ପୋଲିସ YRF କୁ ମାଗିଛି ସୁଶାନ୍ତଙ୍କ ସହିତ କରିଥିବା ଆଗ୍ରିମେଣ୍ଟ ର ପେପର, YRF କେମିତି ଦେବ ଏହି ୩ ଟି ପ୍ରଶ୍ନର ଉତ୍ତର

ସୁଶାନ୍ତ ରାଜପୁତଙ୍କ ଡେଟ ପରେ ପୋଲିସ ତଦନ୍ତ ଜାରି ରଖିଛି । ଇଣ୍ଡଷ୍ଟ୍ରିରୁ କିଛି ଲୋକଙ୍କ ନାମ ଆସୁଛି କହୁଯାଉଛି କି ସେହିମାନଙ୍କ କାରଣରୁ ସେ ଡିପ୍ରେସନ ରେ ଥିଲେ । ଯେଉଁଥିରୁ ଗୋଟିଏ ନାମ ହେଲା ୟଶରାଜ ଫିଲ୍ମ୍ସ । ଏବେ ପୋଲିସ ୟଶରାଜଙ୍କୁ ସେହି ତିନିଟି ଫିଲ୍ମ ର କଣ୍ଟ୍ରାକ୍ଟ ପେପର ମାଗିଛି ଯେଉଁ ଫିଲ୍ମ ପାଇଁ ସୁଶାନ୍ତ ସାଇନ କରିଥିଲେ । ମାନେ ଏହି ପେପର ପୋଲିସ ହାତରେ ଲାଗିବା ପରେ ୟଶରାଜଙ୍କୁ ବି ପ୍ରଶ୍ନ କରାଯିବ । ଏବେ ଆମେ ଆପଣଙ୍କୁ କହିବୁ ସେହି ୩ ଟି ପ୍ରଶ୍ନ ଯାହାକୁ ପୋଲିସ ୟଶରାଜଙ୍କୁ ମାଗିପାରେ ଓ ଏହି ପ୍ରଶ୍ନର ଉତ୍ତର ୟଶରାଜ ଙ୍କ ପାଖରେ ନଥିବ ।

୧ . ଏହି ତିନିଟି ଫିଲ୍ମ ଯାହା ପାଇଁ ସୁଶାନ୍ତ ସିଂହ ରାଜପୁତଙ୍କୁ ସାଇନ କରା ଯାଇଥିଲା, ଏହି ଫିଲ୍ମ କାହିଁକି ହେଲା ନାହିଁ । ଯଦି ୟଶରାଜ ଫାଇନାନ୍ସିଆଲ ପ୍ରୋବ୍ଲେମ ର ଜବାବ ଦେବେ ତେବେ ସେ ନିଜେ ଫସିଯିବେ, କାରଣ ସମସ୍ତେ ଜାଣିଛନ୍ତି କି ୟଶରାଜ ଫିଲ୍ମ୍ସ ଇଣ୍ଡଷ୍ଟ୍ରିର ସବୁଠୁ ବଡ ବ୍ୟାନର ଅଟେ ଓ ତା ପାଖରେ ଫାଇନାନ୍ସ ର ଅଭାବ ତ କେବେ ବି ନଥିବ । ଯଦି ସେ ଜବାବ ଦିଅନ୍ତି କି ଫିଲ୍ମ କୌଣସି କାରଣ ବଶତଃ ହୋଇ ପାରିଲା ନାହିଁ ତେବେ ପୋଲିସ ଦ୍ଵିତୀୟ ପ୍ରଶ୍ନ ଏହା ହିଁ ପଚାରିବ କି

୨. ଯେଉଁ ଫିଲ୍ମ ଆପଣ ବନାଇଲେ ନାହିଁ ତେବେ ଏହାକୁ ଲିଖିତ ରୂପରେ ସୁଶାନ୍ତ ସିଂହ ରାଜପୂତଙ୍କୁ କିଛି ଦେଇଛନ୍ତି ବା ଆପଣ ତାଙ୍କୁ ଇନଫର୍ମ କରିଛନ୍ତି ? ତେବେ ଏହି ସମୟରେ କମ୍ପାନୀ ଫସିପାରେ । କାରଣ ସବୁବେଳେ ଆମେ ଦେଖିଛୁ ଯେତେବେଳେ କୌଣସି ପ୍ରଡକ୍ସନ ହାଉସ ଯେବେ କୌଣସି ହୀରୋ କୁ ସାଇନ କରିଥାଏ ତେବେ ଏଥିପାଇଁ ବହୁତ ପେପରବାଜି ହୋଇଥାଏ କିନ୍ତୁ ଯେତେବେଳେ ଏହି ପ୍ରୋଜେକ୍ଟ ପୁରା ହୋଇ ପାରିନଥାଏ ତେବେ ଲିଖିତ ରୂପରେ କିଛି ବି ହୋଇ ନଥାଏ । କେବଳ କୁହା ଯାଇଥାଏ କି ଏହି ପ୍ରୋଜେକ୍ଟ ହେଇ ପାରିଲା ନାହିଁ । ଯଦି ସେ ଲିଖିତ ରୂପରେ ଦେଇ ନାହାଁନ୍ତି ତେବେ ପୋଲିସ ଆଉ ଏକ ପ୍ରଶ୍ନ କରିପାରେ କି

୩. ଏତେ ସମୟ ଧରି ଯେତେବେଳେ ସୁଶାନ୍ତ ସିଂହ ରାଜପୁତ ଆପଣଙ୍କ କଣ୍ଟ୍ରାକ୍ଟ ରେ ଥିଲେ, ଯେଉଁ କାରଣରୁ ସେ ଅନ୍ୟ ପ୍ରଡକ୍ସନ ହାଉସ ର ଫିଲ୍ମ କରିଲେ ନାହିଁ, କିଛି ଅଫର ଆସିଥିଲେ ବି ତାହାକୁ ସେ ରିଜେକ୍ଟ କରିଥିବେ ମାନେ କୋଟି କୋଟି ଟଙ୍କାର ଅଫର ସେ ରିଜେକ୍ଟ ତ କରିଥିବେ ଓ ଯେତେବେଳେ ଆପଣ ଏହି ପ୍ରୋଜେକ୍ଟ କରି ପାରିଲେ ନାହିଁ, ଯେତେବେଳେ କି ସୁଶାନ୍ତ ଆପଣଙ୍କ କଣ୍ଟ୍ରାକ୍ଟ ବି ଭାଙ୍ଗି ନାହାଁନ୍ତି ତେବେ ଏଥିପାଇଁ ଆପଣ କଣ ସୁଶାନ୍ତ ସିଂହ ରାଜପୂତଙ୍କୁ ମନିଟ୍ରି ଲେବଲ ରେ କିଛି ସପୋର୍ଟ କରିଛନ୍ତି, ରିଫଣ୍ଡ ରୂପରେ କଣ କିଛି ଟଙ୍କା ଦେଇଛନ୍ତି ? ଏ ପ୍ରଶ୍ନ ମଧ୍ୟ ଆସିପାରେ ।

କାରଣ ଇତିହାସ ସାକ୍ଷୀ ଅଛି କି ଯେତେବେଳେ କଣ୍ଟ୍ରାକ୍ଟ ଭାଙ୍ଗିଥାଏ ତେବେ କୌଣସି ସାହାର୍ଯ୍ୟ ପ୍ରଡକ୍ସନ ହାଉସ ତରଫରୁ ଅଭିନେତାଙ୍କୁ ମିଳିନଥାଏ । ଖବର ଅନୁସାରେ ଅକ୍ଷୟ କୁମାରଙ୍କୁ ଦିଲ ତୋ ପାଗଲ ହେ ରେ କାମ କରିବା ପରେ ମଧ୍ୟ ତାଙ୍କୁ କୌଣସି ଟଙ୍କା ଦିଆ ଯାଇ ନଥିଲା । ଯେତେବେଳେ ସେ YRF ପାଖକୁ ଟଙ୍କା ମାଗିବାକୁ ଯାଇଥିଲେ ତାଙ୍କୁ ଫେରାଇ ଦିଆଯାଇଥିଲା ।

ଆପଣଙ୍କୁ କହିଦେଉଛୁ କି ଦିଲ ତୋ ପାଗଳ ହେ ପୂର୍ବରୁ ଅକ୍ଷୟ ମୋହରା ଓ ଖିଲାଡ଼ି ପରି ସୁପରହିଟ ଫିଲ୍ମ ମଧ୍ୟ ଦେଇ ସାରିଥିଲେ । ଏହା ସତ୍ତ୍ୱେ ଯଦି ତାଙ୍କୁ ଏମିତି ଜବାବ ମିଳି ପାରିଲା ତେବେ ସୁଶାନ୍ତଙ୍କୁ କାହିଁକି ମିଳି ନଥିବ । ତେବେ ଆପଣ ଭାବି ପାରୁଥିବେ କି ତାଙ୍କୁ କଣ ମିଳିଥିବ । ତେବେ ଆପଣ ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *