିନଙ୍କୁ ଅକ୍ଷୟଙ୍କ ଠାରୁ ଦୂରରେ ରହିବା ପାଇଁ କହିଥିଲେ । କାରଣ ଟ୍ଵିଙ୍କଲଙ୍କ ମତରେ ଜ୍ୟାକଲିନ ଅକ୍ଷୟଙ୍କ ସହ ବହୁତ କ୍ଳୋସ ଆସିବା ପାଇଁ ଚାହୁଁଥିଲେ । ସେଥିପାଇଁ ଟ୍ଵିଙ୍କଲ ଏହି ଫିଲ୍ମକୁ ଦେଖିବା ପାଇଁ ପସନ୍ଦ କରନ୍ତି ନାହିଁ ।


ଦେ ଦନା ଦନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ୨୦୦୯ରେ ଆସିଥିବା ଫିଲ୍ମ ଦେ ଦନା ଦନ । ଏହି ଫିଲ୍ମର ଏକ ଗୀତରେ ଅକ୍ଷୟ ଓ ଅଭିନେତ୍ରୀ କାଟ୍ରିନା କେଆଫ ବହୁତ ଅଧିକ ବୋଲ୍ଟ ସିନ୍ସ କରିଥିଲେ ଯେଉଁଥି ପାଇଁ ବଲିଉଡରେ ବହୁତ ବିବାଦ ହୋଇଥିଲା  ବନ୍ଧୁଗଣ ଏହି ବୋଲ୍ଟ ସିନ୍ସକୁ ନଦେଖିବା ପାଇଁ ଟ୍ଵିଙ୍କଲ ଏହି ଫିଲ୍ମକୁ ଦେଖିବା ପାଇଁ ପସନ୍ଦ କରନ୍ତି ନାହିଁ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *