ପିଆଜକୁ ଏହି ପ୍ରକାରରେ ଖାଆନ୍ତୁ, ମାତ୍ର ଗୋଟିଏ ସପ୍ତାହରେ ଅର୍ଶ [PILES] ଶୁଖିକି ଝଡ଼ିଯିବ- Health Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ବିଭିନ୍ନ ପ୍ରକାର ରୋଗ ବା ସମସ୍ୟା ଦେଖା ଦେଇଥାଏ।ଏହି ରୋଗ ଏଉ ମୁକ୍ତି ପାଇବା ପାଇଁ ଆମେ ବଜାରରେ ମିଳୁଥିବା ଅନେକ ପ୍ରକାର ଔଷଧ ସେବନ କରିଥାଉ।କିନ୍ତୁ ସେଥିରୁ ଆମକୁ ବିଶେଷ କିଛି ଲାଭ ମିଳି ନ ଥାଏ।ବନ୍ଧୁଗଣ ଯେତେବେଳେ ଆମେ ଅର୍ଶ ରୋଗ ରେ ପୀଡିତ ଥାଉ ସେତେବେଳେ ଆମକୁ ବହୁତ ଯନ୍ତ୍ରଣା ହୋଇଥାଏ।ସେହି ଯନ୍ତ୍ରଣା ରୁ ରକ୍ଷା ପାଇବା ପାଇଁ ଆମେ ଡାକ୍ତର ଙ୍କ ପରାମର୍ଶ କରି ଔଷଧ ଖାଇଥାଉ ଏହା ଦ୍ୱାରା ସେ ରୋଗ ସମ୍ପୂର୍ଣ୍ଣ ଭାବରେ ଭଲ ହୋଇ ନ ଥାଏ।

ବାସ କିଛି ସମୟ ପାଇଁ ଆରାମ ମିଳିଥାଏ କିନ୍ତୁ ପୁଣି ଏହା ଯନ୍ତ୍ରଣା ଦେଇଥାଏ।କିନ୍ତୁ ବନ୍ଧୁଗଣ ଆମେ ଏଠାରେ ଆପଣଂକୁ ଜଣାଇଦେଉ ଅଛୁ କି ପ୍ରାକୃତିକ ଉପାୟ ରେ ଏହି ରୋଗ କୁ ସମ୍ପୁର୍ଣ୍ଣ ଭାବରେ ଭଲ କରା ଯାଇ ପାରିବ।କିନ୍ତୁ ସେଥିପାଇଁ ତାହାକୁ ଭଲ ଭାବରେ ପ୍ରସ୍ତୁତ କରି ଖାଇବାକୁ ପଡିଥାଏ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ ଉପାୟ ରେ କଣ ଖାଇବା ଦ୍ୱାରା ଏହି ଅର୍ଶ ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯାଇଥାଏ।

ବନ୍ଧୁଗଣ ଅର୍ଶ ରୋଗ କୌଣସି ବୟସର ଲୋକ ମାନଙ୍କୁ ହୋଇପାରେ।ବିଶେଷ କରି ଯେଉଁ ଲୋକ ମାନଙ୍କର ପେଟ ରୋଗ ଓ କବଚ ଭଳି ରୋଗ ରହିଛି ସେମାନଙ୍କୁ ହିଁ ବେଶୀ ହୋଇଥାଏ।ଗର୍ଭବତୀ ମହିଳାଙ୍କୁ ମଧ୍ୟ ଏହି ରୋଗ ହେବାର ବହୁତ ଆଶଙ୍କା ରହିଥାଏ।ତେବେ ବନ୍ଧୁଗଣ ଆଜି ଆମେ ଏପରି ଏକ ପ୍ରାକୃତିକ ଉପାୟ ସମ୍ପର୍କରେ ଆପଣଂକୁ କହିବୁ ଯାହା ଦ୍ୱାରା ଆପଣଙ୍କର ବହୁତ ପୁରୁଣା ଅର୍ଶ ମଧ୍ୟ ଭଲ ହୋଇଯିବ ଓ ସେଥିପାଇଁ ଅସତ୍ରୋ ପଚାର ମଧ୍ୟ କରିବାକୁ ପଡିବ ନାହିଁ।

କିନ୍ତୁ ବନ୍ଧୁଗଣ ଯାହା ଆମେ ଏଠାରେ କହିବୁ ତାହାକୁ ଠିକ ସେହିପରି ହିଁ କରିବାକୁ ପଡିବ।ତେବେ ବନ୍ଧୁଗଣ ଏଥିପାଇଁ ପ୍ରଥମ ସାମଗ୍ରୀ ହେଉଛି ପିଆଜ।ପିଆଜ ରେ ଥିବା ବିଭିନ୍ନ ଉପାଦାନ ଅର୍ଶ ରୋଗ କୁ ଭଲ କରି ଦେଇଥାଏ ଓ ଏହା ଆମକୁ ଆଜି ସହଜ ରେ ମଧ୍ୟ ମିଳିଯାଇଥାଏ।ଏବେ ଏହା ପାଇଁ ଦ୍ଵିତୀୟ ଆବଶ୍ୟକୀୟ ସାମଗ୍ରୀ ଟି କଳା ରାଶି।ଏହା ଆପଣଂକୁ ଅତି ସହଜ ରେ ପାଖ ଦୋକାନ ରେ ମିଳିଯିବ।

ଏହାକୁ ବନେଇବା ପାଇଁ ଆବଶ୍ୟକୀୟ ତୃତୀୟ ସାମଗ୍ରୀ ଟି ହେଉଛି ମିଶିରି।ଏହା ଆପଣଂକୁ ଅତି ସହଜ ରେ ମିଳି ଯାଇପାରିବ।ଏହା ପରେ ଏହି ପ୍ରାକୃତିକ ଔଷଧ କୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ଚତୁର୍ଥ ସାମଗ୍ରୀ ଟି ହେଉଛି ସୁଦ୍ଧ ଗାଈ ଘିଅ।ତେବେ ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରାଯିବ।

ବନ୍ଧୁଗଣ ପ୍ରଥମେ ଏକ ପିଆଜ କୁ ନେଇ ତାହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦେବା।ଏହା ପରେ ଏକ କୌଣସି ପାତ୍ର ରେ ଦେଶୀ ଗାଈ ଘିଅ ନେଇ ତାହାକୁ ଗରମ କରନ୍ତୁ ଓ ଏହା ପରେ ସେଥିରେ ପିଆଜ ପକାଇ ଭାଜନ୍ତୁ।ଏହାକୁ ସେତେବେଳ ପର୍ଯ୍ୟନ୍ତ ଭାଜନ୍ତୁ ଯେତେବେଳ ଯାଏ ଏହାର ରଙ୍ଗ ହାଲୁକା ମାଟିଆ ରଙ୍ଗ ହୋଇଯିବ।ପିଆଜ କୁ ଭଲ ଭାବରେ ଭାଜି ନେବା ପରେ ଏହାକୁ ଏକ ପାତ୍ର ରେ ବାହାର କରି ଆଣନ୍ତୁ।ଏହା ପରେ ମିଶିରି ଓ କଳା ରାଶିକୁ ଗୁଣ୍ଡ କରିନେବା।ଗୁଣ୍ଡ କରିବା ପରେ ଏହାକୁ ପୂର୍ବରୁ ଭାଜି ରଖିଥିବା ପିଆଜ ସହିତ ମିଶାଇ ଦେବା।

ଏହା ପରେ ଏହାକୁ ଭଲ ଭାବରେ ମିଶ୍ରଣ କରି ଦିଅନ୍ତୁ।ବର୍ତ୍ତମାନ ଏହା ପ୍ରସ୍ତୁତ ହୋଇଯାଇଛି।ବନ୍ଧୁଗଣ ଆପଣ ଏହାକୁ ଦିନ ର କୌଣସି ସମୟରେ ମଧ୍ୟ ସେବନ କରି ପାରିବେ।ଏହାକୁ ସେବନ କରିବା ସମୟ ରେ ଏହାକୁ ଭଲ ଭାବରେ ଚୋବାଇ କରି ସେବନ କରନ୍ତୁ।ଏହି ପରି ଏହାକୁ ଘରେ ପ୍ରସ୍ତୁତ କରି ଖାଇବା ଦ୍ୱାରା ଆପଣଙ୍କର ଅର୍ଶ ରୋଗ ସମ୍ପୁର୍ଣ୍ଣ ଭଲ ହୋଇଯାଇଥାଏ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ। ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *