ପ୍ରଥମ ଥର ପାଇଁ Ollywood ର ଲୋକପ୍ରିୟ Singer ମାନଙ୍କର ରିଅଲ ଲାଇଫ ସ୍ତ୍ରୀ ମାନଙ୍କୁ ଦେଖନ୍ତୁ, ଆଗରୁ କେବେ ଦେଖି ନଥିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ଗାୟକ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ସବୁ ଗାୟକ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ଗୁଡିକ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ଗାୟକ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ଏମାନେ ଅନେକ ସୁପର ହିଟ ଫିଲ୍ମରେ ଗୀତ ଗାଇ ପ୍ରସିଦ୍ଧି ହାସଲ କରିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ଗାୟକ ମାନଙ୍କର ରିଅଲ ଲାଇଫ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଗାୟକ ମାନଙ୍କର ରିଅଲ ଲାଇଫ ପତ୍ନୀ ମାନଙ୍କ ବିଷୟରେ ।

ଋତୁରାଜ ମହାନ୍ତି- ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଗାୟକ ଋତୁରାଜ ମହାନ୍ତି । ଋତୁରାଜ ଅନେକ ସୁପର ହିଟ ଫିଲ୍ମରେ ଗୀତ ଗାଇ ପ୍ରସିଦ୍ଧି ହାସଲ କରିଛନ୍ତି । ତାଙ୍କ ପତ୍ନୀଙ୍କ ନାମ ହେଉଛି ଶୀତଲ ନଗର । ସେ ୨୦୧୭ ମସିହାରେ ଶୀତଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ହ୍ୟୁମାନ ସାଗର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର । ହ୍ୟୁମାନଙ୍କ ରିଅଲ ଲାଇଫ ପତ୍ନୀଙ୍କ ନାମ ହେଉଛି ଶ୍ରୀୟା ମିଶ୍ର । ଏହି ଦୁଇଜଣ ୨୦୧୭ ମସିହାରେ ବିବାହ କରିଥିଲେ ।


ସୋୟମ ପାଢି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ଫେମସ ଗାୟକ ସୋୟମ ପାଢି । ସୋୟମଙ୍କ ପତ୍ନୀଙ୍କ ନାମ ହେଉଛି ଈପ୍ସିତା ପାଣିଗ୍ରାହୀ । ଏହି ଦୁଇଜଣ ୨୦୧୮ ମସିହାରେ ବିବାହ କରିଥିଲେ ।

ଅଭିଜିତ ମଜୁମଦାର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ଫେମସ ଗାୟକ ଅଭିଜିତ ମଜୁନ୍ଦାର । ଅଭିଜିତଙ୍କ ରିଅଲ ଲାଇଫ ପତ୍ନୀଙ୍କ ନାମ ହେଉଛି ରଞ୍ଜିତା ମଜୁନ୍ଦାର ।

ବିଷ୍ଣୁମୋହନ କବି- ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ବିଷ୍ଣୁମୋହନ କବି । ବିଷ୍ଣୁ ହେଉଛନ୍ତି ଓଡିଶାର ଏକ ଫେମସ ସିଙ୍ଗର ଓ ତାଙ୍କ ପତ୍ନୀଙ୍କ ନାମ ହେଉଛି ପ୍ରତିନନ୍ଦା ପଣ୍ଡା ।

ସତ୍ୟଜିତ ପ୍ରଧାନ- ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଗାୟକ ସତ୍ୟଜିତ ପ୍ରଧାନ । ସତ୍ୟଜିତ ଅନେକ ସୁପର ହିଟ ଫିଲ୍ମରେ ଗୀତ ଗାଇ ସଫଳତା ହାସଲ କରିଛନ୍ତି । ତାଙ୍କ ପତ୍ନୀଙ୍କ ନାମ ହେଉଛି ରଶ୍ମୀ ।

ତାରିକ ଅଜିଜ- ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରସିଦ୍ଧ ଗାୟକ ତାରିକ ଅଜିଜ । ଆପଣ ମାନେ ସମସ୍ତେ ତାରିକଙ୍କର ଅନେକ ସୁପର ହିଟ ଗୀତ ଗୁଡିକୁ ନିଶ୍ଚୟ ଶୁଣିଥିବେ । ତାରିକଙ୍କ ରିଅଲ ଲାଇଫ ପତ୍ନୀଙ୍କ ନାମ ହେଉଛି ସାହିନ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *