ହେ ଭଗବାନ ! TV ଇଣ୍ଡଷ୍ଟ୍ରି ରୁ ଆସିଲା ବହୁତ ବଡ ଦୁଃଖ ଖବର, ସିରିଏଲ ବାଳିକା ବଧୁ ର ଏହି ଲୋକପ୍ରିୟ Actress ଙ୍କର ଏବେ ଏବେ ହେଇଗଲା ପରଲୋକ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିର ଦିଗଜ କଳାକାର ସୁରେଖା ସିକରିଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁରେଖା ନିଜ ସୁନ୍ଦର ଅଭିନୟ ଦ୍ଵାରା ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ସେ ନିଜ ଅଭିନୟ ପାଇଁ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଧାରାବାହିକ ‘ବାଲିକା ବଧୁ’ରେ ଦାଦି ମାର ଭୂମିକାର ସେ ପ୍ରସିଦ୍ଧି ହାସଲ କରିଥିଲେ । ହେଲେ ବନ୍ଧୁଗଣ ଦୁଃଖର କଥା ଏହା ହେଉଛି ଯେ ସୁରେଖା ଆଉ ଆମ ମାନଙ୍କ ମଧ୍ୟରେ ନାହାନ୍ତି ।

ଗତ କିଛି ସମୟ ହେବ ସୁରେଖାଙ୍କର ନିଧନ ହୋଇଛି । ସୁରେଖାଙ୍କ ଦେ-ହା-ନ୍ତ ଦ୍ଵାରା ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସୁରେଖାଙ୍କ ନି-ଧ-ନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସୁରେଖାଙ୍କ ଅନେକ ହିନ୍ଦୀ ଲୋକପ୍ରିୟ ଧାରାବାହିକରେ କାମ କରିବା ସହ ଅନେକ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ ନିଜ ଅଭିନୟ ଓ ନିଜ ଭୂମିକା ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ନିଜ ଅଭିନୟ ପାଇଁ ସେ ଅନେକ ବଡ ବଡ ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ହେଲେ 75 ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ।

ମିଡିଆ ରିପୋର୍ଟସ ମୁତବକ ସେ କାର୍ଡିୟାକ ଆ-ରେ-ଷ୍ଟରେ ନିଜ ପ୍ରାଣ ହରାଇଛନ୍ତି । ସୁରେଖାଙ୍କ ଦେ-ହା-ନ୍ତ-ର ଖବର ତାଙ୍କ ମ୍ୟାନେଜର ଦେଇଛନ୍ତି । 75 ବର୍ଷ ବୟସରେ ଆଜି ସଖାଳ ସମୟରେ ତାଙ୍କ ଦେ-ହା-ନ୍ତ ହୋଇଛି । ବନ୍ଧୁଗଣ ୨୦୨୦ ମସିହାରେ ସୁରେଖା ପ୍ରଥମେ ବ୍ରେନ ଷ୍ଟ୍ରୋ-କ-ର ଶି-କା-ର ହୋଇଥିଲେ । ଦ୍ଵିତୀୟ ବ୍ରେନ ଷ୍ଟ୍ରୋ-କ ପରେ ସୁରେଖା ବହୁତ ଚିନ୍ତିତ ଥିଲେ ।

ଏଥିପାଇଁ ସେ ଚିକିତ୍ସିତ ମଧ୍ୟ ହେଉଥିଲେ । ହେଲେ ଚିକିତ୍ସା କିଛି ବିଶେଷ ଫଳଦାୟକ ତାଙ୍କ ପାଇଁ ହୋଇ ନଥିଲା । ସେ ଗତ ବହୁତ ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ଫୁସଫୁସରେ ପାଣି ଜମି ଯାଇଥିଲା ଓ ଔଷଧର କିଛି ସଠିକ ଫଳ ତାଙ୍କୁ ମିଳୁ ନଥିଲା । ବର୍ତ୍ତମାନ ସେ ଆମ ମାନଙ୍କ ମଧ୍ୟରେ ନାହାନ୍ତି । ତାଙ୍କ ଦେ-ହା-ନ୍ତ ଖବର ଜାଣିବା ପରେ ସମସ୍ତ ହିନ୍ଦୀ କଳାକାର ମାନେ ଦୁଃଖ ପ୍ରକାଶ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ସୁରେଖା ସିକ୍ରି କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *