Babushan ଓ Shivani ନୂଆ ଫିଲ୍ମ ପାଇଁ ବାହାରିଲେ ପଣ୍ଡିଚେରୀ, ଦେଖନ୍ତୁ ଏ ନେଇ କଣ କହିଲେ Babushan Mohanty

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନୂଆ ଫିଲ୍ମ ପାଇଁ ଓଡିଶାର ସୁପରଷ୍ଟାର ବାବୁଶାନ ଓ ଓଡିଆ ସିନେ ଜଗତର ଚୁଲବୁଲି ନାୟିକା ଶିବାନୀ ପଣ୍ଡିଚେରୀ ଯିବେ । ହଁ ବନ୍ଧୁଗଣ ଓଡିଶାର ଆଗ ଧାଡିର କଳାକାର ବାବୁଶାନ ମହାନ୍ତିଙ୍କର ଦମନ ଫିଲ୍ମ ସୁପରହିଟ୍ ହେଲା ପରେ ତାଙ୍କ ଅଭିନୀତ ଆହୁରି ଭଲ ଭଲ ଫିଲ୍ମ ଆଗାମୀ ସମୟରେ ଦେଖିବାକୁ ମିଳିବ ବୋଲି ବହୁ ଦର୍ଶକଙ୍କର ଇଛା ରହିଛି । ତେବେ ବର୍ତ୍ତମାନ ସମୟରେ ଗଣମାଧ୍ୟମ ଆଗରେ ବାବୁସାନ ଫିଲ୍ମ ସମ୍ପର୍କିତ ନିଜସ୍ୱ କିଛି ପ୍ରତିକ୍ରିୟା ରଖିଛନ୍ତି ।

ତେବେ ବାବୁସାନଙ୍କର କହିବା ଅନୁଯାଇ ସେ ସବୁବେଳେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ବେସ୍ଟ ଦେବା ପାଇଁ ଚାହିଁଥାନ୍ତି । ତେବେ ସେ ନିଜକୁ ହିରୋ ନଭାବି ଦର୍ଶକ ମାନଙ୍କୁ ହିରୋ ଭାବିଥାନ୍ତି । କାରଣ ସେ ଯେତେ ବି ଭଲ ଫିଲ୍ମ କରିଥାନ୍ତୁ କିନ୍ତୁ ଯଦି ସେହି ଫିଲ୍ମକୁ ଦର୍ଶକଙ୍କର ଭଲ ପାଇବା ମିଳିପାରିବ ନାହିଁ । ତେବେ ସେ ଫିଲ୍ମରେ ହିଟ୍ ହୋଇପାରିବ ନାହିଁ । ତେବେ ଓଡିଶା ଦର୍ଶକଙ୍କର ଓଡିଆ ଫିଲ୍ମ ପ୍ରତି ସବୁବେଳେ ଭଲ ପାଇବା ରହୁ ବୋଲି ବାବୁସାନ କହିଛନ୍ତି ।

ତେବେ ବାବୁସାନଙ୍କର ଆଗକୁ ଅନେକ ଗୁଡିଏ ଫିଲ୍ମ ଆସିବା ପାଇଁ ଯାଉଛି । ତେବେ ସେହି ଫିଲ୍ମ ଗୁଡିକ ବିଷୟରେ ବହୁତ କିଛି ତଥ୍ୟ ତ ବାବୁସାନଙ୍କର ମୁହଁରୁ ଶୁଣିବାକୁ ମିଳିପାରିଲା ନାହିଁ । ତେବେ ବାବୁସାନଙ୍କର କହିବା ଅନୁଯାଇ ସମୟ ଆସିଲେ ସେ ନିଶ୍ଚୟ ସବୁ କିଛି ରିଭିଲ କରିବେ ବୋଲି କହିଛନ୍ତି । ତାପରେ ବାବୁସାନଙ୍କର ଆଗାମୀ ସମୟରେ ବହୁତ ଭଲ ଏକ ଓଡିଆ ଫିଲ୍ମ ଆସିବା ପାଇଁ ଯାଉଛି ।

ଯେଉଁଥିରେ ବାବୁସାନଙ୍କର ନାୟିକା ରୂପେ ସୁନ୍ଦରୀ ଅଭିନେତ୍ରୀ ଶିବାନୀଙ୍କୁ ଦେଖିବାକୁ ମିଳିବ । ତେବେ ଭୁବନେଶ୍ବର, ବାରିପଦା ଓ ପଣ୍ଡିଚେରୀ ଭଳି ବହୁତ କିଛି ଜାଗାରେ ଫିଲ୍ମଟି ସୁଟିଙ୍ଗ ହେବା ପାଇଁ ଯାଉଛି । ତେବେ ବାବୁସାନ ମିଡିଆ ଆଗରେ ଏପରି କିଛିବାର ମଧ୍ୟ ଶୁଣିବାକୁ ମିଳିଛି । ଯେଉଁଠି ବାବୁସାନ କହିଛନ୍ତି । ସିନେ ଜଗତରେ ସେ ନିଜର ପରିଶ୍ରମ ସବୁବେଳେ ଜାରୀ ରଖନ୍ତି ।

ତେବେ ଦମନ ଫିଲ୍ମ ପରି ଆହୁରି ଭଲ ଭଲ ଫିଲ୍ମ କରିବାକୁ ଚେଷ୍ଟା କରିବେ । ତେବେ ଦମନ ଫିଲ୍ମରେ ବାବୁସାନ ନଥାଇ ଯଦି ଆଉ କେହି ହିରୋ ରହିଥାନ୍ତେ । ତେବେ ମଧ୍ୟ ଫିଲ୍ମଟି ସୁପରହିଟ୍ ହୋଇପାରିଥାନ୍ତା । କାରଣ ବାବୁସାନଙ୍କର କହିବା ଅନୁଯାଇ ଭଲ କଣ୍ଟେଣ୍ଟକୁ ନେଇ ଭଲ ଭଲ କାହାଣୀ ଆଧାରିତ ଫିଲ୍ମ ପ୍ରସ୍ତୁତ କରିଲେ । ଲୋକ ମାନେ ନିହାତି ଓଡିଆ ଫିଲ୍ମକୁ ଭଲ ପାଇବା ଦେବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *