ପଇସା ଲୋଭରେ ବିବାହ, ବିବାଦରେ ଛନ୍ଦି ହେଲେ ଓଲିଉଡ ଅଭିନେତ୍ରୀ ପ୍ରିୟଙ୍କା, ଲୋକେ କହିଲେ ଏମିତି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଟଙ୍କା ଲୋଭରେ ବିବାହ ପାଇଁ ବିବାଦରେ ଅଭିନେତ୍ରୀ ପ୍ରିୟଙ୍କା । ତେବେ ଓଡିଆ ଅଭିନେତ୍ରୀ ପ୍ରିୟଙ୍କାଙ୍କୁ ଫିଲ୍ମ, ସିରିଏଲ ଓ ଆଲବମରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ସୁନ୍ଦରୀ ଅଭିନେତ୍ରୀ ପ୍ରିୟଙ୍କା ମଧ୍ୟ ନିଜ ଅଭିନୟରେ ନିଖୁଣ ଭାବରେ ଅଭିନୟ କରି ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି । ତେବେ ନିଜର ଅଭିନୟ କ୍ଯାରିଅରକୁ ଚାଲୁ ରଖିବା ସହ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ ସୁନ୍ଦରୀ ଅଭିନେତ୍ରୀ ପ୍ରିୟଙ୍କା ।

ତେବେ ପ୍ରିୟଙ୍କା ଟଙ୍କା ଲୋଭରେ ସ୍ମାରକ ଦାସଙ୍କୁ ବିବାହ କରିଛନ୍ତି ବୋଲି କିଛି ବିବାଦ ଶୁଣିବାକୁ ମିଳିଛି । ତେବେ ସତରେ କଣ ଟଙ୍କା ଲୋଭରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ ପ୍ରିୟଙ୍କା । ତେବେ ଏପରି କିଛି କଥାର ଜବାବ ଦେବାକୁ ଯାଇ ଅଭିନେତ୍ରୀ ପ୍ରିୟଙ୍କ କହିଥିଲେ । ଯଦି ମୋର ଟଙ୍କା ଲୋଭରେ ବାହା ହେବାରେ ଇଛା ରହିଥାନ୍ତା । ତେବେ ମୁଁ ସ୍ମାରକଙ୍କୁ କାହିଁକି ବାହା ହୋଇଥାନ୍ତି । ମୁଁ ତ ସିଧା ଅମ୍ବାନୀର ପୁଅକୁ ହିଁ ବାହା ହୋଇଯାଇଥାନ୍ତି ।

ତେବେ ଏପରି କିଛି ରୋକଠୋକ କଡା ଜବାବ ଦେଇଛନ୍ତି ଅଭିନେତ୍ରୀ ପ୍ରିୟଙ୍କା । ତେବେ ଅଭିନେତ୍ରୀ ପ୍ରିୟଙ୍କାଙ୍କ କହିବା ଆଧାରରେ ମୁଁ ଟଙ୍କା ଲୋଭରେ ପଡି ସ୍ମାରକଙ୍କୁ ମୁଁ ନିଜ ଜୀବନ ସାଥି ରୂପରେ ବାଛି ନାହିଁ । ତେବେ ମୁଁ ତାଙ୍କୁ ଜଣେ ଭଲ ବ୍ୟକ୍ତିତ୍ବ ଭାବରେ ହିଁ ଜୀବନ ସାଥି ରୂପରେ ବାଛିଛି । ତେବେ ୩ ବର୍ଷ ଧରି ଆମ ଦୁହିଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ଭଲ ରହିଛି । ତେବେ ଆଗକୁ ମଧ୍ୟ ଏମିତି ଭଲ ଭଲରେ ହିଁ ଆମ ସମ୍ପର୍କ ବିତିବ ।

ତେବେ ଗଣ ମାଧ୍ୟମର ଏପରି କିଛି ପ୍ରଶ୍ନ ରହିଥିଲା ଅଭିନେତ୍ରୀ ପ୍ରିୟଙ୍କାଙ୍କ ପାଇଁ ? ଯଦି ଆପଣ ଓ ସ୍ମାରକ ଉଭୟଙ୍କ ମଧ୍ୟରେ ଏତେ ଭଲ ସମ୍ପର୍କ ରହିଛି । ଆପଣ ଉଭୟଙ୍କର ବୈବାହିକ ଜୀବନ ମଧୁରମୟ ରହିଛି । ତେବେ ବାହାଘରର ୩ ବର୍ଷ ମଧ୍ୟରେ ଏବେ ପର୍ଯ୍ୟନ୍ତ କଣ ପାଇଁ ଆପଣ ଦୁହିଙ୍କ ତରଫରୁ କିଛି ସନ୍ତାନ ପାଇଁ ଶୁଭ ଖବର ଶୁଣିବାକୁ ମିଳି ନାହିଁ ।

ତେବେ ଏହି କଥାକୁ ନେଇ ବିଶେଷ କିଛି ପ୍ରତିକ୍ରିୟା ଗଣ ମାଧ୍ୟମ ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଦେବାକୁ ଚାହିଁନଥିଲେ । ତେବେ ଟଙ୍କା ଲୋଭରେ ହିଁ ଅଭିନେତ୍ରୀ ପ୍ରିୟଙ୍କା ବିବାହ କରିଛନ୍ତି ବୋଲି ବର୍ତ୍ତମାନ ସବୁଆଡେ ଚର୍ଚା ହେବାରେ ଲାଗିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *