ପରିବାର ସହ Mihir Das ଙ୍କ ଶେଷ ଜନ୍ମଦିନ, ଦେଖିଲେ କାନ୍ଦି ପକେଇବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଜୀବନରେ ଅନେକ କଷ୍ଟ ଓ ସଂଘର୍ଷ କରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ମିହିର ଦାସ । ବନ୍ଧୁଗଣ ମିହିର ଦାସଙ୍କର ଅନେକ ସୁପର ହିଟ ଫିଲ୍ମ ଆପଣ ମାନେ ଦେଖିଥିବେ । ସେ ଅନେକ ଫିଲ୍ମର ନାୟକ ଓ ଖଳନାୟକର ଭୂମିକାରେ ନଜର ଆସିଛନ୍ତି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ମିହିର ଦାସ ପ୍ରସିଦ୍ଧି ହାସଲ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ହେଲେ ବନ୍ଧୁଗଣ ଆଜି ଏକ ବଡ ଦୁଃଖର ଖବର ସାମ୍ନାକୁ ଆସିଛି ମିହିର ଦାସ ଏହି ଦୁନିଆରେ ନାହାନ୍ତି । ଦୀର୍ଘ କିଛି ବର୍ଷ ହେବ ମିହିର କିଡ୍ନି ଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ । ତାଙ୍କ ଅବସ୍ଥା ଗୁରୁତ୍ଵର ହୋଇଯିବାରୁ ଗତ କିଛି ଦିନ ତଳେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । ହେଲେ ବନ୍ଧୁଗଣ ଗତ କିଛି ସମୟ ପୂର୍ବରୁ ମିହିର ଆମ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ।

ବନ୍ଧୁଗଣ ବର୍ତ୍ତମାନ ମିହିର ଦାସଙ୍କ ଜନ୍ମର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓଟି ହେଉଛି ମିହିରଙ୍କ ଶେଷ ଜନ୍ମଦିନ ଭିଡିଓ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମିହିରଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ମିହିର ପ୍ରତି ବର୍ଷ ନିଜ ଜନ୍ମ ଦିନକୁ ଅତି ଧୁମଧାମର ସହ ପାଳନ କରନ୍ତି ।

ଏହି ଭିଡିଓରେ ମିହିର ନିଜ ପରିବାର ଲୋକଙ୍କ ସହ ନିଜର ଜନ୍ମ ଦିନ ପାଳନ କରୁଥିବାର ନଜର ଆସୁଛନ୍ତି । ମିହିର ନିଜ ଜନ୍ମ ଦିନରେ କେକ କାଟୁ ଥିବାର ଓ ବହୁତ ଅଧିକ ଖୁସି ନଜର ଆସୁଥିବାର ଜଣା ପଡ଼ୁଛନ୍ତି । ହେଲେ ଏହି ଭିଡିଓକୁ ଦେଖି ଲୋକମାନେ ବହୁତ ଭାବବହୁଳ ହୋଇଯାଉଛନ୍ତି କାରଣ ମିହିର ଆଉ ଆମ ମାନଙ୍କ ମଧ୍ୟରେ ନାହାନ୍ତି । ତା ହେଲେ ବନ୍ଧୁଗଣ ମିହିର ଦାସଙ୍କର ଏହି ଜନ୍ମ ଦିନ ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *