‘UP ର ଲୋକ ଭୋକିଲା ମରିଯିବେ, ହେଲେ Yogi ଙ୍କୁ ହିଁ ଦେବେ’ ଲେଖି ଟ୍ବିଟ କଲେ KRK ତ ଲୋକ ଏମିତି ଦେଖେଇ ଦେଲେ ତାଙ୍କୁ ତାଙ୍କର ଔକାତ

ବନ୍ଧୁଗଣ ବଲିଉଡ କଳାକାର କମାଲ ରଶିଦ ଖା-ନ ତାଙ୍କ ଓଲୋଟା ସିଧା ଟ୍ବି-ଟ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଗତ କିଛି ଦିନ ତଳେ କେଆରକେ ମୋଦୀ ଓ ଯୋଗୀ ଆଦିତ୍ୟନାଥଙ୍କ ବିଷୟରେ ଏକ ପୋ-ଷ୍ଟ କରିଥିଲେ । ଏହା ସହିତ ସେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାବତଙ୍କୁ ମଧ୍ୟ ଟା-ର୍ଗେ-ଟ କରିଛନ୍ତି । ଏହି ମାମଲାରେ କେଆରକେ ଉତ୍ତର ପ୍ରଦେଶରେ ହେବାକୁ ଯାଉଥିବା ଆଗାମୀ ନିର୍ବାଚନକୁ ନେଇ କହିଲେ-‘ଉତ୍ତର ପ୍ରଦେଶ ଲୋକ ମାନେ ଭୋକିଲା ମ-ରି-ଯି-ବେ ହେଲେ ଭୋଟ ଯୋଗୀଙ୍କୁ ହିଁ ଦେବେ’ ।

ଏହା ସହିତ ସେ ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟା-ର୍ଗେ-ଟ କରି କହିଲେ ଯେ- ‘ମୋଦୀ ଆଉ ଯୋଗୀ ଅତି ସହଜରେ ଉତ୍ତର ପ୍ରଦେଶକୁ ହାତରୁ ଛାଡିବେ ନାହିଁ । ମୋର ପୁରା ବିଶ୍ଵାସ ଅଛି ଯେ ନିର୍ବାଚନର ୧୦ ରୁ ୧୫ ଦିନ ପୂର୍ବରୁ ଦେଶରେ କିଛି ବଡ କା-ର୍ଣ୍ଣ-ମା ହେବ, ଯେମିତି ପୂର୍ବରୁ ସର୍ଜିକାଲ ଷ୍ଟ୍ରା-ଇ-କ ଓ ପୁଲବାମା ହୋଇଥିଲା’ । କେଆରକେଙ୍କ ଏହି ପୋ-ଷ୍ଟ ପରେ ଲୋକ ମାନଙ୍କର ପ୍ରତିକ୍ରିୟା ଆସିବାକୁ ଲାଗିଲା ।

ଜଣେ ୟୁଜର କମେଣ୍ଟ କରି କହିଲେ- ‘ସେମିତି କରୁଥାଅ ମିଆ, ତମ ପୋ-ଷ୍ଟରେ ୨୫୦ ଲାଇକ ଆସେ ହେଲେ ମୋଦୀଙ୍କର ୧୦୦ କୋଟି ଶୁଭ ଚିନ୍ତକ ଅଛନ୍ତି’ । ଦୀପକ ସିଂହ ନାମକ ଏକ ୟୁଜର ଲେଖିଲେ-‘ଠିକ କହିଲ ଏମିତି ନହେଉ ଯେ ଏହି ସର୍ଜିକାଲ ଷ୍ଟ୍ରା-ଇ-କ ଆପଣଙ୍କ ଉପରେ ହେଇ ଯାଉ’ ।

ଜଣେ ଅନ୍ୟ ୟୁଜର ଲେଖିଲେ- ‘ଭାଇ ତୁ ଯେଉଁଠି ଅଛୁ ଯାହା ବି କରୁଛୁ କର, ଉତ୍ତର ପ୍ରଦେଶ ପାଇଁ ଅଧିକ ଚିନ୍ତା କର ନାହିଁ । ଯୋଗୀ ଆଦିତ୍ୟନାଥ ବହୁତ ଭଲ କାମ କରୁଛନ୍ତି ଆଉ ଆଗକୁ ମଧ୍ୟ ନିର୍ବାଚନରେ ବିଜେପି ସରକାର ହେବ’ । କିଶୋର କୁମାର ଶର୍ମା ନାମକ ଜଣେ ୟୁଜର ଲେଖିଛନ୍ତି- ‘ଆପଣ ଧ୍ୟାନ ରଖିବେ ଯେମିତି ଆପଣଙ୍କ ଉପରେ ସର୍ଜିକାଲ ଷ୍ଟ୍ରା-ଇ-କ ନହେଇ ଯାଉ । ଆରେ ଅଲଗା କଥା ବି କିଛି କୁହ, ଉତ୍ତର ପ୍ରଦେଶକୁ କାହିଁକି ଏତେ ମନେ ପକାଉଛ’ ।

ପଲିଟିକାଲ ଭାବି ନାମକ ଜଣେ ୟୁଜର ଲେଖିଛନ୍ତି- ‘ଆପଣ ଏଠିକାର ଚିନ୍ତା କରନ୍ତୁ ନାହିଁ ଦୁବାଇରେ ମଜା କରନ୍ତୁ’ । ଆଉ ଜଣେ ୟୁଜର କେଆରକେଙ୍କୁ କହିଲେ-‘ଏ ସେହି ଗଦାର ଯିଏ ୨୦୧୪ ରେ ବିଜେପି ସରକାର ଆସିବା ପରେ ଦେଶ ଛାଡି ଚାଲି ଯାଇଥିଲା’ । ଏହା ପରେ କେଆରକେ ଆଉ ଗୋଟେ ଟ୍ବିଟ କରିଲେ ଯେଉଁଥିରେ ସେ କଙ୍ଗନାଙ୍କୁ ଟା-ର୍ଗେ-ଟ କରିଥିଲେ ।

କେଆରକେ ଲେଖିଲେ- ‘ଯେତେବେଳେ ଆମ ଦେଶରେ ଖରାପ କଥା କହୁଥିବା ଲୋକଙ୍କୁ ପଦ୍ମଶ୍ରୀ ଭଳି ନାସନାଲ ପୁରସ୍କାର ଦିଆ ଯାଉଛି ତେବେ ଏହି ସରକାରୀ ପୁରସ୍କାର ଠାରୁ ତ ଭଲ ଫିଲ୍ମ ଫେୟାର ପୁରସ୍କାର ଅଟେ’ । ତା ହେଲେ ବନ୍ଧୁଗଣ କେଆରକେଙ୍କ ଏହି ପୋ-ଷ୍ଟ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *