ଏମାନେ ହେଲେ Ollywood ହୀରୋମାନଙ୍କ ସୁନ୍ଦରୀ ସ୍ତ୍ରୀ, ଦେଖନ୍ତୁ କାହା ସ୍ତ୍ରୀ ସବୁଠୁ ଅଧିକ ସୁନ୍ଦର ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଫିଲ୍ମ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଓଡିଆ ଅଭିନେତା ମାନଙ୍କ ସୁନ୍ଦରୀ ସ୍ତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । 


ସମ୍ବିଦ ଆଚାର୍ଯ୍ୟ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ସମ୍ବିଦ ଆଚାର୍ଯ୍ୟ । ଆପଣ ମାନେ ସମସ୍ତେ ଅନେକ ଫିଲ୍ମରେ ସମ୍ବିଦଙ୍କ ଅଭିନୟ ଦେଖିଥିବେ । ସମ୍ବିଦଙ୍କ ପତ୍ନୀଙ୍କ ନାମ ହେଉଛି ଶୟୋନା ମହାପାତ୍ର । 


ସୁଭାସିସ ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସୁଭାସିସ ଶର୍ମା । ଆପଣ ମାନେ ସମସ୍ତେ ସୁଭାସିସଙ୍କୁ ଅନେକ ଫିଲ୍ମ ଓ ଟିଭି ସିରିଏଲରେ ଦେଖିଥିବେ । ସୁଭାସିସ ରିଅଲ ଲାଇଫରେ ବିବାହ କରିଛନ୍ତି ଓ ତାଙ୍କ ପତ୍ନୀଙ୍କ ନାମ ହେଉଛି ଆନିଶା ଶର୍ମା । ଆନିଶା ମଧ୍ୟ ଜଣେ ଅଭିନେତ୍ରୀ ଅଟନ୍ତି । 


ଦେବାଶିଷ ପାତ୍ର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଦେବାଶିଷ ପାତ୍ର । ଦେବାଶିଷ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି । ଦେବାଶିଷ ରିଅଲ ଲାଇଫରେ ବିବାହ କରିଛନ୍ତି ଏବଂ ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ମୋନାଲିସା । 


ସବ୍ୟସାଚୀ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ସବ୍ୟସାଚୀ ମିଶ୍ର । ସବ୍ୟଙ୍କ ଜବରଦସ୍ତ ଅଭିନୟ ତ ଆପଣ ମାନେ ନିଶ୍ଚୟ ଦେଖିଥିବେ । ସବ୍ୟ ଓଡିଆ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ସହ ବିବାହ କରିଛନ୍ତି । 


ଅର୍ଦ୍ଧେନ୍ଧୁ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ଅର୍ଦ୍ଧେନ୍ଧୁ । ଆପଣ ମାନେ ସମସ୍ତେ ଅର୍ଦ୍ଧେନ୍ଧୁଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ଅର୍ଦ୍ଧେନ୍ଧୁ ରିଅଲ ଲାଇଫରେ ବିବାହ କରିଛନ୍ତି ଓ ତାଙ୍କ ପତ୍ନୀଙ୍କ ନାମ ହେଉଛି ପଲ୍ଲବୀ । 


ଆକାଶ ଦାସ- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ଆକାଶ ଦାସ । ଆକାଶଙ୍କ ଲୋକପ୍ରିୟତା ଓଡିଶାରେ ବହୁତ ଅଧିକ ଅଛି । ଆକାଶ ରିଅଲ ଲାଇଫରେ ଶୁଭ୍ରଜ୍ୟୋତି ହାତୀଙ୍କ ସହ ବିବାହ କରିଛନ୍ତି । 


ଦୀପକ କୁମାର ବାରିକ- ବନ୍ଧୁଗଣ ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ଦୀପକ କୁମାର ବାରିକ । ଦୀପକ ହେଉଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା । ସେ ରିଅଲ ଲାଇଫରେ ବିବାହ କରିଛନ୍ତି ଓ ତାଙ୍କ ପତ୍ନୀଙ୍କ ନାମ ହେଉଛି ତନୁଜା ସାହୁ । 


ବବି ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ବବି ମିଶ୍ର । ବବି ଅନେକ ଓଡିଆ ଫିଲ୍ମରେ କାମ କରି ସୁନାମ ଅର୍ଜନ କରିଛନ୍ତି । ବବି ରିଅଲ ଲାଇଫରେ କୋଏଲ ବାନାର୍ଜୀଙ୍କ ସହ ବିବାହ କରିଛନ୍ତି । 

Leave a Reply

Your email address will not be published. Required fields are marked *