ଲୁଚିକରି ପ୍ରେମ ବିବାହ କରିଥିବା Ollywood ର ପ୍ରେମୀ ଯୁଗଳ, 2 ନଂ ଯୋଡି ଟି ସମସ୍ତଙ୍କ ପ୍ରିୟ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆଜିଆମେ ଆପଣ ମାନଙ୍କୁ ଯେଉଁ କଳାକାର ମାନଙ୍କ ବିଷୟରେ କହିବୁ ସେମାନେ ଲୁଚିକରି ବିବାହ କରିଛନ୍ତି । ଏହି କଳାକାର ମାନେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସଫଳତା ହାସଲ କରିଛନ୍ତି ଓ ଏମାନଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

ବନ୍ଧୁଗଣ ଏମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ଏହି କଳାକାର ମାନେ ଲୁଚିକରି ବିବାହ କରିଥିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ବବି ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଆଲବମ ଜଗତର ଫେମସ କଳାକାର ବବି ମିଶ୍ର । ବବି ଅନେକ ଆଲବମ କରିବା ସହ ଅନେକ ଓଡିଆ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ତାଙ୍କ ଅଭିନୟକୁ ଦେଖିବା ପାଇଁ ସମସ୍ତ ଲୋକ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ବବି ମିଶ୍ର ଅଭିନେତ୍ରୀ କୋଏଲ ବାନାର୍ଜୀଙ୍କ ସହ ପ୍ରେମ ବିବାହ କରିଥିଲେ । ଏହି ବିବାହଟି ଗୁପ୍ତ ରୂପେ ହୋଇଥିଲା । ବିବାହର କିଛି ସମୟ ପରେ ସମସ୍ତେ ଜାଣିବାକୁ ପାଇଥିଲେ ।

ବାବୁସାନ ମହାନ୍ତି- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ବାବୁସାନ ମହାନ୍ତି । ବାବୁସାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ବାବୁସାନ ନିଜ ପିଲା ଦିନର ସାଙ୍ଗ ତୃପ୍ତିଙ୍କ ସହ ବିବାହ କରିଥିଲେ । ଏହି ବିବାହଟି ମଧ୍ୟ ଗୁପ୍ତ ରୂପେ ହୋଇଥିଲା । ବର୍ତ୍ତମାନ ଏହି ଦୁଇଜଣ ବହୁତ ଖୁସିରେ ନିଜ ଜୀବନ ଅତିବାହିତ କରୁଛନ୍ତି ।

ସମରେଶ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ଲୋକପ୍ରିୟ କଳାକାର ସର୍ମେଶ । ସର୍ମେଶ ଅନେକ ଓଡିଆ ଇଣ୍ଡଷ୍ଟ୍ରିରେ ଖଳନାୟକର ଭୂମିକାରେ ନଜର ଆସିଛନ୍ତି । ତାଙ୍କ ଅଭିନୟକୁ ସମସ୍ତ ଲୋକ ବହୁତ ପସନ୍ଦ କରନ୍ତି । ବନ୍ଧୁଗଣ ଏ ହେଉଛନ୍ତି ତାଙ୍କ ପତ୍ନୀ ଯାହାଙ୍କୁ ସେ ଲୁଚିକରି ବିବାହ କରିଥିଲେ । ବର୍ତ୍ତମାନ ସର୍ମେଶ ନିଜ ଧର୍ମପତ୍ନୀଙ୍କ ସହ ବହୁତ ଖୁସିରେ ରହୁଛନ୍ତି ।

ସବ୍ୟସାଚୀ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ସବ୍ୟସାଚୀ । ବନ୍ଧୁଗଣ ବର୍ତ୍ତମାନ ସବ୍ୟସାଚୀ ଓଡିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ସହ ବିବାହ କରିଛନ୍ତି ହେଲେ ଅର୍ଚ୍ଚିତାଙ୍କ ପୂର୍ବରୁ ସବ୍ୟ ସୀମାଙ୍କ ସହ ବିବାହ କରିଥିଲେ । ସୀମା ଓ ସବ୍ୟ ଗୋଟିଏ କଲେଜରେ ଏକା ସହ ପାଠ ପଢୁଥିଲେ । ଏହି ଦୁଇଜଣ ପ୍ରେମ ବିବାହ କରିଥିଲେ ହେଲେ କିଛି ମତଭେଦ ହେତୁ ଏହି ଦୁଇଜଣଙ୍କ ମଧ୍ୟରେ ତଲାକ ହୋଇଯାଇଥିଲା ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *