ସମୁଦ୍ର ଭିତରେ କିପରି କାମ କରିଥାଏ ଏହି ସବୁ ମେସିନ ! ଯଦି ଜାଣି ନାହାନ୍ତି ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଜି କାଲିର ବର୍ତ୍ତମାନ ସମୟରେ ଲୋକମାନେ ପ୍ରତ୍ଯେକ କାର୍ଯ୍ୟ ପାଇଁ ଜନ୍ତ୍ର ମେସିନ ଉପରେ ନିର୍ଭର କରୁଛନ୍ତି । କାରଣ ଜନ୍ତ୍ର ଚାଳିତ ମେସିନ ଦ୍ଵାରା ମନୁଷ୍ୟ ଛୋଟ ଠାରୁ କରି ବହୁତ ବଡ ବଡ କାମ ମଧ୍ୟ ଆରମରେ କରିପାରିବ । ତେଣୁ ଏହି ସବୁ ମେସିନ ସାହାଜ୍ଯରେ ବହୁତ ଗୁଡିଏ ଜିନିଷ ମଧ୍ୟ ତିଆରି କରାଯାଉଛି । ବଡ ବଡ ବିଲଡିଙ୍ଗ ଠାରୁ ଆରମ୍ଭ କରି ବହୁତ ବଡ ବଡ ଯାନବାହାନ ମଧ୍ୟ ନିର୍ମାଣ କରାଯାଉଛି ।

ଚାଳନ୍ତୁ ସେହି ମେସିନ ବିଷୟରେ କିଛି କଥା ଜାଣିବା । ବର୍ତ୍ତମାନ ସମୟରେ ଯେଉଁ ସବୁ ବଡ ବଡ ବିଲଡିଙ୍ଗ ବିଭିନ୍ନ ପ୍ରକାର ପ୍ରୋଜେକ୍ଟ ତିଆରି କରାଯାଉଛି । ତାହାକୁ ସବୁ ତିଆରି କରିବାକୁ ବହୁତ ସମୟ ଲାଗିଥାଏ । ଏହା ସହିତ ବହୁତ କର୍ମଚାରୀ ସହିତ ଅନେକ ଟଙ୍କା ମଧ୍ୟ ବେୟ କରାଯାଇଥାଏ । ସେହି ସବୁ ବିଲଡିଙ୍ଗ ନିର୍ମାଣ କରାଯିବା ସମୟରେ ଯେଉଁ ସବୁ ମେସିନ ବ୍ୟବହାର କରାଯାଇଥାଏ ।

ତାହାକୁ ରଖିବା ପାଇଁ ମଧ୍ୟ ବହୁତ ବଡ ଜାଗାର ଆବଶ୍ୟକତା ରହିଥାଏ । ଯେପରି ଏହିସବୁ କାମ ପାଇଁ କ୍ରେନର ବ୍ୟବହାର କରାଯାଇଥାଏ । ବହୁତ ବଡ କାମ ପାଇଁ ବହୁତ ବଡ କ୍ରେନର ଆବଶ୍ୟକତା କରାଯାଇଥାଏ । ତେଣୁ ଏହା ବହୁତ ଜାଗାର ବି ଦରକାର ପଡିଥାଏ । ମାମୋଏଟ ନାମକ ବଡ କ୍ରେନ ସହାୟତାରେ କାର୍ଯ୍ୟ କରାଯାଇଥାଏ ।

ଯେତେବେଳେ ସେହି କ୍ରେନକୁ ରଖିବାକୁ ଜାଗା ନଥାଏ । ସେ ନିଜର ବଡ କ୍ରେନରୁ କିଛି ଗୁଡିଏ ଭାଗରେ ବିଭକ୍ତ କରିଦେଇଥାଏ । ତେଣୁ ଯେଉଁ କାର୍ଯ୍ୟ ପାଇଁ ମେସିନର ଯେଉଁ ପାର୍ଟ ଆବଶ୍ୟକ ରହିଥାଏ । ସେହି ପାର୍ଟକୁ ସେହି ଠାରେ ଅଳ୍ପ ଜାଗାରେ ମଧ୍ୟ ରଖା ଯାଇ କାର୍ଯ୍ୟ କରାଯାଇପାରିବ । ପାଣିରେ ବହୁତ ବଡ ବଡ ପାଣି ଜାହାଜ ଚାଲିଥାଏ । ପାଣି ଜାହାଜକୁ ତିଆରି କରିବା ସମୟରେ ବହୁତ ସମୟ ଓ ଟଙ୍କାର ଖର୍ଚ ହୋଇଥାଏ ।

ତେଣୁ ପ୍ରଥମେ ଜାହାଜକୁ ତିଆରି କରିବାର ଏକ ବହୁତ ବଡ ଇଞ୍ଜିନିଅର ମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥାଏ । ତାପରେ ଯୋଜନା ମୁତବକ ଜାହାଜର ସବୁ ପାର୍ଟ ଗୁଡିକ ପ୍ରସ୍ତୁତ କରାଯାଇଥାଏ । ତାପରେ ସବୁ ଠାରୁ ବଡ କଥା ହେଉଛି । ଜାହାଜର ପାର୍ଟ ନିର୍ମାଣ କରାଯିବା ପରେ ଏହାକୁ ଠିକ ଜାଗାରେ ଖଞ୍ଜି ହିଁ ଜାହାଜଟି ସଂପୂର୍ଣ୍ଣ କରି ପାଣିରେ ଚଳାଇବାର ସକ୍ଷମ କରିବେ ।

ତେଣୁ ସେଥିପାଇଁ  ମେୟର ୱରଫଟ ନାମକ ବଡ କ୍ରେନ ମେସିନ ସାହାଜ୍ଯରେ ଜାହାଜର ପାର୍ଟ ଗୁଡିକ ଠିକ ଠିକ ଜାଗାରେ ଖଞ୍ଜାଯାଇଥାଏ । ଏହାପରେ ବଡ ବଡ ପାଣିଜାହାଜକୁ ସଂପୂର୍ଣ୍ଣ କରି ପାଣି ମଧ୍ୟ ଆରାମରେ ଚଳାଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *