ପିଲାଙ୍କ ସ୍ମରଣ ଶକ୍ତି ଏତେ ବଢ଼ିଯିବ ଯେ କମ୍ପୁଟର ବି ଫେଲ ହୋଇଯିବ, କରନ୍ତୁ ଏହି ଉପାୟ- Increase Memory Power

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରାୟତଃ ମାତାପିତା ନିଜ ଛୁଆ ଙ୍କ ବ୍ରେନ ଡେଭଲପ୍ କୁ ନେଇ ଚିନ୍ତାରେ ରହିଥାନ୍ତି । ସେମାନଙ୍କ ମନରେ ଏହା ପ୍ରଶ୍ନ ଉଠିଥାଏ ଯେ ଯେତେ ଯାହା କରିଲେ ବି ତାଙ୍କ ଛୁଆ କଣ ପାଇଁ ପାଠପଢ଼ା ରେ କମଜୋର ଅଛି ବା କୌଣସି ଜିନିଷ କୁ ମନେ ରଖୁ ନାହିଁ ।

ଏଥି ନିମନ୍ତେ ଅଭିଭାବକ ନିଜ ଛୁଆ ଙ୍କୁ ମାର୍କେଟ ରେ ମିଳୁଥିବା କେତେ ଔଷଧ ମଧ୍ୟ ଖାଇବାକୁ ଦେଇଥାନ୍ତି କିନ୍ତୁ ତା’ର କୌଣସି ଫଳ ମିଳି ନଥାଏ । ପିଲା ମାନଙ୍କ ବ୍ରେନ ଡେଭଲପ୍ ହେବା ବହୁତ ଜରୁରୀ ହୋଇଥାଏ । ନଚେତ ଭବିଷ୍ୟତ ରେ ହଇରାଣ ହେବାକୁ ପଡ଼ିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣଙ୍କ ଛୁଆ ଙ୍କ ବ୍ରେନ ଡେଭଲପ୍ ହେବ ଏବଂ ସେ ସମସ୍ତ କଥା କୁ ମନେ ରଖିବାକୁ ଲାଗିବ ।

ଏହାକୁ ଯଦି ଆପଣ ନିଜ ଛୁଆ ଙ୍କୁ ଦୈନନ୍ଦିନ ଜୀବନ ରେ ଖାଇବାକୁ ଦେବେ ତେବେ ଆପଣଙ୍କ ଛୁଆ ଙ୍କ ବ୍ରେନ କମ୍ପୁଟର ଭଳି କାମ କରିବକୁ ଲାଗିବ । ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର କୁ କିପରି ଭାବରେ ପ୍ରସ୍ତୁତ କରିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣଙ୍କୁ ଯେଉଁ ପ୍ରଥମ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ନଡ଼ିଆ । ନଡ଼ିଆ ଛୁଆ ଙ୍କ ବ୍ରେନ ଡେଭଲପ୍ କରିବାରେ ବହୁତ ସାହାଯ୍ୟ କରିଥାଏ । ତେବେ ଆପଣ ୨୦ ଗ୍ରାମ ର ନଡ଼ିଆ ନିଅନ୍ତୁ ଏବଂ ଏହାକୁ ଛୋଟ ଛୋଟ ପିସ କରି କାଟି ଦିଅନ୍ତୁ । ଏହାପରେ ଆପଣଙ୍କୁ ଯେଉଁ ଦ୍ଵିତୀୟ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି, ପିସ୍ତା ବାଦାମ । ଆପଣଙ୍କୁ ଏହା ମାର୍କେଟ ରେ ସହଜ ରେ ମିଳିଯିବ ।

ଏହା ମଧ୍ୟ ବ୍ରେନ ଡେଭଲପ୍ମେଣ୍ଟ ରେ ସହାୟକ ହୋଇଥାଏ । ଆପଣ ୫ଟି ପିସ୍ତା ବାଦାମ ନିଅନ୍ତୁ ଏବଂ ତାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହାପରେ ଆପଣଙ୍କୁ ତୃତୀୟ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ଅଖରୋଟ୍ । ଅଖରୋଟ୍ ମଧ୍ୟ ଛୁଆ ମାନଙ୍କ ବ୍ରେନ ଡେଭଲପ୍ କରିବାରେ ଲାଭଦାୟୀ ହୋଇଥାଏ । ଆପଣ ମାତ୍ର ଗୋଟିଏ ଅଖରୋଟ୍ କୁ ନିଅନ୍ତୁ ଏହାକୁ ଭାଙ୍ଗି ଅଖରୋଟ୍ କୁ କାଢ଼ି ଛୋଟ ଛୋଟ ପିସ କରି କାଟି ଦିଅନ୍ତୁ ।

ଏହାପରେ ଆପଣ ଏହି ୩ଟି ସାମଗ୍ରୀ କୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଆପଣଙ୍କୁ ବର୍ତ୍ତମାନ ଶେଷ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ମିଶ୍ରି । ଆପଣ ସ୍ୱାଦ ଅନୁସାରେ ମିଶ୍ରି କୁ ସେହି ମିଶ୍ରଣ ରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କ ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଆପଣ ଏହାକୁ ନିଜ ଛୁଆ ଙ୍କୁ ଖାଇବାକୁ ଦିଅନ୍ତୁ ଏବଂ ଏହା ଧ୍ୟାନ ରଖିବେ ଯେ ଏହି ମିଶ୍ରଣ କୁ ଚୋବାଇ ଚୋବାଇ ଖାଇବାକୁ ହେବ ।

ଏହାକୁ ଖାଇବା ପରେ ଆପଣ ନିଜ ଛୁଆ ଙ୍କୁ ଏକ ଗ୍ଲାସ କ୍ଷୀର ପିଇବାକୁ ଦିଅନ୍ତୁ । ଆପଣ ଦିନ ର ଯେ କୌଣସି ସମୟ ରେ ମଧ୍ୟ ଏହାକୁ ଖାଇ ପାରିବେ । ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ । ଆପଣଙ୍କୁ ଏହାର ଲାଭ ନିଶ୍ଚିତ ଭାବରେ ପ୍ରାପ୍ତ ହେବ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *