ପ୍ରଥମ ଥର ପାଇଁ ଦେଖନ୍ତୁ Ollywood ର ଫେମସ ହିରୋଇନ ମାନଙ୍କର ମା’ ମାନଙ୍କୁ, ଯେଉଁମାନେ ବି ଦିନେ ହିରୋଇନ ଥିଲେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ପାଇଛନ୍ତି ।

ବନ୍ଧୁଗଣ ଏହି ସବୁ ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନଙ୍କର ମା ମାନେ ମଧ୍ୟ ଅଭିନେତ୍ରୀ ଅଟନ୍ତି । ହେଲେ ସେମାନଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବର୍ଷା ପ୍ରିୟଦର୍ଶନୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ବର୍ଷା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି । ସୁନ୍ଦରତା ଓ ଅଭିନୟ ଦ୍ଵାରା ସେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବର୍ଷାଙ୍କ ମା ହେଉଛନ୍ତି ହେଉଛନ୍ତି ଦୀପା ସାହୁ ଓ ଦୀପା ଏକ ଅଭିନେତ୍ରୀ ଅଟନ୍ତି ।

ପ୍ରକୃତି ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର । ଆପଣ ମାନେ ସମସ୍ତେ ପ୍ରକୃତି ମିଶ୍ରଙ୍କୁ ଅନେକ ଟିଭି ରିଆଲିଟି ସୋ ଓ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ପ୍ରକୃତିଙ୍କ ମା ହେଉଛନ୍ତି କୃଷ୍ଣପ୍ରିୟା ମିଶ୍ର । ଆପଣ ମାନେ ସମସ୍ତେ କୃଷ୍ଣପ୍ରିୟାଙ୍କୁ ଟିଭିରେ ନିଶ୍ଚୟ ଦେଖିଥିବେ ।

ଅନୁଭା ଷଡଙ୍ଗୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଅନୁଭା ଷଡଙ୍ଗୀ । ଅନୁଭା ନିଜ ସୁନ୍ଦରତା ଓ ନିଜ ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଅନୁଭାଙ୍କ ମା ହେଉଛନ୍ତି ପୁଷ୍ପା ପଣ୍ଡା ଯିଏ କି ଜଣେ ଓଲିଉଡ ଅଭିନେତ୍ରୀ ଅଟନ୍ତି ଓ ସେ ଅନେକ ଫିଲ୍ମରେ କାମ କରିଛନ୍ତି ।

ସମ୍ଭାବନା ମହାନ୍ତି- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ସମ୍ଭାବନା ମହାନ୍ତି । ଆପଣ ମାନେ ସମସ୍ତେ ସମ୍ଭାବନା ମହାନ୍ତିଙ୍କୁ ଅନେକ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଓଲିଉଡ ସହ ସେ ବଲିଉଡରେ ମଧ୍ୟ ନିଜ ଅଭିନୟ ଦେଖାଇ ସାରିଛନ୍ତି । ସମ୍ଭାବନାଙ୍କ ମା ହେଉଛନ୍ତି ସ୍ନିଗ୍ଧା ମହାନ୍ତି ଯିଏ କି ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ।

ଅରୁନ୍ଧତୀ ଦେବିକା- ବନ୍ଧୁଗଣ ଅରୁନ୍ଧତୀ ଅନେକ ଲୋକପ୍ରିୟ ଧାରାବାହିକରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଅରୁନ୍ଧତୀଙ୍କ ମା ହେଉଛନ୍ତି ତିଳୋତ୍ତମା ଖୁଣ୍ଟିଆ ଯିଏ କି ଜଣେ ଅଭିନେତ୍ରୀ ଅଟନ୍ତି । ଅରୁନ୍ଧତୀ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *