T20 World Cup ଜିତିବା ପରେ ଖୁସିରେ ପାଗଳ ହେଇଗଲେ Austrelia ଟୀମ, ପିନ୍ଧିଥିବା ଜୋତାରେ ପିଇଲେ ବିୟର, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ ତେବେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ ୨୦୨୧ ର ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରି ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱ ଚାମ୍ପିୟନ ହୋଇଛି ।ନ୍ୟୁଜିଲାଣ୍ଡକୁ ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱକପ ଜିତିବାର ସୁଯୋଗ ମିଳିଥିଲେ ମଧ୍ୟ ସେମାନେ ନିରାଶ ହୋଇଛନ୍ତି । ଏଠାରେ କହିରଖୁଛୁ ଯେ ପାଞ୍ଚ ଥର ବିଶ୍ୱ ଚାମ୍ପିଅନ୍ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱକପ୍ ଜିତିଛି ।

ଏହି ବିଜୟ ପରେ କେବଳ ଅଷ୍ଟ୍ରେଲିଆ ଖେଳାଳି ନୁହଁନ୍ତି ପୁରା ଦେଶବାସୀ ଏହି ବିଜୟର ଉତ୍ସବ ମନାଉଛନ୍ତି । ବିଜୟ ପରେ ଅଷ୍ଟ୍ରେଲିଆ ଦଳ ର ଖେଳାଳିମାନେ ଜୋତାରେ ବି-ୟ-ର ପିଉଥିବାର ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି । ଆଇସିସି ଏକ ଭିଡିଓ ସେ-ୟା-ର କରିଛି ଯେଉଁଥିରେ ମାଥ୍ୟୁ ୱେଡ ଏବଂ ମାର୍କସ ଷ୍ଟାୟାନିସ ଜୋତାରେ ବି-ୟ-ର ପି-ଉ-ଥିବାର ନଜର ଆସିଛନ୍ତି ।

ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ମାଥ୍ୟୁ ୱେଡ ଏବଂ ମାର୍କସ ଷ୍ଟାୟାନିସ ପିନ୍ଧିଥିବା ଜୋତାରେ ବି-ୟ-ର ଢା-ଳି ପିଉଥିବାର ନଜର ଆସିଛନ୍ତି । ୱେଡ୍ ଜୋତା ବାହାର କରି ସେଥିରେ ବି-ୟ-ର ଢା-ଳି-ବା ପରେ ତାକୁ ପିଇ ଦେଇଥିଲେ । ଏହା ପରେ ଷ୍ଟାୟାନିସ୍ ମଧ୍ୟ ସମାନ ଢଙ୍ଗରେ ଜୋତା ଧରି ବି-ୟ-ର ପିଉଥିବାର ନଜର ଆସିଛନ୍ତି ।  ଅଷ୍ଟ୍ରେଲିଆ ଦଳର ଖେଳାଳିଙ୍କ ଏପରି ବିଜୟ ଉତ୍ସବ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏଠାରେ କହିରଖୁଛୁ ଯେ, ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱକପ ଟାଇଟଲ ଜିତିଛି । ଟି -୨୦ ବିଶ୍ୱକପ ଜିତିବାରେ ଅଷ୍ଟ୍ରେଲିଆ ଷଷ୍ଠ ଦେଶ ପାଲଟିଛି । ଏହାପୂର୍ବରୁ ଭାରତ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍, ପାକିସ୍ତାନ ଏବଂ ଇଂଲଣ୍ଡ ଏହି ଟାଇଟଲ୍ ଦଖଲ କରି ସାରିଛନ୍ତି । ବର୍ଷ ୨୦୧୨ ପରେ ଏହା ପ୍ରଥମ ଥର ଥିଲା ଯେତେବେଳେ ଭାରତ ସେମି ଫାଇନାଲରେ ପ୍ରବେଶ କରିପାରି ନଥିଲା ।

ଟିମ୍ ଇଣ୍ଡିଆର ସମସ୍ତ ପ୍ରଶଂସକଙ୍କ ହୃଦୟ ଭା-ଙ୍ଗି ଯାଇଥିଲା । ଯେତେବେଳେ ପାକିସ୍ତାନର ଦଳ ସେମିଫାଇନାଲ ରେ ପ୍ରବେଶ କରିଥିଲା, ସେତେବେଳେ ଅଷ୍ଟ୍ରେଲିଆକୁ ହରାଇବା ପରେ ଟୁର୍ଣ୍ଣାମେଣ୍ଟରୁ ବାହାରକୁ ଯିବାକୁ ପଡିଲା । ଏହା ବ୍ୟତୀତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ଅଷ୍ଟ୍ରେଲିଆ ହାତରେ ପରାଜୟର ସାମ୍ନା କରିବାକୁ ପଡି଼ଥିଲା । ଏହିପରି ଭାବରେ ଉଭୟ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଦଳକୁ ଟିମ୍ ଇଣ୍ଡିଆ ସାମ୍ନା କରୁଥିବା ଯ-ନ୍ତ୍ର-ଣା-କୁ ସାମ୍ନା କରିବାକୁ ପଡି଼ଥିଲା ।

Leave a Reply

Your email address will not be published. Required fields are marked *