ପ୍ରଥମ ଥର ପାଇଁ ଦେଖନ୍ତୁ Pintu Nanda ଙ୍କ ଗାଁ ଘର, ବାପା, ମା ଓ ଭଉଣୀ, ଆଗରୁ କେବେ ବି ଦେଖି ନଥିବେ (Biography)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାର ଜଣେ ଆଗ ଧାଡିର ହେଉଛନ୍ତି ଅଭିନେତା ପିନ୍ଟୁ ନନ୍ଦ ! ତେବେ ପିନ୍ଟୁ ନନ୍ଦଙ୍କ ଘର ପରିବାର ବିଷୟରେ ଚାଲନ୍ତୁ କିଛି ଆଲୋଚନା କରିବା । ତେବେ ୧୯୭୭ ମସିହାରେ ଜୁଲାଇ ୭ ତାରିଖରେ ଓଡିଶାର ଜଗତସିଙ୍ଘପୁର ଠାରେ ପିନ୍ଟୁ ନନ୍ଦ ଜନ୍ମ ଗ୍ରହଣ କରିଥିଲେ । ତେବେ ପିନ୍ଟୁ ନନ୍ଦଙ୍କ ଗାଁ ଘରେ ପିନ୍ଟୁଙ୍କ ବାପା, ମାଆ, ବଡ ଭାଇ ଓ ତାଙ୍କର ସ୍ତ୍ରୀ ପିଲା ରୁହନ୍ତି ।

ତେବେ ପିନ୍ଟୁଙ୍କ ବଡ ଭାଇ ଅଭିରାମ ପଣ୍ଡା ମଧ୍ୟ ପିନ୍ଟୁଙ୍କୁ ବହୁତ ଭଲ ପାଇଥାନ୍ତି । ଏହା ସହିତ ପିନ୍ଟୁଙ୍କ ସବୁ ସମୟରେ ତାଙ୍କ ପାଖରେ ଠିଆ ହୋଇ ତାଙ୍କୁ ସାଥ୍ ଦିଅନ୍ତି । ତେବେ ପିନ୍ଟୁ ୧୯୯୬ ମସିହାରେ ଫିଲ୍ମ ଜଗତରେ ପାଦ ଦେଇଥିଲେ । ତେବେ ପିନ୍ଟୁ ପ୍ରଥମେ କୋଇଲି ଚଳଚିତ୍ର ମାଧ୍ୟମରେ ଓଡିଶା ସିନେ ଜଗତରେ ପ୍ରବେଶ କରିଥିଲେ । ଯେଉନଥିରୁ ପିନ୍ଟୁଙ୍କୁ ବହୁତ ଲୋକ ଜାଣିପାରିନଥିଲେ ।

ତେବେ ରାଣ୍ଡୀ ପୁଅ ଅନନ୍ତା ସିରିଏଲ ଓ ଏ ଗୌରା ଗୀତରୁ ହିଁ ପିନ୍ଟୁ ନନ୍ଦଙ୍କୁ ନିଜ ଅଭିନୟ କ୍ଯାରିଅରରେ ବହୁତ ସଫଳତା ମିଳିଥିଲା । ତେବେ ସେହିଠାରୁ ହିଁ ପିନ୍ଟୁ ନନ୍ଦଙ୍କର ଆକଟିଂ କ୍ଯାରିଅର ଆରମ୍ଭ ହୋଇଯାଇଥିଲା । ସେବେ ଠାରୁ ହିଁ ଗୋଟିଏ ପରେ ଗୋଟିଏ ସିରିଏଲ, ସିନେମାରେ ଅଭିନୟ କରି ନିଜର ଅଭିନୟର ଛାପ ଓଡିଶାବାସୀଙ୍କ ନିକଟରେ ଛାଡି ଦେଇଥିଲେ । ତେବେ ନିଜର ଅଭିନୟ କ୍ଯାରିଅର ପାଇଁ ପିନ୍ଟୁ ନନ୍ଦ ଭୁବନେଶ୍ବରରେ ଆସି ରହୁଥିଲେ ।

ତେବେ ସେଠାରେ ପିନ୍ଟୁ ନନ୍ଦଙ୍କ ସହିତ ତାଙ୍କ ସ୍ତ୍ରୀ ଓ ପିଲା ମଧ୍ୟ ସେହିଠାରେ ହିଁ ରହୁଥିଲେ । ତେବେ ପାରିବାରିକ କିଛି କଳହ କାରଣରୁ ପିନ୍ଟୁ ନନ୍ଦ ତାଙ୍କ ସ୍ତ୍ରୀ ପ୍ରତିଭା ଠାରୁ କିଛି ମାସ ତଳେ ଡିଭୋର୍ସ ମଧ୍ୟ ନେଇଯାଇଥିଲେ । ତେବେ ପିନ୍ଟୁ ଓ ଅନ୍ୟପଟେ ତାଙ୍କ ସ୍ତ୍ରୀ ଓ ୨ ପୁଅ ଅଲଗା ରହୁଥିଲେ ।

ତେବେ ଏହାରି ଗତ କିଛି ମାସ ଧରି ପିନ୍ଟୁ ଲିଭର ଜନିତ ସମସ୍ଯାରେ ପୀଡିତ ହୋଇଥିଲେ । ତାପରେ ପରେ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ବିୟୋଗ ଘଟିଥିଲା । ତେବେ ପିନ୍ଟୁ ନନ୍ଦଙ୍କ ଭଳି ଏଜି ଧାଡିର ଆଜି ଆମ ଗହଣରେ ଆଉ ନାହାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *