କୋଟି କୋଟି ସମ୍ପତି ର ମାଲିକ ଅଟନ୍ତି Amitabh Bacchan, କିନ୍ତୁ ଆଜି ବି ଦୁଇ ବେଳା ଦୁଇ ମୁଠା ଖାଇବାକୁ ପାଆନ୍ତି ନାହିଁ ତାଙ୍କର ଏହି ପରିବାର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଜାଣିଥିବେ । ବଲିଉଡର ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଦିଗଜ ଅଭିନେତା ଅମିତାବ ବଚନଙ୍କୁ ନିଶ୍ଚୟ ଜାଣିଥିବେ । ଅମିତାଭ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିସାରିଛନ୍ତି ।

ଅମିତାବଙ୍କୁ ବର୍ତ୍ତମାନ ୬୦ ରୁ ଅଧିକ ବର୍ଷ ହୋଇସାରିଛି ହେଲେ ସେ ବର୍ତ୍ତମାନ ମଧ୍ୟ ବଲିଉଡ ଫିଲ୍ମରେ କାମ କରୁଛନ୍ତି । ଅମିତାବ ବର୍ତ୍ତମାନ କୋଟି କୋଟି ଟଙ୍କାର ମାଲିକ ଅଛନ୍ତି ଓ ତାଙ୍କ ପାଖରେ ସମସ୍ତ ପ୍ରକାରର ସୁଖ ସୁବିଧା ରହିଛି । ହେଲେ ତାଙ୍କ ପରିବାରର ଜଣେ ଏମିତି ସଦସ୍ୟ ଅଛନ୍ତି ଯିଏ ଆଜି ମଧ୍ୟ ଦରିଦ୍ରତାରେ ବଞ୍ଚୁଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଅମିତବଙ୍କ ପରିବାରର ଏହି ସଦସ୍ୟଙ୍କ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସଦସ୍ୟଙ୍କ ବିଷୟରେ ।


ବନ୍ଧୁଗଣ ଏକ ରିପୋର୍ଟସ ମୁତାବକ ଜଣା ପଡିଛି ଅମିତାବଙ୍କର ମୋଟ ସମ୍ପତ୍ତି ୪୦୦ ମିଲିୟନ ଡଲାରରୁ ଅଧିକ ରହିଛି । ଅମିତାବ ନିଜ ଫିଲ୍ମ କାରିୟରର ଆରମ୍ଭ ୧୯୬୯ ମସିହାରେ ଫିଲ୍ମ ‘ସାତ ହିନ୍ଦୁସ୍ତାନୀ’ରୁ କରିଥିଲେ । ଅମିତାବ ନିଜ କାରିୟରରେ ୧୮୦ ରୁ ଅଧିକ ହିନ୍ଦୀ ଫିଲ୍ମରେ କାମ କରିସାରିଛନ୍ତି । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ପରିବାର ବିଷୟରେ କହିବାକୁ ଯାଉଛୁ ଯିଏ ଅମିତାବଙ୍କ ପରିବାରରୁ ଅଲଗା ହୋଇ ରହୁଛନ୍ତି । ଆଜିକୁ ଏହି ପରିବାର ଦରିଦ୍ରତା ଭୋଗ କରୁଛନ୍ତି ।


ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ସଦସ୍ୟଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ଅମିତାବଙ୍କ ନିଜ ମାଉସୀ ପୁଅ ଅନୁପ ରାମଚନ୍ଦ୍ର । ବନ୍ଧୁଗଣ ଅନୁପ ରାମଚନ୍ଦ୍ରଙ୍କ ବଚନ ପରିବାର ସହ ବହୁତ ନିବିଡ ସମ୍ପର୍କ ରହିଛି । ହେଲେ ଆଜି ଅନୁପ ଦରିଦ୍ରତାରେ ବଞ୍ଚିବା ପାଇଁ ବାଧ୍ୟ ହୋଇଛନ୍ତି । ଏମିତି ତାଙ୍କୁ ଦୂଇ ବେଳା ଦୁଇ ମୁଠା ଖାଇବା ପାଇଁ ବହୁତ କଷ୍ଟ କରିବାକୁ ପଡେ । ବନ୍ଧୁଗଣ ଅନୁପ ରାମଚନ୍ଦ୍ରଙ୍କ ପରିବାର ପ୍ରଥମେ ଧନୀ ଥିଲେ । ହେଲେ ସମୟ ଏମିତି ହେଲା ଯେ ତାଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡିଲା । ଅମିତାବ ଓ ଅନୁପଙ୍କ ମଧ୍ୟରେ ଏକ ବିବାଦ ହୋଇଥିଲା ସେହି ବିବାଦ ଥିଲା ଜମି ପାଇଁ ।

ଏହି ବିବାଦ ପରଠାରୁ ଅମିତାବ ଅନୁପ ଓ ତାଙ୍କ ପରିବାର ଲୋକଙ୍କ ଠାରୁ ଦୂରେଇ ଯାଇଥିଲେ । ଅନୁପ ଅଭିଷେକଙ୍କ ବିବାହକୁ ମଧ୍ୟ ଆସିପାରି ନଥିଲେ, ଖବର ମିଳିଥିଲା ଯେ ସେ ଦରିଦ୍ରତାରେ ଥିବାରୁ ବିବାହକୁ ଆସିପାରିଲେ ନାହିଁ । ଅମିତାବ ଓ ଅନୁପଙ୍କ ମଧ୍ୟରେ ହୋଇଥିବା ବିବାଦ ହେତୁ ଆଜି ଅନୁପ ଦରିଦ୍ରତା ଭୋଗ କରୁଛନ୍ତି । ବର୍ତ୍ତମାନ ସେ ଅମିତାବଙ୍କ ଘର ସ୍ଥିତ ଏକ ସାଧାରଣ ଘରେ ରହୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *