ଏହି ପିଲାର କଥା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ, ସେ କଣ କହୁଛି ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ।

ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କ ମନୋରଞ୍ଜନ କରିଦେବ । ଅନେକ ଲୋକ ନିଜ ଟ୍ୟାଲେନ୍ଟ ସୋସିଆଲ ମିଡିଆରେ ପଦର୍ଶନ କରି ଅତି ସହଜରେ ଫେମସ ହୋଇ ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବା ସହ ବହୁତ ହସିବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଏକ କୁନି ପିଲା ଏପରି କିଛି କଥା କହୁଛି ଯାହା ଦେଖିଲେ ଆପଣ ନିଜ ହସ ରୋକିପାରିବେନି । ଛୁଆକୁ ଭିଡିଓ କରୁଥିବା ବ୍ୟକ୍ତି ପଚାରୁ ଛନ୍ତି ତୁ କେଉଁ ଶ୍ରେଣୀରେ ପଢୁଛୁ ଏହାର ଉତ୍ତର ଦେଇ ଛୁଆଟି କହୁଛି ଚତୁର୍ଥ । ଏହା ପରେ ବ୍ୟକ୍ତି ବନାନ କରିବାକୁ କହୁଛନ୍ତି । ଛୁଆଟି କହୁଛି-ଚ, କୁତୁର କାଳିଆ ଛ ଆଉ କୁତୁର କାତୁର କାଳିଆ’ ।

ଏହା ପରେ ବ୍ୟକ୍ତି ପଚାରୁ ଛନ୍ତି ଅଗଷ୍ଟ 15 କେବେ ପଡେ ଛୁଆ କହୁଛି ଜୁଲାଇ । ତା ପରେ ବ୍ୟକ୍ତି ତାକୁ ପଚାରୁ ଛନ୍ତି ଜାନୁୟାରୀ 26 କେବେ ପଡେ ଛୁଆ କହୁଛି ମାର୍ଚ୍ଚ ମାସରେ । ବନ୍ଧୁଗଣ ଏଭଳି ଭାବରେ ଛୁଆଟି ସବୁ ପ୍ରଶ୍ନର ଭୁଲ ଉତ୍ତର ଦେଉଛି ହେଲେ ଏହା ଦେଖି ଲୋକମାନେ ବେସ ମଜା ନେଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଛୁଆର ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *