୨୦୧୨ ରେ ଶ୍ରୀୟାଙ୍କୁ ପ୍ରେମ କରି ପାଗଳ ପରି କାନ୍ଦୁଥିଲେ ହ୍ୟୁମାନ, ଏମିତି ଥିଲା ତାଙ୍କ ପ୍ରେମ କାହାଣୀ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦିନେ ଯେଉଁ ପ୍ରେମ ପାଇଁ ହ୍ୟୁମାନ ଦିନେ ପାଗଳ ପରି ହୋଇଯାଉଥିଲେ । ବର୍ତମାନ ସମୟରେ ସେହି ସମ୍ପର୍କରେ ଫାଟ ପଡିଯାଇଛି । ତେବେ ହ୍ୟୁମାନ ଓ ଶ୍ରୀୟା ଉଭୟ ଜଣେ ଜଣଙ୍କୁ ପ୍ରେମ କରି ବିବାହ କରିଥିଲେ । ତେବେ ଉଭୟ ପ୍ରଥମେ ପ୍ରେମ ବନ୍ଧନରେ ବାନ୍ଧି ହୋଇଥିଲେ । ତାପରେ ପ୍ରେମରେ ସେମାନେ ଉଭୟଙ୍କ ପାଇଁ ବହୁତ ଯତ୍ନଶୀଳ ହେବା ସହିତ ତାଙ୍କ ମଧ୍ୟରେ ଥିବା ଭଲ ପାଇବା ବହୁତ ବଢିଯାଇଥିଲା ।

ତାପରେ ସେମାନେ ଜୀବନ ସାରା ସାଥି ହୋଇ ରହିବା ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ । ତାପରେ କିଛି ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକ ଠାକ ଚାଲିଥିଲା । ହଟାତ ଉଭୟଙ୍କ ମଧ୍ୟରେ ଏପରି କଣ କାରଣ ଅଛି । ଯେଉଁ କାରଣରୁ ଉଭୟ ବର୍ତ୍ତମାନ ସମୟରେ ଅଲଗା ରହୁଛନ୍ତି । ତେବେ ପାରିବାରିକ କଳହ ଓ ହିଂସାବାଦ କାରଣରୁ ଉଭୟଙ୍କ ମଧ୍ୟରେ ଅନେକ ଦିନ ହେବ ମନମାଳିନ୍ୟ ଦେଖା ଯାଉଥିଲା ।

ଏହା ସହିତ ହ୍ୟୁମାନ ଶ୍ରୀୟାଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ଦେଉଥିଲେ । ଯେଉଁ କାରଣରୁ ହ୍ୟୁମାନଙ୍କର ଧର୍ମପତ୍ନୀ ଶ୍ରୀୟା ଥାନାର ଦ୍ଵାରସ୍ଥ ହୋଇଥିଲେ । ତେବେ ଦିନେ ଶ୍ରୀୟାଙ୍କୁ ପାଇବା ପାଇଁ ତାଙ୍କ ପ୍ରେମରେ ପାଗଳ ହୋଇ କାନ୍ଦି ପକାଉଥିଲା । ଏବେ ସେହି ହ୍ୟୁମାନ ନିଜ ସ୍ତ୍ରୀ ପାଇଁ ଏତେ କଠୋର କିପରି ହୋଇପାରିଲେ । ତେବେ ହ୍ୟୁମାନ ସାଗର ଓ ଶ୍ରୀୟା ଉଭୟ ହିଁ ଗୀତ ଦୁନିଆର ଜଣେ ଜଣେ ସିଙ୍ଗର ରୂପେ ମାନ୍ୟତା ପାଇଛନ୍ତି ।

ତେବେ ବର୍ତ୍ତମାନ ସମୟରେ ହ୍ୟୁମାନ ସାଗର ନିଜର ଗୀତ ପାଇଁ ବହୁ ଲୋକପ୍ରିୟତା ହାସଲ କରିପାରିଛନ୍ତି । ଯେଉଁ କାରଣରୁ କୋଣ ଅନୁକୋଣରେ ହ୍ୟୁମାନଙ୍କର କଣ୍ଠ ସ୍ଵର ସମସ୍ତଙ୍କୁ ମଧୁଆଲା କରିପାରିଛି । ତେବେ ହ୍ୟୁମାନ ସାଗରଙ୍କର ଏହି ପାରିବାରିକ କଳହ ବହୁତ ଶୀଘ୍ର ସମାଧାନ ହୋଇଯାଉ ବୋଲି ହ୍ୟୁମାନ ସାଗରଙ୍କର ପ୍ରଶଂଶକ ମାନଙ୍କର ଇଛା ରହିଛି ।

ତେବେ ଉଭୟଙ୍କୁ ୨ ଦିନର ଅପୋଷବୁଝାବଣାର ସମୟ ଦିଆଯାଇଛି । ଯଦି ଏହି ସମୟ ମଧ୍ୟରେ ଉଭୟଙ୍କର ସମସ୍ଯା ସମାଧାନ ହୋଇଯାଏ । ତେବେ ପୂର୍ବ ଭଳି ହସଖୁସିରେ ଜୀବନ ଅତିବାହିତ କରିବେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କରିବା ସହିତ ଆପଣଙ୍କର ମତାମତ ନିହାତି କମେଣ୍ଟ ଦ୍ଵାରା ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *