‘ପ୍ରିୟଙ୍କା ମୁଁ ଯଦି ଚାଲିଯିବି ଆଉ କିଏ ଏମିତି ଅଛି କହିଲୁ…’ Pintu Nanda ଙ୍କୁ ନେଇ ଏମିତି କହିଲେ ଅଭିନେତ୍ରୀ ପ୍ରିୟଙ୍କା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରିୟଙ୍କା ଯଦି ମୁଁ ଚାଲିଜିବି ।ଆଉ କିଏ ଏମିତି ଅଛି କହିଲୁ । ତେବେ ଏପରି କିଛି କଥା ଅଭିନେତା ପିନ୍ଟୁ ଭାଇଙ୍କ ମୁହଁରୁ ଥରେ ଶୁଣିବାକୁ ମିଳିଥିଲା । ତେବେ ଏହି କଥା ଯେଉଁ ଅଭିନେତ୍ରୀ ଆଗରେ କହିଥିଲେ । ସେହି ଅଭିନେତ୍ରୀ ତଥା ଅଭିନେତ୍ରୀ ପ୍ରିୟଙ୍କା ଗଣ ମାଧ୍ୟମ ଏଜିରେ କହିବାର ଶୁଣିବାକୁ ମିଳିଥିଲା ।ତେବେ ଅଭିନେତ୍ରୀ ପ୍ରିୟଙ୍କା ଅଭିନେତା ପିନ୍ଟୁ ନନ୍ଦଙ୍କ ପାଇଁ କହିଥିଲେ ।

ଏହା କି ଯେ ଗଣେଶ ପୂଜା ପାଇଁ ଥରେ ଗୋଟିଏ ଭିଡିଓ ସୁଟ କରିବାର ଥିଲା । ସେହି ଥରେ ମୋର ପ୍ରଥମ କାମ ପିନ୍ଟୁ ଭାଇଙ୍କ ସହିତ ଥିଲା । ସେହି ପ୍ରଥମ ଥର ପିନ୍ଟୁ ଭାଇଙ୍କର ବ୍ୟକ୍ତିତ୍ଵ ମୋତେ ବହୁତ ଭଲ ଲାଗିଥିଲା । ପିନ୍ଟୁ ଭାଇ ସତରେ ଜଣେ ବହୁତ ଭଲ ଲୋକ ଅଟନ୍ତି । ତେଣୁ ତାଙ୍କର ସ୍ଵାସ୍ଥବସ୍ତା ଖରାପ ଶୁଣି ବହୁତ ହିଁ ଦୁଃଖ ଲାଗୁଛି ।

ତେବେ ମୋର କମ ବ୍ୟସ୍ତତା ମଧ୍ୟରେ ପିନ୍ଟୁ ଭାଇଙ୍କ ସହିତ ସାକ୍ଷାତ କରିବାକୁ ଯାଇପାରିନାହିଁ । ହେଲେ ପ୍ରଭୁ ଜଗନାଥଙ୍କ ପାଖରେ ପିନ୍ଟୁ ଭାଇର ସ୍ଵାସ୍ଥବସ୍ତାରରେ ଉନ୍ନତି ଓ ତାଙ୍କ ଆରୋଗ୍ଯ କାମନା ନିମନ୍ତେ ମୁଁ ଦୀପଟିରେ ଜାଳିଛି । ଏହା ସହିତ ପ୍ରଭୁ ଜଗନ୍ନାଥଙ୍କୁ କହିଛି । ପ୍ରଭୁ ବହୁତ ଶୀଘ୍ର ହିଁ ପିନ୍ଟୁ ଭାଇଙ୍କୁ ସୁସ୍ଥ କରିଦିଅନ୍ତୁ । ତେବେ ପୁଣି ଥରେ ଜଣେ କଳାକାରକୁ ଆମ ଗହଣରେ ଆମେ ପାଇପାରିବୁ ।

କାରଣ ପିନ୍ଟୁ ଭାଇ ମଧ୍ୟ ନିଜ ଅଭିନୟରେ ସବୁବେଳେ ନିପୁଣତାର ସହ ଅଭିନୟ କରିଥାନ୍ତି । ତାଙ୍କ  ପରି କଳାକାର ବିରଳ ହୋଇଥାନ୍ତି । ତେବେ ସେ ମୋତେ ଯେଉଁ କହିଥିଲେ । ପ୍ରିୟଙ୍କା ଯଦି ମୁଁ  କେବେ ଚାଲି ଜିବି ଆଉ କିଏ ଅଛି ମୋ ପରି କହିଲୁ । ତେବେ ସେତେବେଳେ ମୋତେ ଏହି କଥା ସେ ମଜାକରେ କହୁଛନ୍ତି ବୋଲି ମୁଁ ଭାବୁଥିଲି ।

ହେଲେ ସେହି ଶୁଟିଙ୍ଗ ସମୟରେ ପିନ୍ଟୁ ଭାଇଙ୍କର ହସ ହସ ଚେହେରା ପଛରେ ଏତେ ଦୁଃଖ ଲୁଚି ରହିଥିଲା ବୋଲି ସେତେବେବେଳେ ଜାଣିପାରିନଥିଲି । ହେଲେ ଏହି ପିନ୍ଟୁ ଭାଇଙ୍କ ବାଇଟ ମୋତେ ଏବେ ମିଡିଆ ଆଗରେ ଦେବାକୁ ପଡୁଛି । ତେବେ ବହୁତ ଶୀଘ୍ର ହିଁ ପିନ୍ଟୁ ଭାଇ ଆରୋଗ୍ଯ ପ୍ରାପ୍ତ କରି ସୁସ୍ଥ ହୋଇଜାଆନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *