ବନ୍ଧୁଗଣ ଏହି ଦୁନିଆ ସହ ଜଡିତ ଏମିତି ବହୁତ କିଛି ପ୍ରସନ୍ନ ଓ ଉତ୍ତର ରହିଛି ଯାହା ବିଷୟରେ ସମସ୍ତ ମଣିଷ ଜାଣିବା ନିହାତି ଆବଶ୍ୟକ । ଏହି ସାଧାରଣ ଜ୍ଞାନ ଆମକୁ କେତେକ ପରୀକ୍ଷା ଓ କେତେକ ସ୍ଥାନରେ ବହୁତ ଉପକାର କରିଥାଏ ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଗୁରୁତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ବନ୍ଧୁଗଣ ଏହି ସବୁ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ବିଶ୍ୱ ର ସବୁଠାରୁ ବଡ଼ ସ୍କୁଲ କଣ ଅଟେ ?
ଉତ୍ତର- ମଣ୍ଟେସରି ସ୍କୁଲ (ଲକ୍ଷନୌ) ।
୨. ଗାଡ଼ି ର ନମ୍ବର ପ୍ଲେଡ଼ କେଉଁ ଦେଶ ସର୍ବ ପ୍ରଥମେ ଜାରି କରିଥିଲା ?
ଉତ୍ତର- ଫ୍ରାନ୍ସ ।
୩. ଇଜରାଇଲ ଦେଶର ଲୋକମାନେ କେଉଁ ଦେଶକୁ ଯାଇ ପାରିବେ ନାହିଁ ?
ଉତ୍ତର- ପାକିସ୍ତାନ ।
୪. କେଉଁ ପ୍ରାଣୀ ର କ୍ଷୀର ରେ ସବୁଠାରୁ ଅଧିକ ପ୍ରୋଟିନ ରହିଥାଏ ?
ଉତ୍ତର- ଛେଳି ।
୫. ନରେନ୍ଦ୍ର ମୋଦି ଙ୍କ ଗାଁ ର ନାମ କଣ ଅଟେ ?
ଉତ୍ତର- ବଡ଼ ନଗର ।
୬. ମନୁଷ୍ୟ ର ମସ୍ତିଷ୍କ କେତେ ବର୍ଷ ବୟସ ର ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ବଢ଼ିଥାଏ ?
ଉତ୍ତର- ୪୦ ବର୍ଷ ।
୭. କେଉଁ ଦେଶରେ ଗୋଟିଏ ମଧ୍ୟ ଟ୍ରାଫିକ ସିଗ୍ନାଲ ରହିନାହିଁ ?
ଉତ୍ତର- ଭୁଟାନ ।
୮. ସବୁଠାରୁ କମ ଭୂମିକମ୍ପ କେଉଁ ଦେଶରେ ହୋଇଥାଏ?
ଉତ୍ତର- ଭାରତ।
୯. କେଉଁ ପକ୍ଷୀ ର ପର ନାହଁ?
ଉତ୍ତର- କିବି।
୧୦. ଦୁନିଆର ସବୁଠାରୁ ବଡ଼ ଦେଶ କଣ ଅଟେ?
ଉତ୍ତର- ରୁଷ।
୧୧. କେଉଁ ଗଛ ମାଂସ ଖାଇଥାଏ?
ଉତ୍ତର- ଭେନ୍ସ ଫ୍ଲାଇ ଟ୍ରାପ।
୧୨. କେଉଁ ପ୍ରାଣୀ ଶରୀରରେ ସବୁଠାରୁ ଅଧିକ ରକ୍ତ ରହିଥାଏ ?
ଉତ୍ତର- ହାତୀ ଶରୀରରେ ସବୁଠାରୁ ଅଧିକ ରକ୍ତ ରହିଥାଏ ।
୧୩. ଭରତରେ ସବୁଠାରୁ ପ୍ରଥମେ ଟ୍ୟାକ୍ସି ସେବା କେଉଁ ସହରରୁ ଆରମ୍ଭ ହୋଇଥିଲା ?
ଉତ୍ତର- ବାଙ୍ଗାଲୁରୁ ସହରରୁ ଆରମ୍ଭ ହୋଇଥିଲା ।
୧୪. ରାତିରେ ଦେଖିଥିବା ସ୍ୱପ୍ନ କଣ ସତ ହୋଇଥାଏ?
ଉତ୍ତର- କିଛି ସ୍ବପ୍ନ ସତ ହୋଇଥାଏ।
୧୫. ଦୁନିଆ ରେ ଗୋଟିଏ ମିନିଟ ରେ କେତୋଟି ଛୁଆ ଜନ୍ମଗ୍ରହଣ କରିଥାନ୍ତି?
ଉତ୍ତର- ପାଖାପାଖି ୨୫୦ ଜଣ।
୧୬. ବିଶ୍ଵର କେଉଁ ଦେଶରେ ଗୋଟେ ହେଲେ ବି ନଦୀ ନାହିଁ ?
ଉତ୍ତର- ସାଉଦୀ ଆରବରେ
୧୭. କେଉଁ ଦେଶରେ ଗୋଟେ ହେଲେ ଛୁଆ ଜନ୍ମ ହୋଇନଥାଏ ?
ଉତ୍ତର- ବୋଟିକେନ ସିଟିରେ
୧୮ . ୫ ଓ ୯ ମଝିରେ ଏମିତି କେଉଁ ଚିହ୍ନ ଲାଗିବ ଯେଉଁଟା କି ୫ ରୁ ଅଧିକ ଏବଂ ୯ ରୁ କମ ହେବ ?
ଉତ୍ତର – ଦଶମିକ ଚିହ୍ନ ଲାଗିବା ଦ୍ଵାରା ସଂଖ୍ୟା ଟି ୫ ରୁ ଅଧିକ ଏବଂ ୯ ରୁ କମ ହେବ ।
ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ