ସିରିଏଲ ‘ସିନ୍ଦୁର ର ଅଧିକାର’ ର ଲିଡ ନାୟିକା ପବିତ୍ରାଙ୍କ ଜୀବନୀ ଓ ପରିବାର, ଆଗରୁ କେବେ ବି ଜାଣି ନଥିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ପବିତ୍ରାଙ୍କ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ଧାରାବାହିକ ‘ସିନ୍ଦୁରର ଅଧିକାର’ରେ ପବିତ୍ରାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ପବିତ୍ରା ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ପବିତ୍ରାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ସେ ନିଜ ପର୍ଶନାଲ ଲାଇଫ ଓ ତାଙ୍କ ସୁନ୍ଦରତା ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପବିତ୍ରାଙ୍କ ଅଭିନୟ କାରିୟର ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ପବିତ୍ରାଙ୍କ ବିଷୟରେ ।

‘ସିନ୍ଦୁରର ଅଧିକାର’ ସିରିଏଲରେ ପବିତ୍ରା ସିରିଏଲର ମୁଖ୍ୟ ଅଭିନେତ୍ରୀ ଇତିଙ୍କ ମା ଭୂମିକାରେ ନଜର ଆସୁଛନ୍ତି । ପବିତ୍ରାଙ୍କ ଜବରଦସ୍ତ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି । ଏହା ପୂର୍ବରୁ ପବିତ୍ରା ଓଡିଆ ଲୋକପ୍ରିୟ ସିରିଏଲ ‘ତୁଳସୀ’ରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସିଥିଲେ ।

‘ତୁଳସୀ’ ସିରିଏଲଟି ଶେଷ ହେବା ପରେ ସେ କିଛି ଦିନ ଓଡିଆ ଟିଭି ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ରହିଥିଲେ । ଏହା ପରେ ସେ ‘ସିନ୍ଦୁରର ଅଧିକାର’ ସିରିଏଲ ମାଧ୍ୟମରେ ପୁଣି ଓଡିଆ ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ସମୟରେ ପବିତ୍ରା ଭୁବନେଶ୍ବରରେ ତାଙ୍କ ପରିବାର ସହ ରହୁଛନ୍ତି । ତାଙ୍କ ପରିବାରରେ ତାଙ୍କ ବାପା, ମା ଓ ସାନ ଭାଇ ଅଛନ୍ତି । ବର୍ତ୍ତମାନ ପବିତ୍ରାଙ୍କୁ ୨୬ ବର୍ଷ ବୟସ ହୋଇଛି । ସେ ସିନ୍ଦୁରର ଅଧିକାର ସିରିଏଲର ଗୋଟିଏ ଏପିସୋଡ କରିବାକୁ ୧୦ ହଜାର ଟଙ୍କା ନିଅନ୍ତି ।

ତାଙ୍କର ଜବରଦସ୍ତ ଅଭିନୟକୁ ଲୋକମାନେ ବେସ ପସନ୍ଦ କରୁଛନ୍ତି ଓ ଏହି କାରଣ ପାଇଁ ‘ସିନ୍ଦୁରର ଅଧିକାର’ ସିରିଏଲଟି ବହୁତ କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ‘ସିନ୍ଦୁରର ଅଧିକାର’ ସିରିଏଲରେ ପବିତ୍ରାଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *