ହାତ, ଛାତି ଓ ପାଟି ସାହାଯ୍ୟରେ ବାଜା ବଜାଉଛି ସପ୍ତମ ଶ୍ରେଣୀର ଛାତ୍ର ଜଗା, ବିଶ୍ୱାସ ହେଉନଥିଲେ ବି ସତ ! ଥରେ ଶୁଣିଲେ ବାରମ୍ବାର ଶୁଣିବାକୁ ଇଚ୍ଛା ହେଉଛି..ଦେଖନ୍ତୁ Video

ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆ ହେଉଛି ଏକ ଏପରି ପ୍ଲାଟ ଫର୍ମ ଯେଉଁଠି ଲୋକମାନେ ନିଜ ଟ୍ୟାଲେଣ୍ଟ ଦେଖାଇ ଫେମସ ହୋଇପାରିବେ । ହେଲେ ବର୍ତ୍ତମାନର ସମୟରେ କେତେକ ଛୋଟ ଛୋଟ ଛୁଆ ମାନେ ବହୁତ କମ ବର୍ଷରେ ଅଧିକ ଟ୍ୟାଲେଣ୍ଟ ପଦର୍ଶନ କରୁଛନ୍ତି ଯାହା ବିଷୟରେ ଲୋକମାନେ କଳ୍ପନା ମଧ୍ୟ କରିପାରୁ ନାହାନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଛୋଟ ଛୁଆଟି ବହୁତ ଫେମସ ଅଛି ।

ଛୁଆଟିର ବୟସ ବହୁତ କମ ଅଛି ହେଲେ ସେ ନିଜ ପାଟି ଓ ନିଜ ହାତ ସାହାର୍ଯ୍ୟରେ ବାଦ୍ୟ ପରିବେଷଣ କରୁଛି । ମାତ୍ର ୧୨ ବର୍ଷ ବୟସରେ ଛୁଆଟିର ଏହି ଟ୍ୟାଲେଣ୍ଟକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଛୁଆ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଏହି ୧୨ ବର୍ଷ ଛୁଆଟି ବୌଦ୍ଧ ଜିଲ୍ଲା କଣ୍ଟାମାଳା ବ୍ଲୋକ ଅନ୍ତର୍ଗତ ଖଟକଟିଆ ନୋଡାଲ ସ୍କୁଲରେ ପାଠ ପଢନ୍ତି ।

ସେହି ଛୁଆଟି ସପ୍ତମ ଶ୍ରେଣୀରେ ପାଠ ପଢୁଛନ୍ତି ଓ ତାଙ୍କ ନାମ ହେଉଛି ଜଗନ୍ନାଥ ନାୟକ । ମାତ୍ର ୧୨ ବର୍ଷ ବୟସରେ ସଠିକ ତାଳ ଓ ଲୟ ସହ ସୁନ୍ଦର ବାଜା ବଜାଉଛନ୍ତି । ପ୍ରଥମେ ସେ ତାଙ୍କ ବାପାଙ୍କ ମୃଦଙ୍ଗ ଆବାଜ ଶୁଣି ନିଜ ହାତରେ ଅଭ୍ଯାସ କରୁଥିଲେ । ପରେ ସେହି ବାଦ୍ୟ ଶୁଣି ସ୍କୁଲରେ ତାଙ୍କ ଶିକ୍ଷକ ମାନେ ବାଦ୍ୟ ବଜାଇବା ପାଇଁ କହିଥିଲେ । ଫଳରେ ଧୀରେ ଧୀରେ ଏହା ତାଙ୍କ ଅଭ୍ଯାସରେ ପରିଣତ ହୋଇଥିବାର ଜଗନ୍ନାଥ କୁହନ୍ତି ।

ଜଗନ୍ନାଥଙ୍କ ଏହି ଟ୍ୟାଲେଣ୍ଟ ପାଇଁ ତାଙ୍କ ବାପା ବହୁତ ଅଧିକ ଖୁସି ଅଛନ୍ତି । ତାଙ୍କ ସ୍କୁଲ ଶିକ୍ଷକ ମାନେ ମଧ୍ୟ ତାଙ୍କୁ ବହୁତ ସପୋର୍ଟ କରୁଛନ୍ତି । ଗତ କିଛି ଦିନ ହେବ ଜଗନ୍ନାଥଙ୍କ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ସେହି ଭିଡିଓରେ ସେ ପାଟି ଓ ହାତରେ ବାଜା ବଜାଉଥିବାର ନଜର ଆସୁଛନ୍ତି ।

ଜଗନ୍ନାଥ ସ୍କୁଲର ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇ ନିଜ ଟ୍ୟାଲେଣ୍ଟ ଦେଖାଇଛନ୍ତି । ଶିକ୍ଷକ ମାନେ ମଧ୍ୟ ତାଙ୍କୁ ସବୁବେଳେ ଉତ୍ସାହିତ କରନ୍ତି । ଜଗନ୍ନାଥ ଯେତେବେଳେ ବି ସମୟ ପାନ୍ତି ସେତେବେଳେ ସେ ଏହି ବାଜା ବାଯାଇଥାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଜଗନ୍ନାଥ ନାୟକଙ୍କ ଏହି ଟ୍ୟାଲେଣ୍ଟ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *