ପାରା ବା କାଉର ପର ମିଳିଲେ ଚୁପଚାପ ରଖି ଦିଅନ୍ତୁ ଘରର ଏହି କୋଣରେ, ହେବାକୁ ଲାଗିବେ ମାଲାମାଲ

ସବୁ ମଣିଷ ବଡ଼ଲୋକ ହେବା ଓ ପଇସା ରୋଜଗାର କରିବାକୁ ଚାହାନ୍ତି , ସେ ଚାହାନ୍ତି କି ତାଙ୍କ ପାଖରେ ଏତେ ପଇସା ହେଉ ଯେମିତି ସେ ନିଜର ଓ ପରିବାରଙ୍କ ଦରକାର ଜିନିଷ ସବୁ ପୁରଣ କରିପାରିବ । କିନ୍ତୁ କିଛିବି ଜିନିଷ ପାଇବାକୁ ହେଲେ ପରିଶ୍ରମର ଆବଶ୍ୟକତା ହୋଇଥାଏ । ଏମିତି ବହୁତ୍ କମ ଲୋକେ ଥିବେ ଯିଏ ବିନା ପରିଶ୍ରମ କରି ନା କମେଇ ଦିଅନ୍ତି । ଏମିତି ଲୋକଙ୍କ ଭାଗ୍ୟ ତାଙ୍କ ସାଙ୍ଗରେ ଥାଏ । କିନ୍ତୁ ସମସ୍ତଙ୍କ ସହିତ ଏହା ହୋଇନଥାଏ । ସମାଜରେ ଗୋଟେ ବଡ଼ଲୋକ ଓ ସଫଳ ବ୍ୟକ୍ତି ହେବାପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ।

କଣ ଆପଣ କାହାକୁ ବିନା ପରିଶ୍ରମ କରି ବଡ଼ଲୋକ ହେବାର ଦେଖିଛନ୍ତି । ଦେଖି ନାହାନ୍ତି ନା , କାହିଁକି ନା ଏମିତି ହୁଏ ନାହିଁ । ଗୁରୁଜନ ମାନେ କୁହନ୍ତିକି ବିନା ପରିଶ୍ରମ କରି ଫଳ ମିଳେନାହିଁ , ତାଙ୍କର କହିବା କଥାକୁ ଯଦି ବ୍ୟକ୍ତିର କର୍ମ ଭଲ ହେବ ତାକୁ ସଫଳତା ଆପେଆପେ ମିଳିବ , କିନ୍ତୁ କେତେଥର ଲୋକେ କଠିନ ପରିଶ୍ରମ କରିବା ପରେ ମଧ୍ୟ ସଫଳ ହୁଅନ୍ତି ନାହିଁ , ସେ ଯାହା ବି କରନ୍ତି ନିରାଶ ହିଁ ହାତରେ ଲାଗିଥାଏ ସଫଳତା ନୁହେଁ ।

ବାସ୍ତୁଶାସ୍ତ୍ର ସବୁ ଘରେ ବଡ଼ ମହତ୍ୱ ରଖିଥାଏ , ଖୁସିର ଜୀବନ ଓ ସୁଖୀ ପରିବାରରେ ବାସ୍ତୁଶାସ୍ତ୍ର ମୁଖ୍ୟ ଭୂମିକା ରଖିଥାଏ । କିଛି ଲୋକେ ଏହାକୁ ଅଣଦେଖା ମଧ୍ୟ କରି ଦିଅନ୍ତି ଓ କିଛି ଲୋକ ବାସ୍ତୁକୁ ଧ୍ୟାନରେ ରଖି କି କାର୍ଯ୍ୟ କରିଥାନ୍ତି । ଯଦି ବାସ୍ତୁର ବ୍ୟବହାର ଠିକ ଭାବରେ କରାଯାଏ ତେବେ ଏହା ଆପଣଙ୍କ ଭାଗ୍ୟକୁ ବଦଳାଇ ପାରିଥାଏ।

ବାସ୍ତୁଶାସ୍ତ୍ରରେ କିଛି ଜିନିଷ ଏମିତି ହୋଇଥାଏ ଯାହାକୁ ଘରେ ରଖିଲେ ଶୁଭ ହୋଇଥାଏ , ଏହି ବସ୍ତୁକୁ ଘରେ ରଖିଲେ ପଇସାର ଅଭାବ ହୋଇନଥାଏ ଏବଂ ଘରେ ସକାରାତ୍ମକ ଊର୍ଜାର ପରିଚାଳନା ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ କହିବୁ ଯାହାକୁ କରିବା ପରେ ସଫଳତା ନିଶ୍ଚୟ ମିଳିବ ଓ ଆପଣଙ୍କର ସବୁ ମନର ଆଶା ପୂରଣ ହେବ ।

ଉପାୟ –

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ପାରା ଓ କାଉର ପର ରଖିବା ବହୁତ ଶୁଭ ହୋଇଥାଏ , ଯଦି ଆପଣ ଚାହୁଁଛନ୍ତି ଘରେ ଶାନ୍ତି ରହୁ ତେବେ ଚୁପଚାପ ଗୋଟେ ସାଧା କପଡ଼ାରେ ପାରା ଓ କାଉର ପରକୁ ବାନ୍ଧି ଓ ତାକୁ ନାଲି ରଙ୍ଗର ଧାଗାରେ ଗୁଡାଇ ନିଜର ଆଲମାରି ବା ପଇସା ରଖିଥିବା ସ୍ଥାନରେ ରଖି ଦିଅନ୍ତୁ , ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ ଓ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ ।

ଘରେ ସୁଖ ଶାନ୍ତି ଓ ଧନ ସର୍ବଦା ରଖିବା ପାଇଁ ପଞ୍ଚ ମୁଖ ଥିବା ହନୁମାନଙ୍କ ମୂର୍ତ୍ତି ଘରର ଦକ୍ଷିଣ ପଶ୍ଚିମ ଦିଗରେ ରଖି ଦିଅନ୍ତୁ ଓ ପ୍ରତିଦିନ ପୂଜା କରନ୍ତୁ । ଘରେ ସବୁବେଳେ ଖୁସି ରହିବ ।

ବାସ୍ତୁ ଅନୁସାରେ ଘରେ କଇଞ୍ଚ ରଖିବା ଶୁଭ ହୋଇଥାଏ , ଘରେ ଟଙ୍କା ପଇସାର ଅଭାବ ଦୁର କରିବା ପାଇଁ ମେଟାଲର ତିଆରି କଇଞ୍ଚ ରଖନ୍ତୁ, ଯଦି ସମ୍ଭବ ହେବ ସତସତିକା କଇଞ୍ଚ ରଖିଲେ ଭଲ , ଏମିତି କରିବା ଦ୍ୱାରା ଟଙ୍କା ପଇସା ସମ୍ବନ୍ଧୀୟ ଅସୁବିଧା ଧୀରେ ଧୀରେ ଦୁର ହୋଇଯିବ।

ଯଦି ଆପଣ ଆପଣଙ୍କ ଘରର ସବୁ ଦୋଷକୁ ଏକା ସହିତ ଦୁର କରିବାକୁ ଚାହୁଁଛନ୍ତି ,ତେବେ ବାସ୍ତୁଶାସ୍ତ୍ରରେ ଏହାର ମଧ୍ୟ ଗୋଟେ ଉପାୟ ଅଛି । ଏଥିପାଇଁ ଆପଣ କେବଳ ଗୋଟେ କାମ କରିବାକୁ ପଡ଼ିବ ଆପଣଙ୍କୁ ବାସ୍ତୁ ଦେବତାଙ୍କ ମୂର୍ତ୍ତି ବା ଫଟୋ ନିଜ ଘରେ ରଖିବେ । ବାସ୍ତୁ ଦେବତାଙ୍କ ଫଟୋ ରଖିବା ଦ୍ଵାରା ସବୁ ଦୋଷ ମନକୁ ମନ ଦୂର ହୋଇଯାଏ ।

ଯଦି ଆପଣ ବି ଏହି ସମସ୍ୟାରେ ଅଛନ୍ତି ତେବେ ଆମର ଏହି ଟିପ୍ସ ଆପଣାଇ ଦେଖନ୍ତୁ, ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହିତ ସେଆର କରି ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *