ଇଏ ସେହି କୁନି ସିଙ୍ଗର ଯିଏ ଗାଇଛନ୍ତି ‘ବାପା ସୁପରମ୍ୟାନ’ ର ଟାଇଟଲ ସଙ୍ଗ, ତାଙ୍କ ମୁହଁରୁ ଶୁଣନ୍ତୁ ଏହି ସୁନ୍ଦର ଗୀତଟି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାପା ଓ ପୁଅଙ୍କ ମଧ୍ୟେ ଥିବା ସମ୍ପର୍କକୁ ଆଧାର କରି ବାପା ସୁପରମ୍ୟାନ ଫିଲ୍ମଟି ପ୍ରସ୍ତୁତ କରାଯାଇଛି । ତେବେ ବାପା ସୁପରମ୍ୟାନ ଫିଲ୍ମଟି ଗତ କାଲି ପ୍ରେକ୍ଷାଲୟରେ ରିଲିଜ କରାଯାଇଛି । ତେବେ ଏହି ସିନେମାରେ ମୁଖ୍ୟ ଭୂମିକା ତଥା ବାପା ଚରିତ୍ରରେ ଅଭିନେତା ତଥା ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ଅଛନ୍ତି । ତେବେ ଏହି ଫିଲ୍ମରେ ବାପା ସୁପରମ୍ୟାନ ଟାଇଟେଲକୁ ଯେଉଁ ଟାଇଟେଲ ଗୀତଟି ରହିଛି ।

ସେହି ଗୀତକୁ ଅନେକ ଲୋକଙ୍କର ବହୁ ଲୋକପ୍ରିୟତା ମିଳିପାରିଛି । ତେବେ ଏହାରି ମଧ୍ୟରେ  ଫିଲ୍ମ ବାପା ସୁପରମ୍ୟାନର ଟାଇଟଲ ଗୀତଟି ଗାଇଥିବା ଜଣେ ପିଲାଟି ମଧ୍ୟ ଗଣ ମାଧ୍ୟମ ନିକଟକୁ ଆସି ଗୀତଟି ଗାଇଛନ୍ତି । ତେବେ ଅନେକ ସମୟରେ ପିଲାଙ୍କ ପାର୍ଟି ଥିବା ମା’ଙ୍କର ସ୍ନେହ, ଭଲ ପାଇବାକୁ ଆଧାର କରି ଫିଲ୍ମ ନିର୍ମାଣ କରାଯାଇଛି । ତେବେ ପିଲାଙ୍କ ପାଇଁ ମା’ ଙ୍କ ପରି ବାପାଙ୍କର ଭୂମିକା ମଧ୍ୟ ସେହିପରି ପରିମାଣରହିଥାଏ ।

ତେଣୁ ଜଣେ ପୁଅ ଓ ତା’ ବାପାଙ୍କ ମଧ୍ୟରେ ଥିବା ସ୍ନେହ, ଭଲ ପାଇବାର ମୌଲିକ ସମ୍ପର୍କକୁ ନେଇ ବାପା ସୁପରମ୍ୟାନ ଫିଲ୍ମଟି ପ୍ରସ୍ତୁତ କରାଯାଇଛି । ତେବେ ଫିଲ୍ମର କାହାଣୀ ଅନୁଯାଇ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ମଧ୍ୟ ନିଜର ନିଖୁଣ ଅଭିନୟ ଦ୍ଵାରା ବାପା ଚରିତ୍ରର ଯଥାର୍ଥତା ଦେଇଛନ୍ତି । ତେବେ ସିଦ୍ଧାନ୍ତଙ୍କ ବାପା ଚରିତ୍ରକୁ ମଧ୍ୟ ଓଡିଶାବାସୀଙ୍କର ବହୁତ ଭଲ ପାଇବା ମିଳୁଅଛି । ତେବେ ବାପା ସୁପରମ୍ୟାନ ଫିଲ୍ମ ପାଇଁ ନିକଟ ଅତୀତରେ କିଛି ବିବାଦ ମଧ୍ୟ ଉଠିଥିଲା ।

ତେବେ ଫିଲ୍ମଟି କପି ଆଧାରରେ ନିର୍ମାଣ କରାଯାଇଛି ବୋଲି ନିର୍ଦ୍ଧେଶକଙ୍କ ଉପରେ ବିବାଦ ଆସିଥିଲା । ତେବେ ସବୁ ବାଦ ବିବାଦକୁ ପଛରେ ପକାଇ ଗତ କାଲି ବାପା ସୁପରମ୍ୟାନ ଫିଲ୍ମଟି ହଲ୍ ରେ ରିଲିଜ କରାଯାଇଛି । ତେବେ ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୀତ ଫିଲ୍ମଟି ଆଗାମୀ ସମୟରେ ବହୁ ଓଡିଶାବାସୀଙ୍କ ହୃଦୟକୁ ଛୁଇଁପାରିବ ବୋଲି ଆଶା ରହିଛି ।

ତେବେ ଦର୍ଶକଙ୍କର ମଧ୍ୟ ବାପା ସୁପରମ୍ୟାନ ଫିଲ୍ମ ଦେଖିଲା ପରେ ବହୁତ ଭଲ ପ୍ରତିକ୍ରିୟା ମଧ୍ୟ ଶୁଣିବାକୁ ମିଳିଛି । ଯଦି ଏହି ପୋସ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏହା ସହିତ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କର ଅଭିନୟ ଆପଣ ମାନଙ୍କୁ କିପରି ଲାଗେ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *