ବିବାହ ବନ୍ଧନରେ ବାନ୍ଧି ହେବେ Ollywood ସିଙ୍ଗର Kuldeep ଓ Ipsita, କିପରି ହୋଇଥିଲା ଦୁହିଙ୍କ ମଧ୍ୟରେ ପ୍ରେମ, ସେମାନେ କଣ କହୁଛନ୍ତି ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଥିବା ସମସ୍ତ ସିଙ୍ଗର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ଏହି ସିଙ୍ଗର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ଗୁଡିକ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଗତ କିଛି ଦିନ ତଳେ ଆମ ଓଡିଆ ଇଣ୍ଡଷ୍ଟ୍ରିର ଦୁଇଜଣ ସିଙ୍ଗର ନିର୍ବନ୍ଧ କରିଛନ୍ତି ଏମାନେ ବହୁତ ଶୀଘ୍ର ବିବାହ କରିଛନ୍ତି ଯାଉଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଯେଉଁ ଦୁଇ ଓଡିଆ ସିଙ୍ଗରଙ୍କ ବିଷୟରେ କହିବାକୁ ଯାଉଛୁ ସେମାନେ ହେଉଛନ୍ତି କୁଳଦୀପ ପଟ୍ଟନାୟକ ଓ ଇପ୍ସିତା । ଉଭୟ ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ସିଙ୍ଗର ଅଟନ୍ତି ଓ ଉଭୟ ଅନେକ ସୁପର ହିଟ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି । ତେବେ ବନ୍ଧୁଗଣ ଗତ କିଛି ଦିନ ତଳେ ଖବର ଆସିଥିଲା ଯେ ଏହି ଦୁଇଜଣ ନିର୍ବନ୍ଧ କରିଛନ୍ତି ଓ ନିର୍ବନ୍ଧର କିଛି ଫଟୋ ମଧ୍ୟ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହୋଇଥିଲା ।

ତେବେ ବନ୍ଧୁଗଣ ଗତ କିଛି ସମୟ ତଳେ କୁଳଦୀପ ଓ ଇପ୍ସିତା ଏକ ସାକ୍ଷାତ୍କାରରେ ନିଜ ଲଭ ଲାଇଫ ସହ ଜଡିତ ଅନେକ ରହସ୍ୟର ଖୁଲାସା କରିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । କୁଳଦୀପ ନିଜ ଲଭ ଲାଇଫ ବିଷୟରେ କହିଛନ୍ତି, ୧୦ ବର୍ଷ ପୂର୍ବରୁ ଏକ ସାଇ ବାବାଙ୍କ ଭଜନ ସମାରୋହ ହୋଇଥିଲା ।

ସେହି ସମାରୋହରେ ସେ ପ୍ରଥମ ଥର ପାଇଁ ଇପ୍ସିତାଙ୍କୁ ଦେଖିଥିଲେ ଓ ସେତେବେଳେ ଇପ୍ସିତା ତାଙ୍କୁ ଭାଇ ଡାକୁ ଥିଲେ । ସେହି ସମୟରେ କୁଳଦୀପ ନିଜ ସାଙ୍ଗ ମାନଙ୍କ ସହ ଏକ ରୁମରେ ରହୁଥିଲେ ଓ ସେହି ଦିନ ସେ ଇପ୍ସିତାଙ୍କୁ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଏହା ପରେ କୁଳଦୀପ ମୁଜିକ ଇଣ୍ଡଷ୍ଟ୍ରିରେ ସଂଘର୍ଷ କରିଥିଲେ । ଏହା ପରେ କୁଳଦୀପ ମୁମ୍ବାଇ ପଳାଇଲେ ।

ଯେତେବେଳେ ସେ ଫେରିଲେ ସେତେବେଳେ ପୁଣି ଇପ୍ସିତାଙ୍କ ସହ ଏକ ଷ୍ଟୂଡିଓରେ ଦେଖା ହୋଇଗଲେ । ଏହା ପରେ ଉଭୟ ପରସ୍ପର ସହ ଅଧିକ କ୍ଳୋସ ହୋଇଥିଲେ । ଭଗବାନଙ୍କ ଆଶୀର୍ବାଦ ଓ ଫ୍ୟାନ୍ସ ମାନଙ୍କ ଭଲ ପାଇବା ପାଇଁ ଏହି ଦୁଇଜଣ ମିଶି ଛନ୍ତି ବୋଲି କୁଳଦୀପ କହିଛନ୍ତି ।

ଇପ୍ସିତା ସେହି ଇଣ୍ଟର୍ବ୍ୟୁରେ କହିଛନ୍ତି, ଯେହେତୁ କୁଳଦୀପ ବହୁତ ସିନିୟର ଥିଲେ ସେଥିପାଇଁ ସେ ସମ୍ମାନ ଦେବା ପାଇଁ ତାଙ୍କୁ ଭାଇ ଡାକୁ ଥିଲେ ହେଲେ ଏବେ ସେ ସ୍ଵାମୀ ହେବାକୁ ଯାଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କୁଳଦୀପ ଓ ଇପ୍ସିତାଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *