ବାପା Babushan ଙ୍କ ମିଛ କାନ୍ଦକୁ ଧରିନେଲା ପୁଅ ଗୁଆନ, ଠୋ-ଠୋ ହେଇ ହସିଲେ Aparajita, ଦେଖନ୍ତୁ ମଜାଦାର ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ବାପା ବାବୁଶାନ ଙ୍କ ସହିତ ମିଶି ତାଙ୍କ ପୁଅ ବର୍ତ୍ତମାନ କରିବାରେ ଲାଗି ଅଭିନୟ । ବାପା କୁ ଗୁଆନ ଚୁପ ଚୁପ ବୋଲି କହିଦେଉଛି । ବାବୁଶାନ ନିଜ ପୁଅ ସହିତ ଖେଳିବାକୁ ଯାଇ ମିଛରେ କାନ୍ଦି କାନ୍ଦି ଏଭଳି କିଛି ଅଭିନୟ କରୁଥିବାର ନଜର ଆସିଥିଲେ । କିନ୍ତୁ ପୁଅ ଧରି ଦେଉଛି ବାପାର ଅଭିନୟ । ସର୍ବଭାରତୀୟ ସ୍ତରରେ ବାବୁସାନ ଙ୍କର “ଦମନ” ଚଳଚିତ୍ରର ଅଭିନୟ କୁ ସମସ୍ତେ ପ୍ରଶଂସା କରୁଥିବା ବେଳେ ଅପର ପାର୍ଶ୍ଵରେ କିନ୍ତୁ ପୁଅ ଧରି ଦେଉଛି ବାପା ଙ୍କ ଅଭିନୟ ।

ବାପା ମିଛରେ ମିଛରେ କାନ୍ଦୁଛନ୍ତି ବୋଲି ପୁଅ ଗୁଆନ ଜାଣିଛି । ବାବୁଶାନ ନିଜ ପୁଅ ସହିତ ଖେଳୁଥିବା ସମୟରେ ତାଙ୍କ ପାଖରେ ବସିଛନ୍ତି ଅପରାଜିତା । ନାତି କୁ ଆଉ ପୁଅକୁ ଏହା ସାଙ୍ଗରେ ଖେଳୁଥିବା ଦେଖି ତାଙ୍କ ମନ ସତରେ ବହୁତ ଖୁସି ହୋଇଯାଇଥିବା ନଜର ଆସିଥିଲା । ଅପରାଜିତା କହୁଥାନ୍ତି ନାତି ଗୁଆନ ଙ୍କୁ ଯେ ବାପା କାନ୍ଦୁଛନ୍ତି ତାଙ୍କୁ ଗେଲ କରିଦେ । ପୁଅ ଗୁଆନ ମଧ୍ୟ ହସି ହସି ଯାଇ ବାପା ବାବୁଶାନ ଙ୍କୁ ଗେଲ କରିବାରେ ବ୍ୟସ୍ତ ।

ତେବେ ବର୍ତ୍ତମାନ ବାବୁଶାନ ନିଜର ଖାଲି ସମୟ ପୁଅ, ମା’ ଏବଂ ନିଜର ସ୍ତ୍ରୀ ତଥା କିଛି ବିଶେଷ କାମରେ ଲଗାଉଛନ୍ତି । ପରିବାରରେ ହିଁ ପ୍ରକୃତ ଖୁସି ଲୁଚି ରହିଥାଏ ବୋଲି ବାବୁଶାନ ବର୍ତ୍ତମାନ ଅନୁଭବ କରି ସାରିଲେଣି । ଏଥିପାଇଁ ସେ ନିଜ ପୁଅ ଗୁଆନ ସହିତ ଏଭଳି ଖେଳିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବାପ ପୁଅର ସମ୍ପର୍କ ନିଆରା ଅଟେ ।

ଏହି ସମ୍ପର୍କର ବାଖ୍ୟା ବୋଧହୁଏ ଶବ୍ଦ କିଛି ଟା କରି ହେବ ନାହିଁ । ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହୋଇଥିବା ବାପ ପୁଅ ଙ୍କ ଏହିଭଳି ଯୁଗଳବନ୍ଦୀ ର ଦୃଶ୍ୟ ଦେଖି ଦର୍ଶକେ ଅନୁଭବ କରିଛନ୍ତି ଯେ କେତେ ଖୁସି ଲାଗେ ଯେତେବେଳେ ପୁଅଟିଏ ବାପ ସହିତ ଖେଳେ ।

ଅଭିନେତା ବାବୁଶାନ ଏବଂ ପୁଅ ଗୁଆନ ଙ୍କ ଏହିଭଳି ଦୃଶ୍ୟ କୁ ମା’ ଅପରାଜିତା ଏବଂ ସ୍ତ୍ରୀ ତୃପ୍ତି ଦେଖି ହସି ଖୁସି ନଜର ଆସୁଥିବାର ପରିଲକ୍ଷିତ ହୋଇଛି । ତେବେ ବାବୁଶାନ ଏହିଭଳି ଖୁସିରେ ଜୀବନ ଜାପନ କରି ଫ୍ୟାନ୍ସ ମାନଙ୍କୁ ଏହିଭଳି ଭଲ ଭଲ ଫିଲ୍ମ ଦେଇ ଚାଳନ୍ତୁ ବୋଲି ଭଗବାନ ଙ୍କ ନିକଟରେ ପ୍ରାର୍ଥନା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *