Big Breaking: ସ୍ୱାସ୍ଥ୍ୟ ମନ୍ତ୍ରୀ Naba Das ଙ୍କୁ ଗୁଳି ମାଡ କଲେ ପୋଲିସ କର୍ମୀ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ ଗୁ-ଉଳି ମ-ଆଡ କରାଯାଇଛି । ତେବେ ସୂଚନା ମୁତାବକ ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ ଅଧିକାରୀ ଗୁ-ଉଳି ମ-ଆରିବା କଥା ଖବର ଆସିଛି । ତେବେ ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ତେବେ ଗୁ-ଉଳି ମ-ଆଡ ପାଇଁ ମନ୍ତ୍ରୀ ନବ ଦାସଙ୍କର ସ୍ଵାସ୍ଥ ଅବସ୍ତା ବହୁତ ଗୁରୁତର ହୋଇଯାଇଛି । ତେବେ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲକୁ ପଠାଯାଇଛି ।

ତେବେ ସେହି ଘଟଣା ସ୍ତଳରେ ଥିବା ପୋଲିସ ଅଧିକାରୀଙ୍କୁ ଏହି ଘଟଣା ବିଷୟରେ ପଚରା ଉଚରା କରାଯାଇଥିଲା । ତେବେ ପୋଲିସଙ୍କର କହିବା ଅନୁଯାଇ ଘଟଣାଟି ଗାନ୍ଧୀ ଛକ ନିକଟରେ ଘଟିଛି । ତେବେ ଚେୟାର ମ୍ୟାନ, ଭାଇସ ଚେୟାର ମ୍ୟାନର ଓପନ ପାଇଁ ମନ୍ତ୍ରୀ ନବ ଦାସ ଆସିଥିଲେ । ତେବେ ସେଠାରେ ଗୁ-ଉଳି-କ-ଆଣ୍ଡ ଘଟିଥିଲା । ତେବେ ଯେଉଁ ପୋଲିସ ଜଣଙ୍କ ଏପରି କାର୍ଯ୍ୟ କରି ସ୍ଵାସ୍ଥ ମନ୍ତ୍ରୀ ନବ ଦାଙ୍କୁ ଗୁ-ଉଳି ମ-ଆରିଛନ୍ତି ।

ତେବେ ପୋଲିସ ଜଣଙ୍କ ଏପରି କରିବା ପଛରେ ମୂଳ କାରଣ କଣ ରହିଛି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ତେବେ ଗୁ-ଉଳି-କ-ଆଣ୍ଡ କରିଥିବା ପୋଲିସ ମନ୍ତ୍ରୀ ନବ ଦାସଙ୍କୁ ଗୁ-ଉଳି ମ-ଆରିବାର କାରଣ ମଧ୍ୟ ତାଙ୍କୁ ପଚରା ଉଚରା ଚାଲିଛି । ତେବେ ଏପରି ଗୁ-ଉଳି କାଣ୍ଡ କରିଥିବା ପୋଲିସ ଜଣଙ୍କର ନିଜସ୍ୱ କିଛି ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ । ତେବେ ପୋଲିସଙ୍କ ଠାରୁ ସଠିକ କଥା ଆଦାୟ କରିସାରିଲା ପରେ ହିଁ ଘଟଣାର ତଦନ୍ତ କରାଯାଇ କାର୍ଜ୍ଯାନୁଷ୍ଠାନ କରାଯିବ ।

ତେବେ ହଟାତ ଭାବରେ ଏପରି ଗୁ-ଉଳି-କ-ଆଣ୍ଡ ଘଟି ମନ୍ତ୍ରୀ ନବ ଦାସଙ୍କର ସ୍ଵାସ୍ଥ ଅବସ୍ତା ସଙ୍କଟାପର୍ଣ୍ଣ ହୋଇଯିବା ପଛରେ କାହାର ଷଡଯନ୍ତ୍ର ରହିଛି ? ଏହି ବିଷୟରେ ବର୍ତ୍ତମାନ ସମୟରେ ଜୋରସୋରସେ ତନାଘନା ଚାଲିଛି । ଏହା ସହିତ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କର ବ୍ୟକ୍ତିଗତ ନ ରାଜନୈତିକ କେହି ଶତ୍ରୁ ରହିଛନ୍ତି ବୋଲି ବର୍ତ୍ତମାନ ସମୟରେ ବହୁ ଚର୍ଚା ଚାଲିଛି ।

ତେବେ ଏପରି ଗୁ-ଉଳି-କ-ଆଣ୍ଡ କରିଥିବା ତଥା ମନ୍ତ୍ରୀ ନବ ଦାସଙ୍କୁ ଗୁ-ଉଳି ମ-ଆରିଥିବା ପୋଲିସଙ୍କୁ ପଚରାଉଚରା ଚାଲିଛି । ତେବେ ତଦନ୍ତ କରିସାରିଲା ପରେ ଘଟଣା ଉପରେ ପରଦା ଉଠିବ । ଏହା ଛଡା ଗୁ-ଉଳି ମ-ଆଡ  ହୋଇଥିବା ମନ୍ତ୍ରୀ ନବ ଦାସଙ୍କର ସ୍ଵାସ୍ଥ ଅବସ୍ତା ବହୁତ ଶୀଘ୍ର ଭଲ ହେଇଯାଉ ବୋଲି ଆଶା ରହିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *