ଫଟୋରେ ଟୋପି ପିନ୍ଧିଥିବା ଏହି କୁନି ପିଲାଟି ଆଜି ସମସ୍ତଙ୍କ ହୃଦୟରେ କରୁଛି ରାଜ, କଣ ଆପଣ ଚିହ୍ନି ପାରିଲେ…

ବନ୍ଧୁଗଣ, ସାଧାରଣତଃ ମନୋରଞ୍ଜନ ଦୁନିଆରେ ଗୋଟିଏ ରୁ ବଡ କଳାକାର ଉପସ୍ଥିତ ଅଛନ୍ତି, ଯେଉଁମାନେ କି ନିଜ ପରିଶ୍ରମ ବଳରେ ଆଜି ନିଜର ଏକ ସ୍ଵତନ୍ତ୍ର ପରିଚୟ ହାସଲ କରିଛନ୍ତି । ଏହି କଳାକାର ମାନେ ନିଜ ଦମରେ ଲୋକଙ୍କ ହୃଦୟରେ ନିଜର ଏକ ଖାସ ଜାଗା ବନାଇଛନ୍ତି । ଅଧିକାଂଶ ସମୟରେ ଫ୍ୟାନ୍ସ ମାନେ ନିଜ ପସନ୍ଦର କଳାକାର ମାନଙ୍କ ସମ୍ବନ୍ଧରେ ଅଧିକ ଜାଣିବାକୁ ଇଛା କରିଥାନ୍ତି ।

ଫ୍ୟାନ୍ସ ମାନେ ନିଜ ଫେବରେଟ କଳାକାର ଙ୍କ ସମ୍ବନ୍ଧରେ ଜାଣିବା ନିମନ୍ତେ ସବୁ ପ୍ରକାର ପ୍ରୟାସ କରିଥାନ୍ତି । ଟିଭି ସିରିୟଲ ହେଉ ଅଥବା ବଲିଉଡ ଇଣ୍ଡଷ୍ଟ୍ରୀର କଳାକାର ମାନେ ସୋ-ସି-ଆ-ଲ ମି-ଡି-ଆରେ ବହୁତ ସକ୍ରିୟ ଥିବାର ଦେଖିବାକୁ ମିଳିଥାନ୍ତି । ଏହି କାରଣରୁ ସେମାନେ ନିଜ ଫ୍ୟାନ୍ସ ମାନଙ୍କ ସହିତ ଜଡିତ ହୋଇ ରହିଥାନ୍ତି । ଅଧିକାଂଶ ସମୟରେ ଏହି କଳାକାର ମାନେ ନିଜ ଜୀବନରେ ଜଡିତ ହୋଇ ରହିଥିବା ଅଧିକାଂଶ କଥା କୁ ସୋ-ସି-ଆ-ଲ ମି-ଡି-ଆ ରେ ଫ୍ୟାନ୍ସ ମାନଙ୍କ ସହିତ ସେଯାର କରିଥାନ୍ତି ।

ସେହିଭଳି ଆମେ ଆଜି ଆପଣଙ୍କୁ ଏକ ଫଟୋଚିତ୍ର ଦେଖାଇବାକୁ ଯାଉଅଛୁ । ଏଥିରେ ଏକ ଦୁର୍ବଳ ଥିବା ପତଳା ଛୁଆଟି ନିଜ ମୁଣ୍ଡରେ ଟୋପି ପିନ୍ଧିଥିବାର ଦେଖିବାକୁ ମିଳିଛି । ଆପଣ ମାନେ ଏହି ଛୁଆଟିକୁ ଚିହ୍ନି ପାରିଲେ କି ? ଯଦି ଆପଣ ଚିହ୍ନି ପାରୁ ନାହାଁନ୍ତି ତେବେ ଆମେ ଆପଣଙ୍କୁ ଜଣାଇ ଦେବାକୁ ଯାଉଛୁ ଯେ ଟୋପି ପିନ୍ଧିଥିବା ଏହି ଛୋଟ ଛୁଆଟି ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀର ନାମିଦାମି କମେଡିଆନ କପିଲ ଶର୍ମା । ଏହା କପିଲ ଶର୍ମାଙ୍କର ପିଲା ଦିନର ଫଟୋଚିତ୍ର ଅଟେ ।

ସେ ଏହି ଫଟୋଚିତ୍ର କୁ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟ ତଥା ଇଂଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଫଟୋଚିତ୍ର ରେ ସେ ବହୁତ ନିରୀହ ନଜର ଆସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯେତେବେଳେ ତାଙ୍କ ବୟସ 8 ରୁ 10 ବର୍ଷ ଥିଲା ଏହି ଫଟୋ ଟି ସେହି ସମୟର ବୋଲି ସୂଚନା ମିଳିଛି ।

ସେତେବେଳେ ସେ ବହୁତ ପତଳା ଦେଖାଯାଉଥିଲେ ଏବଂ ଏହାକୁ ଦେଖିଲା ପରେ କେହି ମଧ୍ୟ କହି ପାରିବେ ନାହିଁ ଯେ ସେ କପିଲ ଶର୍ମା ଅଟନ୍ତି ବୋଲି । କପିଲ ଶର୍ମା ଏହି ଫଟୋ କୁ ପୋଷ୍ଟ କରି କମେଣ୍ଟ ରେ ଲେଖିଥିଲେ “ଭାଇ ଭାଇ” । କମେଡିଆନ କପିଲା ଶର୍ମା ନିଜ ଫ୍ୟାନ୍ସ ମାନଙ୍କୁ ଏହା ଦର୍ଶାଇଛନ୍ତି ଯେ ଏହି ଫଟୋଚିତ୍ର ଟି 28 ବର୍ଷ ପୁରୁଣା ଅଟେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *