ବାହାଘର ସମୟରେ ଘଟିଲା ହୋସ ଉଡାଇ ଦେଲା ଭଳି ଘଟଣା, ଯାହାକୁ ଦେଖିଲେ ଆପଣ ହସି ହସି ବେଦମ ହେଇଯିବେ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଜୀବନ ରେ ତା’ର ବାହାଘର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ ନିଜ ବିବାହ ଦିନ ହିଁ ନିଜର ଇଜ୍ଜତ ହରାଇ ବସିଲେ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ମଜାଦାର ବିବାହ ର କ୍ଲିପ ସମ୍ବନ୍ଧରେ କହିବୁ ଯାହା ଜାଣିଲେ ଆପଣ ନିଜ ହସ କୁ ରୋକି ପାରିବେ ନାହିଁ । ଆସନ୍ତ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ବନ୍ଧୁଗଣ ସୋସିଆଲ ମିଡିଆ ରେ ଏକ ବିବାହ ର ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଉଭୟ ବର ଓ କନ୍ୟା ପରସ୍ପର କୁ ବରମାଳା ପିନ୍ଧାଉଥିଲେ । କିନ୍ତୁ ବର କୁ ତା’ ସଙ୍ଗ ଟେକି ଦେଲା ଯାହାଫଳରେ କନ୍ୟା ବରମାଳା କୁ ପିନ୍ଧାଇ ପାରୁ ନଥିଲା ।

ଏମିତି ରେ ଅନ୍ୟ ଜଣେ ବ୍ୟକ୍ତି ଆସି କନ୍ୟା କୁ ଟେକି ଦେଲା ଓ ଉଭୟ ବର କନ୍ୟା ପରସ୍ପର କୁ ବରମାଳା ପିନ୍ଧାଇଲେ । କିନ୍ତୁ କନ୍ୟା ଜଣକ ତାଙ୍କୁ ଟେକିଥିବା ବ୍ୟକ୍ତି ଙ୍କୁ ବିନା ପର୍ମୀସନ୍ ରେ ତାଙ୍କୁ ଟେକି ଥିବାରୁ ଏକ ଶକ୍ତ ଚା-ପୁ-ଡ଼ା ମାରିଲେ । ସେହି ବ୍ୟକ୍ତି ଜଣକ କିଛି କହି ନ ପାରି ରାଗରେ ପାଖରେ ଥିବା ଅନ୍ୟ ଏକ ଝିଅ କୁ ଚା-ପୁ-ଡ଼ା ମା-ରି ସେଠାରୁ ଚାଲିଗଲେ । ବିଚରା ସେ ଝିଅ ଟି ବିନା ଦୋ-ଷ ରେ ମା-ଡ଼ ଖାଇଲା ।

୨. ଗିରଧାରୀପୁର ରେ ଅନୁଷ୍ଠିତ ଏକ ବିବାହ ର ଭିଡିଓ ମଧ୍ୟ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ ଉଭୟ ବର ଓ କନ୍ୟା ପରସ୍ପର କୁ ଆଗ ବରମାଳା ପିନ୍ଧାଇବା ନିମନ୍ତେ ପରସ୍ପର ମଧ୍ୟରେ ଲ-ଢ଼େ-ଇ କରୁଛନ୍ତି । ଶେଷରେ ଦୁଇ ଜଣକ ବରମାଳା ଛି-ଣ୍ଡି ଯାଉଛି ଏବଂ ଉଭୟ ଙ୍କୁ ଲୋକଲଜ୍ଜା ହେବାକୁ ପଡୁଛି ।

୩. ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିବା ଅନ୍ୟ ଏକ ବିବାହ ର ଭାଇରାଲ ଭିଡିଓ ସ-ମ୍ବ-ନ୍ଧ-ରେ ଯଦି ଆପଣ ଜାଣିବେ ତେବେ ହସି ହସି ଗଡ଼ିଯିବେ । ସେହି ଭିଡିଓ ରେ ଉଭୟ ପୁଅ ଓ ଝିଅ ପରସ୍ପର କୁ ବରମାଳା ପିନ୍ଧାଉଥିବା ସମୟରେ ହଠାତ ଏକ ବା-ଣ ଫୁ-ଟି-ଲା । ଯାହାଦ୍ୱାରା ବର ଜଣକ ର ଛାନିଆ ରେ ପ୍ୟାଣ୍ଟ ଖସିଗଲା । ଏହା ଦେଖି ସେଠାରେ ଉପସ୍ଥିତ କନ୍ୟା ଓ ବାକି ଲୋକ ହସିବାକୁ ଲାଗିଲେ । ବର ଜଣକ ଲଜ୍ଜା ରେ ସେଠାରୁ ପଳାଇ ଥିଲେ ।

୪. ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିବା ଅନ୍ୟ ଏକ ଭିଡିଓ ରେ ଉଭୟ ବର ଓ କନ୍ୟା ଷ୍ଟେଜ ରେ ପରସ୍ପର କୁ ବରମାଳା ପିନ୍ଧାଇଲେ ଏବଂ ବର ଜଣକ ଷ୍ଟେଜ ରୁ ଓଲ୍ହାଇ ଗଲେ । କିନ୍ତୁ ଯେତେବେଳେ କନ୍ୟା ଷ୍ଟେଜ ରୁ ଓଲ୍ହାଇଲେ ସେତେବେଳେ ଷ୍ଟେଜ ଭାଙ୍ଗିଗଲା । କିନ୍ତୁ ତାଙ୍କର ଭାଗ୍ୟ ଭଲ ଯେ ତଳେ ବର ଜଣକ ଛିଡ଼ା ହୋଇଥିଲେ ଏବଂ ତାଙ୍କୁ ଧରିଦେଲେ । ଏହି ଦୃଶ୍ୟ କମେଡ଼ି ସିନ୍ ରୁ ରୋମାଣ୍ଟିକ ସିନ୍ ପାଲଟିଗଲା ।

୫. ଆପଣ ମାନଙ୍କୁ ଏମିତି ଏକ ଭାଇରାଲ ହୋଇଥିବା ଭିଡିଓ ସମ୍ବନ୍ଧରେ କହିବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ । ସେହି ଭିଡିଓ ରେ ବିବାହ ସମୟରେ କନ୍ୟା ଜଣକ ବର ଙ୍କୁ ବରମାଳା ପିନ୍ଧାଇଲେ । କିନ୍ତୁ ଯେତେବେଳେ ବର ଙ୍କୁ ବରମାଳା ପିନ୍ଧାଇବାକୁ କୁହାଗଲା ସେତେବେଳେ ସେ କିଛି ସମୟ ଭାବି ହଠାତ କନ୍ୟା ଙ୍କ ପାଖରେ ଛିଡ଼ା ହୋଇଥିବା ଅନ୍ୟ ଏକ ଝିଅ ଙ୍କୁ ବରମାଳା ପିନ୍ଧାଇ ଦେଲେ । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବା ବେଳେ ବର ଜଣକ ହସୁଥିଲେ । ଏଭଳି ଘଟଣା ବହୁତ କମ ଦେଖିବାକୁ ମିଳେ ।

ଏହି ସବୁ ଘଟଣା ବିଷୟରେ ଆପଣ ମାନଙ୍କର ମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଏମିତି ନୂଆ ନୁଆ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *