ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଏହା ସହ ଲୋକମାନେ ନିଜ ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ଚ୍ୟାଲେଞ୍ଜ ଆସିଥାଏ ।

ଏହି ସବୁ ଚ୍ୟାଲେଞ୍ଜ କରିବାକୁ ଲୋକମାନଙ୍କୁ ବେସ ମଜା ଲାଗିଥାଏ । ସେମାନେ ସେହି ଚ୍ୟାଲେଞ୍ଜ ଜିତନ୍ତୁ କି ହାରନ୍ତି ସେମାନେ ବାରମ୍ବାର ଏଭଳି ଚ୍ୟାଲେଞ୍ଜ କରିବା ପାଇଁ ଚାହିଁ ବସିଥାନ୍ତି । ତେବେ ବନ୍ଧୁଗଣ ଯଦି ଆପଣ ନିଜକୁ ବହୁତ ବୁଦ୍ଧିମାନ ଭାବୁଛନ୍ତି ତା ହେଲେ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ନେଇ ଆସିଛୁ ।
ଯଦି ଆପଣ ଏହି ଚ୍ୟାଲେଞ୍ଜ କରିଦେବେ ତା ହେଲେ ଆପଣ ଦୁନିଆର ବହୁତ ବଡ ବୁଦ୍ଧିମାନ କାରଣ ୧୦୦ ରୁ ୯୯ ପ୍ରତିଶତ ଲୋକ ଏହି ଚ୍ୟାଲେଞ୍ଜରେ ଫେଲ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଚ୍ୟାଲେଞ୍ଜ ବିଷୟରେ । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଫଟୋକୁ ଦେଖି ଲୋକ ମାନଙ୍କର ମୁଣ୍ଡ ଚକ୍କର ଖାଉଛି । ଏହି ଫଟୋକୁ ଆଇଏଫଏସ ଅଫିସର @dharamifs_HP ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେହି ଏହି ଫଟୋକୁ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି ‘ଏହି ଫଟୋରେ ଥିବା ପକ୍ଷୀକୁ ଖୋଜୋ’ । ଏହି ଫଟୋଟି ଯେତେବେଳେ ଲୋକ ମାନଙ୍କ ପାଖକୁ ଆସିଲା ସେତେବେଳେ ସେମାନେ ଚ୍ୟାଲେଞ୍ଜ ଆକସେପ୍ଟ ତ କରିଦେଲେ ହେଲେ ଚ୍ୟାଲେଞ୍ଜ କରିବା ବେଳେ ତାଙ୍କର ମୁଣ୍ଡ ଚକ୍କର ଖାଇଲା ।

ବନ୍ଧୁଗଣ ଏହି ଫଟୋରେ ଏକ ଗଛ ଦେଖା ଯାଉଛି ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି କି ଏହି ଗଛ ମଧ୍ୟରେ ଏକ ପେଚା ଲୁଚିଛି । ଟିକେ ଧ୍ୟାନ ଦେଇ ଏହି ଫଟୋକୁ ଦେଖନ୍ତୁ ଯଦି ଆପଣ ଏହି ଫଟୋରେ ଥିବା ପେଚାକୁ ଖୋଜି ଦେଇଛନ୍ତି ତା ହେଲେ ଆପଣ ବହୁତ ବଡ ବୁଦ୍ଧିମାନ ମଣିଷ ଅଟନ୍ତି । ଫଟୋରେ ଥିବା ପେଚା ସହଜରେ ଏଥିପାଇଁ ଦେଖାଯାଉ ନାହିଁ କାରଣ ପେଚା ଓ ଗଛର ରଙ୍ଗ ସମାନ ଅଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଚ୍ୟାଲେଞ୍ଜଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

