ଦେଖନ୍ତୁ କେମିତି ବାପାଙ୍କ ଗୀତ ଗାଇ ଖୁସି ହେଉଛି Human Sagar ଙ୍କ କୁନି ଝିଅ ଆଉ ମା’କୁ କହୁଛି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାର କୋଣ ଅନୁକୋଣରେ ଯାହାର କଣ୍ଠସ୍ଵର ପାଇଁ ଲୋକମାନେ ଦିୱାନା ହେଉଛନ୍ତି ସେ ଆଉ କେହି ନୁହନ୍ତି । ସେହି ହେଉଛନ୍ତି ସମସ୍ତଙ୍କର ପ୍ରିୟ ତଥା ବହୁ ଲୋକ ପ୍ରିୟତା ହାସଲ କରିଥିବା ହ୍ୟୁମାନ ସାଗର । ତେବେ ହ୍ୟୁମାନ ତାଙ୍କର ସ୍ଵର ପାଇଁ ଓଡିଶା ତଥା ଓଡିଶା ବାହାରେ ମଧ୍ୟ ବହୁ ପ୍ରସିଦ୍ଧି ଲାଭ କରିପାରିଛନ୍ତି । ତେବେ ତାଙ୍କ ଧର୍ମପତ୍ନୀ ଶ୍ରୀୟା ମଧ୍ୟ ଜଣେ ସିଙ୍ଗର ।

ତେବେ ଉଭୟ ହ୍ୟୁମାନ ଓ ଶ୍ରୀୟାଙ୍କର ଏକ ଗୀତ ରିଅଲିଟି ସୋ’ ରେ ଦେଖା ହୋଇଥିଲା । ତେବେ ଉଭୟ ସେଠାରେ ନିଜ ନିଜର ଗୀତ ପଦର୍ଶନ ପାଇଁ ଯାଇଥିଲେ । ତାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତାପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ । ବର୍ତ୍ତମାନ ସମୟରେ ହ୍ୟୁମାନ ଓ ଶ୍ରୀୟାଙ୍କର ଝିଅଟିଏ ଅଛି । ତେବେ ଉଭୟ ବାପା ଓ ମା’ ଙ୍କର କଣ୍ଠ ସ୍ଵର ଯେତିକି ସୁରିଲା ଓ ମଧୁର ।

ସେହିପରି ତାଙ୍କ କୁନି ଝିଅଙ୍କର କଣ୍ଠସ୍ଵର ସେତିକି ଶ୍ରୁତିମଧୁର । ତେବେ ହ୍ୟୁମାନଙ୍କର ଝିଅ ବାପା ହ୍ୟୁମାନଙ୍କର ଏକ ଗୀତ ବୋଲିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସମୟରେ ବହୁତ ଭାଇରାଲ ହେବାରେ ଲାଗିଛି । ତେବେ I MISS YOU ବୋଲି ଏକ ଓଡିଆ ଗୀତ ଗାଇଛନ୍ତି । ତେବେ ଯେହେତୁ ସେ କୁନି ଝିଅଟି । ତେବେ ତାଙ୍କର ତ ଏହି ଗୀତଟି ସଂପୂର୍ଣ୍ଣ ଭାବେ ମନେପଡୁନଥାଏ । ହେଲେ ତାଙ୍କ ଆଗରେ ତାଙ୍କ ମାମା ଗୀତଟିଏ ପଦେ ଗାଉଥାନ୍ତି ।

ତାପରେ ତାଙ୍କ ଝିଅ ପଦେ ଗାଉଥାନ୍ତି । ତେବେ ଏହିପରି ଭାବରେ କୁନି ଝିଅଟି ଗୀତ ବୋଲୁଥାନ୍ତି । ତେବେ ହ୍ୟୁମାନ ସାଗରଙ୍କର କୁନି ଝିଅ ଯେପରିI MISS YOU  ଓ I LOVE  YOU ଲଗାଇ ଗୀତଟି ବୋଲୁଥାନ୍ତି । ତାଙ୍କୁ ଶୁଣିଲେ ନିହାତି ଭାବେ ଆପଣଙ୍କର ନଜର କୁନି ଝିଅ ଉପରୁ ହଟିବନାହିଁ ।

ତେବେ ବର୍ତ୍ତମାନ ସମୟରେ ହ୍ୟୁମାନ ଓ ତାଙ୍କର ଧର୍ମପତ୍ନୀ ଶ୍ରୀୟାଙ୍କୁ ନେଇ ଚାଲିଥିବା ସମସ୍ଯାର ବହୁ ଶୀଘ୍ର ସମାଧାନ ହୋଇଯାଉ । ଏହା ସହିତ ହ୍ୟୁମାନ ସାଗର, ଶ୍ରୀୟା ଓ ତାଙ୍କର କୁନି ଝିଅ ବହୁତ ଭଲରେ ରୁହନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *