Bollywood ର ଏହି 5 ହୀରୋ ରିଅଲ ଲାଇଫରେ ହେଇ ସାରିଛନ୍ତି ଚନ୍ଦା, ନକଲି ବାଳ ଦ୍ଵାରା ଚଲାନ୍ତି କାମ, 4 ନମ୍ବର Actor ନାଁ ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ବଲିଉଡରେ ଥିବା ସମସ୍ତ ଅଭିନେତା ମାନେ ନିଜ ବଡିକୁ ମେଣ୍ଟେନ କରି ରଖନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର କିଛି ବୟସ୍କ ଅଭିନେତା ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଏହି ଅଭିନେତା ମାନଙ୍କୁ ଆପଣ ମାନେ ଦେଖିଲେ ଆପଣ ତାଙ୍କର ବୟସର ସୀମା ନିରୂପଣ କରିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଫେମସ ଅଭିନେତା ମାନଙ୍କ ବିଷୟରେ ।

ସଲମାନ ଖାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ସଲମାନ ଖାନ । ଆପଣ ମାନେ ସଲମାନଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ସଲମାନଙ୍କୁ ବର୍ତ୍ତମାନ ୫୩ ବର୍ଷ ବୟସ ହୋଇସାରିଛି । ଗୋଟେ ସମୟରେ ସଲମାନ ଖାନଙ୍କ କେସ ବହୁତ ମାତ୍ରାରେ ଝାଡୁଥିଲା । ଏହି ସମସ୍ୟାକୁ ଦୂର କରିବା ପାଇଁ ସଲମାନ ଆମେରିକା ଯାଇ ହେୟାର ବାବିଙ୍ଗ କରେଇଥିଲେ ।

ଅମିତାବ ବଚ୍ଚନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅମିତବ ବଚ୍ଚନ । ବର୍ତ୍ତମାନ ଅମିତାବ ୭୫ ବର୍ଷ ବୟସର ହୋଇସାରିଛନ୍ତି । ଏହି ବୟସରେ ଅମିତାବ ନିଜ ବଡିକୁ ବହୁତ ମେଣ୍ଟେନ କରି ରଖୁଛନ୍ତି । ୪୫ ବର୍ଷ ବୟସରେ ଅମିତାବଙ୍କ କେସ ଝାଡିବାରେ ଲାଗିଥିଲା । ଏହାପରେ ଅମିତାବ ଆମେରିକା ଯାଇ ନିଜ କେସ ସମସ୍ୟାକୁ ଦୂର କରିଥିଲେ ।

ଗୋବିନ୍ଦା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା । ଗୋଟେ ସମୟରେ ଗୋବିନ୍ଦା ବଲିଉଡକୁ ଅନେକ ସୁପର ହିଟ ଫିଲ୍ମ ଦେଇଥିଲେ ହେଲେ ୨୦୦୦ ମସିହାରେ ଗୋବିନ୍ଦାଙ୍କ କେସ ଝାଡିବାରେ ଲାଗିଥିଲା । ଏହାପରେ ସେ ନିଜର ହେୟାର ଟ୍ରାନ୍ସପ୍ଳାଣ୍ଟ କରିଥିଲେ ।

କପିଲ ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ କମେଡିଆନ କପିଲ ଶର୍ମା । କପିଲ ନିଜ ସୁନ୍ଦର ଅଭିନୟ ଓ କମେଡି ଦ୍ଵାରା ପ୍ରସିଦ୍ଧି ହାସଲ କରିଛନ୍ତି । ଯେତେବେଳେ ସେ ନୂଆ ନୂଆ ଇଣ୍ଡଷ୍ଟ୍ରିକୁ ଆସିଥିଲେ ସେତେବେଳେ ତାଙ୍କ କେସ ଝାଡୁଥିଲା ହେଲେ ସଫଳତା ପାଇବା ପରେ ସେ ନିଜ ହେୟାର ଟ୍ରାନ୍ସପ୍ଳାଣ୍ଟ କରେଇଥିଲେ ।

ଅକ୍ଷୟ କୁମାର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ବଲିଉଡ ଫିଲ୍ମ ‘ଚାନ୍ଦିନୀ ଚୌକ ଟୁ ଚାଇନା’ର ଶୁଟିଙ୍ଗ ସମୟରେ ଅକ୍ଷୟଙ୍କ କେସ ଝଡିବା ଆରମ୍ଭ ହୋଇଥିଲା । ଏହାପରେ ସେ ଆମେରିକା ଯାଇ ନିଜ କେସର ଚିକିତ୍ସା କରେଇଥିଲେ । ଅକ୍ଷୟ ନିଜ ବଡିକୁ ବହୁତ ଭଲ ଭାବରେ ମେଣ୍ଟେନ କରନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *