ଗୋଟିଏ ଗୀତ ଗାଇଲେ କେତେ ଟଙ୍କା ନିଅନ୍ତି Ollywood ର ଏହି ଫେମସ ଗାୟିକା ମାନେ ? 2 ନଂ ଗାୟିକା ନିଅନ୍ତି ସବୁଠୁ ଅଧିକ ଟଙ୍କା

ବନ୍ଧୁଗଣ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ଗାୟିକା ମାନଙ୍କୁ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ । ଏହି ଗାୟିକା ମାନେ ବହୁତ ସୁପର ହିଟ ଗୀତ ଗୁଡିକୁ ଗାଇ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ଗୁଡିକ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଏହି ଗାୟିକା ମାନେ ଗୋଟେ ଗୀତ ଗାଇବା ପାଇଁ କେତେ ଟଙ୍କା ନିଅନ୍ତି ତାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଗାୟିକା ମାନଙ୍କ ବିଷୟରେ ।

ଦିପ୍ତିରେଖା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟିକା ଦିପ୍ତିରେଖା । ଆପଣ ମାନେ ସମସ୍ତେ ଦୀପ୍ତିଙ୍କ ଅନେକ ସୁପର ହିଟ ଗୀତ ଗୁଡିକୁ ନିଶ୍ଚୟ ଶୁଣିଥିବେ । ବନ୍ଧୁଗଣ ଦୀପ୍ତି ଗୋଟେ ଗୀତ ଗାଇବା ପାଇଁ ୧୬ ହଜାର ଟଙ୍କା ନିଅନ୍ତି ।

ଅସୀମା ପଣ୍ଡା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅସୀମା ପଣ୍ଡା । ଅସୀମା ଏକ ଲୋକପ୍ରିୟ ଗାୟିକା ଅଟନ୍ତି । ତାଙ୍କ ଗୀତ ଗୁଡିକ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାଏ । ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ଗୀତ ଗାଇ ସେ ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ଅସୀମା ଗୋଟେ ଗୀତ ଗାଇବା ପାଇଁ ୧୮ ହଜାର ଟଙ୍କା ନିଅନ୍ତି ।

ଅନ୍ତରା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅନ୍ତରା । ଅନ୍ତରା ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦର ଗୀତ ଗୁଡିକ ପାଇଁ ବହୁତ ଚର୍ଚାରେ ରୁହନ୍ତି । ସେ ଅନେକ ସୁପର ହିଟ ଗୀତ ଗାଇ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଅନ୍ତରା ଗୋଟେ ଗୀତ ଗାଇବା ପାଇଁ ୧୪ ହଜାର ଟଙ୍କା ନିଅନ୍ତି ।

ଶୋହିନୀ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଶୋହିନୀ । ଆପଣ ମାନେ ସମସ୍ତେ ଶୋହିନୀଙ୍କର ଅନେକ ସୁପର ହିଟ ଗୀତ ଗୁଡିକୁ ନିଶ୍ଚୟ ଶୁଣିଥିବେ । ଶୋହିନୀ ନିଜ ଗୀତ ଗୁଡିକ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ସେ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଗୀତ ଗାଇ ପ୍ରସିଦ୍ଧି ହାସଲ କରିଛନ୍ତି । ଶୋହିନୀ ଗୋଟେ ଗୀତ ଗାଇବା ପାଇଁ ୧୭ ହଜାର ଟଙ୍କା ନିଅନ୍ତି ।

ପ୍ରଜ୍ଞା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଫେମସ ଗାୟିକା ପ୍ରଜ୍ଞା । ଆପଣ ମାନେ ସମସ୍ତେ ପ୍ରଜ୍ଞାଙ୍କର ଅନେକ ସୁପର ହିଟ ଗୀତ ଗୁଡିକୁ ନିଶ୍ଚୟ ଶୁଣିଥିବେ । ପ୍ରଜ୍ଞାଙ୍କ କଣ୍ଠ ଓ ସ୍ଵରକୁ ସମସ୍ତ ଲୋକ ବହୁତ ପସନ୍ଦ କରନ୍ତି  । ତାଙ୍କ ଗୀତ ଗୁଡିକ ବହୁତ ଚର୍ଚାରେ ମଧ୍ୟ ରୁହେ । ପ୍ରଜ୍ଞା ଗୋଟେ ଗୀତ ପିଛା ୧୪ ହଜାର ଟଙ୍କା ନେଇଥାନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *